ଟ୍ରାନ୍ସପ୍ୟାରେଣ୍ଟ ଶାଢ଼ୀ ରେ Ankita Lokhande କଲେ ହଟ ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଙ୍କ ସମ୍ବନ୍ଧରେ।ଟିଭି ସିରିଆଲ ଓ ବଲିଉଡ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ସମୟରେ ପ୍ରାୟତଃ ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଛନ୍ତି ଏବଂ ନିଜର ଭିଡିଓ ଓ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳୁଛି।ସେ ନିଜର ଭିଡିଓ ଏବଂ ଫଟୋ ମାଧ୍ୟମରେ ନିଜ ଫାନ୍ସ ମାନଙ୍କ ସହ ଜଡ଼ିତ ହୋଇ ରୁହନ୍ତି।

କିଛି ଦିନ ପୂର୍ବରୁ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଏକ ୟେଲୋ କଲର ର ଶାଢ଼ୀ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।ଏହି ଭିଡିଓ ରେ ଅଙ୍କିତା ଧକ୍ ଧକ୍ କରନେ ଲଗା ସଙ୍ଗ ରେ ଡ୍ୟାନ୍ସ କରୁଥିଲେ ଏବଂ ବହୁତ ସୁନ୍ଦର ଭାବରେ ନିଜର ଅନ୍ଦାଜ ଓ ଏକ୍ସପ୍ରେସନ କୁ ପ୍ରଦର୍ଶନ କରିଥିଲେ। ଏହି ଭିଡିଓ କୁ ଲକ୍ଷ ଲକ୍ଷ ଦର୍ଶକ ଦେଖିଛନ୍ତି ଏବଂ ଲାଇକ ଓ କମେଣ୍ଟ କରିଛନ୍ତି। ଏହି ଭିଡିଓ ରେ ଅଙ୍କିତା ଙ୍କ ଫାନ୍ସ ମାନେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି।

ତାଙ୍କର ଏହି ଅନ୍ଦାଜ ତାଙ୍କ ଫାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଥିଲା।ଏହି ଭିଡିଓ ରେ ଅଙ୍କିତା ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ ଏବଂ ସେ ଗ୍ରେସଫୁଲ୍ଲି ଡ୍ୟାନ୍ସ କରୁଥିଲେ। ଏହି ଭିଡିଓ ରେ ତାଙ୍କ ଫାନ୍ସ ମାନେ କମେଣ୍ଟ ମାଧ୍ୟମରେ ନିଜର ରିଆକ୍ସନ ଜଣାଇଛନ୍ତି।ସେ ଏହି ଭିଡିଓ ରେ ବହୁତ ହଟ୍ ଓ ଗ୍ଲାମରିଅସ ମଧ୍ୟ ଦେଖା ଯାଉଛନ୍ତି। କିଛି ଦର୍ଶକ ଏଭଳି ଅଛନ୍ତି ଯେଉଁମାନେ ଅଙ୍କିତା ଙ୍କ ଏହି ଭିଡିଓ ରେ ତାଙ୍କୁ ଟ୍ରୋଲ କରିଛନ୍ତି।

ବର୍ତ୍ତମାନ ସମୟରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଯେ କୌଣସି ଫଟୋ ବା ଭିଡିଓ ସେୟାର କରୁଛନ୍ତି, ତାଙ୍କୁ ପ୍ରଶଂସା ସହିତ ଟ୍ରୋଲ ର ମଧ୍ୟ ସାମ୍ନା କରିବାକୁ ପଡୁଛି।

 

View this post on Instagram

 

A post shared by Ankita Lokhande (@lokhandeankita)

କିଛି ଇଂଷ୍ଟାଗ୍ରାମ ୟୁସର ଅଛନ୍ତି ଯେଉଁମାନେ ଅଙ୍କିତା ଲୋଖଣ୍ଡେ ଙ୍କୁ ନିଜର କମେଣ୍ଟ ମାଧ୍ୟମରେ ଟ୍ରୋଲ କରୁଛନ୍ତି। ଜଣେ। ୟୁସର ନିଜ କମେଣ୍ଟ ରେ ଏହା ଲେଖିଛନ୍ତି ଯେ, ସେ ସବୁ ଜାଣିଛନ୍ତି, ଅଙ୍କିତା ବର୍ତ୍ତମାନ ସୁଶାନ୍ତ ଙ୍କୁ ଭୁଲି ସାରିଲେଣି ଏବଂ ଅନ୍ୟ ପକ୍ଷରେ ଆଉ ଜଣେ ୟୁସର କମେଣ୍ଟ କରିଛନ୍ତି ଯେ, ଅଙ୍କିତା ସୁଶାନ୍ତ ଙ୍କ ନିଧନ ପରେ ବହୁତ ବଦଳି ଯାଇଛନ୍ତି।

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଅନ୍ୟ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ସଲୱାର ସୁଟ ପିନ୍ଧିଛନ୍ତି ଏବଂ ସେହି ଭିଡିଓ ରେ ସେ ସାହରୁଖ ଖାଁ ଓ ଦୀପିକା ପାଦୁକୋନ ଙ୍କ ସଙ୍ଗ ‘ମନୱା ଲାଗେ’ ରେ ଡ୍ୟାନ୍ସ କରିଛନ୍ତି ଏବଂ ଏହି ଭିଡିଓ ମାଧ୍ୟମରେ ସେ ନିଜର ବଏଫ୍ରେଣ୍ଡ ‘ଭିକି ଜୈନ’ ଙ୍କୁ ଏକ କ୍ୟାପ୍ସନ ଦ୍ୱାରା ପ୍ରପୋଜ କରିଛନ୍ତି। ଏହି ଭିଡିଓ ରେ ଅଙ୍କିତା ଙ୍କ ଡ୍ୟାନ୍ସ ମୁଭ ବହୁତ ହିଁ ସୁନ୍ଦର ଥିଲା।ନିଜ ବଏଫ୍ରେଣ୍ଡ କୁ ପ୍ରପୋଜ କରିବା ପାଇଁ ମଧ୍ୟ ଅଙ୍କିତା ଟ୍ରୋଲ ର ଶିକାର ହୋଇଥିଲେ।

ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ଟିଭି ସିରିଆଲ ‘ପବିତ୍ର ରିସ୍ତା’ ରୁ ଆରମ୍ଭ କରିଥିଲେ। ତାଙ୍କ ସହିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଲିଡ଼ ରୋଲ ରେ ନଜର ଆସିଥିଲେ। ଏହା ସହିତ ଅଙ୍କିତା ଙ୍କୁ ‘ଶକ୍ତି ଅସ୍ତିତ୍ବ କି ଏହାସାସ’, ‘ଏକ ଥି ନାୟିକା’ ଭଳି ଟିଭି ସିରିଆଲ ରେ ଦେଖିବାକୁ ମିଳିଥିଲା।ସେ ବଲିଉଡ ରେ କଂଗନା ରାଣୱତ ଙ୍କ ଫିଲ୍ମ ‘ମଣିକର୍ନିକା’ ରେ ଡେବ୍ୟୁଟ ଫିଲ୍ମ କରିଥିଲେ। ଏହା ସହିତ ‘ବାଘି ୩’ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି।ଏହା ସହିତ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଙ୍କୁ ‘ଝଲକ ଦିଖ ଲାଜା’ ଓ ‘କମେଡ଼ି ସର୍କସ’ ଭଳି ଟିଭି ରିଆଲିଟି ସୋ ରେ ମଧ୍ୟ ଦେଖିବାକୁ ମିଳିଥିଲା।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ