ବିନା ମେକଅପ ରେ କିଛି ଏମିତି ଦେଖା ଯାଅନ୍ତି Bollywood ର ଏହି 5 ଜଣ ଟପ Actress ଦେଖିଲେ ଆଶ୍ଚର୍ଯ୍ୟ ହେବେ

ହଟ ଏବଂ ବୋଲଡ଼ ଦେଖା ଯିବା ପାଇଁ ଅଭିନେତ୍ରୀ ମାନେ ଅନେକ ଟଙ୍କା ନିଜ ଉପରେ ଖର୍ଚ୍ଚ କରନ୍ତି। ନିଜ ଚେହେରା କୁ ଅଧିକ ସୁନ୍ଦର ଦେଖାଇବା ପାଇଁ ସେମାନେ ମେକଅପ ର ସହାୟତା ନେଇଥାନ୍ତି। ତେବେ ଏମିତି ମଧ୍ୟ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିନା ମେକଅପ ରେ ମଧ୍ୟ ବହୁତ ସୁନ୍ଦରୀ ଦେଖା ଯାଆନ୍ତି।

ଅନେକ ଲୋକ ଚେହେରାରେ ଅନେକ ମେକଅପ୍ ଲଗାଇ ସୁନ୍ଦର ଦେଖାଯାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯାହାର ସୌନ୍ଦର୍ଯ୍ୟ ସ୍ୱାଭାବିକ। ଆଜି, ବଲିଉଡରେ ମଧ୍ୟ ଅନେକ ହିରୋ ହିରୋଇନ୍ ମେକଅପ୍ ପ୍ରୟୋଗ କରନ୍ତି, କିନ୍ତୁ ମେକଅପ୍ ବିନା ସେମାନେ ଅନସ୍କ୍ରିନ ପରି ସୁନ୍ଦର ଦେଖାଯାନ୍ତି ନାହିଁ କିନ୍ତୁ ସେଠାରେ ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ବିନା ମେକଅପ୍ ରେ ଦେଖିବା ପରେ ମଧ୍ୟ ସେମାନଙ୍କର ସୌନ୍ଦର୍ଯ୍ୟରେ ଆପଣ ଆଶ୍ଚର୍ଯ୍ୟ ନିଶ୍ଚିତ ହେବେ ।

ତମନା ଭାଟିଆ :

ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରେ ତମ୍ମାନା ଭାଟିଆ ନ୍ୟାଚୁରାଲ ବିଉଟି ଅଟନ୍ତି। ସେ ବଲିଉଡ ରୁ ନେଇ ଟଲିଉଡ ପର୍ଯ୍ୟନ୍ତ ସବୁଠାରେ ଫେମସ ଅଟନ୍ତି । ତାଙ୍କର ଲକ୍ଷ ଲକ୍ଷ ଦିବାନା ଅଛନ୍ତି । ସେ ଦେଖିବାକୁ କ୍ଷୀର ଭଳି ଗୋରା ଅଟନ୍ତି। ଏହା ସହିତ ସେ ବିନା ମେକଅପ ରେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଆନ୍ତି।

ୟାମି ଗୌତମ :

ମେକଅପ୍ ନ ଦେଖି ମଧ୍ୟ ତୁମେ ଏହି ଅଭିନେତ୍ରୀ ଙ୍କ ସୌନ୍ଦର୍ଯ୍ୟ ଅନୁଭବ କରିବ। ୟାମି 2012 ଚଳଚ୍ଚିତ୍ର ବିକି ଡୋନର୍ ରେ ଡେବ୍ୟୁ କରିଥିଲେ। ୟାମି ଗୌତମ ଦେଖିବା ପାଇଁ ବହୁତ ଗୋରୀ ଅଟନ୍ତି। ସେ ବିନା ମେକଅପ ରେ ମଧ୍ୟ ଖୁବ ସୁନ୍ଦର ଦେଖା ଯାଆନ୍ତି । ସେ ନିଜର ସୁନ୍ଦରତା ପାଇଁ ମଧ୍ୟ ବେଶ ପରିଚିତ ।

ସୋନମ କପୁର :

ସୋନମ କପୁର ଅନିଲ କପୂର ଙ୍କର ସୁପୁତ୍ରୀ ଅଟନ୍ତି କିନ୍ତୁ ସେ ନିଜ ପିତାଙ୍କ ପରି ଅଭିନୟ ରେ ଏତେ ସକ୍ସେସ ହାସଲ କରି ପାରି ନାହାଁନ୍ତି । ସେ ତାଙ୍କ ପିତାଙ୍କ ପରି ସୌନ୍ଦର୍ଯ୍ୟର ବହୁତ ଯତ୍ନ ନିଅନ୍ତି । ବିନା ମେକପ ରେ ମଧ୍ୟ ସେ ଏହି ଫଟୋରେ ସୁନ୍ଦର ଦେଖା ଯାଉଛନ୍ତି ।

କ୍ୟାଟ୍ରିନା କୈଫ :

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା ଦେଖିବାକୁ ଖୁବ ହଟ ଏବଂ ବୋଲଡ଼ ଅଟନ୍ତି। ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ରହିଛନ୍ତି।କ୍ୟାଟ୍ରିନା ତାଙ୍କ ସୁନ୍ଦର ଶୈଳୀରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଚୋରି କରନ୍ତି। ସେ ମଧ୍ୟ ବିନା ମେକପ ରେ ବହୁତ ସୁନ୍ଦରୀ ଦେଖା ଯାଆନ୍ତି।

ଡାଏନା ପ୍ୟାଣ୍ଟୀ :

କକଟେଲ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିବା ଡାଏନା ମେକପ ରେ ତ ବହୁତ ସୁନ୍ଦର ଲାଗନ୍ତି । ଏହା ବ୍ଯତୀତ ସେ ମେକଅପ୍ ବିନା ମଧ୍ୟ ସୁନ୍ଦର ଦେଖାଯାଅନ୍ତି । ଆପଣ ମଧ୍ୟ ଏହି ଫଟୋ ରେ ତାଙ୍କର ବିନା ମେକପ ଓ ମେକପ ବାଲା ଲୁକ ଦେଖି ପାରୁଥିବେ ।

ଲିସା ହାଡିନ :

ଭାରତୀୟ ମଡେଲ ଲିସା ହାଡିନ ମଧ୍ୟ ମେକଅପ୍ ବିନା ସୁନ୍ଦର ଦେଖାଯାନ୍ତି । ଲିଜା ବଲିଉଡରେ ତାଙ୍କର ଫିଲ୍ମ “କୁଇନ” ରେ ଡେବ୍ୟୁ କରିଥିଲେ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ନୂଆ ନୂଆ ମନୋରଞ୍ଜନ,ଫିଲ୍ମ ଦୁନିଆ ଖବର ସବୁବେଳେ ଆଣିଦେଉ, ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରି ନିଅନ୍ତୁ ଏବଂ ଏହାକୁ ସେୟାର୍ ମଧ୍ୟ କରନ୍ତୁ ଧନ୍ୟବାଦ।