ମୃତ୍ୟୁ ପରେ ଆମ ସହିତ କଣ ହୋଇଥାଏ ? ନିଶ୍ଚୟ ଦେଖନ୍ତୁ- Sri Krushna Vani

ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗି ପାରେ କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ କିପରି ସହଜରେ ମୋକ୍ଷ ପ୍ରାପ୍ତି ଆପଣ ହେବେ । କଳିଯୁଗରେ ମୋକ୍ଷ ପାଇବା ସବୁଠୁ ସହଜ ଅଟେ । ସାଙ୍ଗ ମାନେ ଆପଣ ମାନେ ସମସ୍ଥେ ପ୍ରାୟ ଜାଣିଛନ୍ତି ସବୁଠାରୁ କଠିନ କାମ କଣ ଅଟେ । ସରଳ ହେବା ହେଉଛି ସବୁଠୁ କଠିନ କାମ କାରଣ ଯଦି କେହି କଣ ଆମ ବିଷୟରେ ଭୁଲ କହିଦିଏ ତେବେ ଆମେ ସେଠି ବହୁତ ଶୀଘ୍ର ରାଗି ଯାଇଥାଉ ।

ତୁଲସୀ ଦାସ ମଧ୍ୟ ରାମାୟଣରେ କହିଛନ୍ତି କାହା ସାଙ୍ଗରେ କେବେ କପଟ କରନ୍ତୁ ନାହିଁ । କାରଣ କପଟ କରିବା ଦ୍ଵାରା ନିଜର କ୍ଷତି ହୋଇଥାଏ ଓ ପ୍ରଭୁଙ୍କ କୃପା କେବେ ହେଲେ ଆମକୁ ମିଳିନଥାଏ ।

ଆମେ ସାରା ଦିନ ଆମର କାମ କରିଥାଉ ସେମାନେ ବ୍ୟବସାୟ ହୁଅନ୍ତୁ ବା ଚାକିରି କରିଥିବା ଲୋକ ସମସ୍ତେ ନିଜ କାମ ନିଜେ କରିଥାନ୍ତି । ଏହା ପରେ ଆମେ ଘରକୁ ଆସିଥାଉ ତାପରେ କିଛି ସମୟ ପରେ ସଫା ସୁତୁରା ହୋଇ ଖାଇବା ପରେ ସୟନ କକ୍ଷକୁ ଯାଇଥାଉ । ଏହାପରେ ଆମେ ସେଠାରେ ବସି ଭାବିଥାଉ ଆଜି ମୁଁ କେଉଁ କାର୍ଯ୍ୟ କଲି ଓ କାଲି କେଉଁ କାର୍ଯ୍ୟ କରିବି ।

ଏମିତି ବେକାର କଥା ଭାବି ସବୁ ବେଳେ ସୋଇଥାଉ । କହିବାକୁ ଗଲେ ନିଦ ଏକ ମୃତୟୁ  ଅଟେ ଓ ମୃତୟୁ ଏକ ନିନ୍ଦ ଅଟେ ।  କେଉଁ ଦିନ ଆମର ନିଦ ପୂର୍ଣ୍ଣ ହୋଇଥାଏ ଓ କେଉଁ ଦିନ ହୋଇନଥାଏ । କିନ୍ତୁ କୌଣସି ଏକ ଦିନ ବା କୌଣସି ଏକ ରାତି ପରେ ଆମର ନିଦ ଆଉ ଭାଙ୍ଗେ ନହିଁ ଅର୍ଥାତ ଆମର ମୃତୟୁ ହୋଇଥାଏ । ଯେଉଁ ଦିନ ଏହା ହୋଇଥାଏ ଆମର ଆଉ କୌଣସି କଥା ମନେ ପଡେ ନାହିଁ ।

କାରଣ ଆମର ସେହି ସମୟରେ ଆଉ ଶରୀର ହିଁ ନଥାଏ । ଯାହା ଦ୍ଵାରା ଆମେ କିଛି କଥା ଆଉ ଜାଣିପାରୁ ନାହିଁ । କିନ୍ତୁ ଆମେ ଯଦି ଶୋଇବା ପୂର୍ବରୁ ପ୍ରଭୁ ଶ୍ରୀ ରାମଙ୍କ ନାମ ଗୋଟିଏ ହେଉ ବା ୫ ରୁ ୭ ଥର ତାଙ୍କ ନାମ ନେଇଥାଉ ତେବେ ଆମର କିଛି ଅସୁବିଧା ହୋଇନଥାଏ । କାରଣ ଶାସ୍ତ୍ରରେ ଲେଖା ଅଛି ମନୁଷ୍ୟ ଯେତେ ପାପ କରୁ ନା କାହିଁକି ଯଦି ସିଏ ସଦା ସର୍ବଦା ମୋର ନାମ ଭଜୁଥିବା ତେବେ ତାର କିଛି ଅସୁବିଧା ହେବ ନାହିଁ । ଆପଣ ଜାଣିଛନ୍ତି କି ଆମର ମୃତୟୁ ହେଲା ପରେ ଆମର କଣ ହୋଇଥାଏ ।

ମନୁଷ୍ୟର ମୃତୟୁ ହେଲା ପରେ ଆମେ ତାକୁ ଯେତେ ଡାକିଲେ ବି ସେ ଉଠି ପାରେ ନାହିଁ ଓ କିଛି କ୍ଷଣ ପାଇଁ ଆମ କଥା ଶୁଣି ପାରେ ହେଲେ ତାର କୌଣସି ଅଙ୍ଗ କାମ କରେ ନାହିଁ । ସିଏ ଯେତେ ଚେଷ୍ଟା କଲେ ମଧ୍ୟ ଉଠିପାରେ ନାହିଁ । କାରଣ ତାର ଶରୀରରେ ଆଉ ଆତ୍ମା ନଥାଏ । ସେଥିପାଇଁ ମନୁଷ୍ୟକୁ କୁହାଯାଏ ବଞ୍ଚିଥିଲା ସମୟରେ କାହାକୁ କପଟ କରନ୍ତୁ ନାହିଁ । କାହାକୁ ଅସୁବିଧାରେ ପକାନ୍ତୁନୀ । ଯେତେବେଳେ ତାର ଶରୀରକୁ ମସାଣିକୁ ନିଆଯାଏ ସେହି ସମୟରେ କୁହାଯାଏ ରାମ ନାମ ସତ୍ୟ ହେ ହଋ ନାମ ସତ୍ୟ ହେ ।

ଧୀରେ ଧୀରେ ନାମ ଯେତେବେଳେ ତାର କାନରେ ପଡିଥାଏ ତାର ଚେତନା ଆସ୍ତେ ଆସ୍ତେ କମିଯାଏ ଓ ତାର ମୃତୟୁ ହୋଇଥାଏ । ଯଦି ଆମେ ଶୋଇବା ସମୟରେ ଯଦି ତାଙ୍କ ନାମ ନେଉଥିବା ତେବେ ଆମକୁ ଖୁବ ଶୀଘ୍ର ମୋକ୍ଷ ମିଳିଯିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।