ଗୋଟିଏ ଇଣ୍ଡଷ୍ଟ୍ରୀରେ ଥାଇ ମଧ୍ୟ ଏହି ଷ୍ଟାର ମାନେ କାହିଁକି କରନ୍ତି ପରସ୍ପରକୁ ଘୃଣା, କେହି କାହା ମୁହଁ ଦେଖିବାକୁ ବି ଚାହାଁନ୍ତି ନାହିଁ

ବଲିଉଡରେ ବହୁତ କଳାକାର ଏପରି ଭାବରେ ଅଭିନୟ କରନ୍ତି ଯେ ଦର୍ଶକ ମାନଙ୍କର ଗୋଟିଏ ଗୋଟିଏ ଆଇଡ଼ଲ ବନୀ ଯାଆନ୍ତି । ଏହି କଳାକାର ମାନଙ୍କୁ ଦର୍ଶକ ଭଗବାନ ଭଳି ପୂଜା କରନ୍ତି । କିନ୍ତୁ ବଲିଉଡ ହେଉକି ସାଉଥ ଇଣ୍ଡଷ୍ଟ୍ରୀ ହେଉ ସବୁଜାଗାରେ ଦେଖାଯାଏ କି କଳାକାର ମାନେ ଗୋଟିଏ ଇଣ୍ଡଷ୍ଟ୍ରିର କାମ କରିବି ବେଳେ ବେଳେ ମିତ୍ର ଭଳି ଚଳନ୍ତି ତ ବେଳେ ବେଳେ ପରସ୍ପର ମଧ୍ୟରେ ଶତ୍ରୁତା ଆଚରଣ କରନ୍ତି ଏମିଟିକିରେ ପରସ୍ପର ସହ ଦେଖାହେଲେବି କଥାଆହୁଅନ୍ତି ନାହିଁ ।

କିନ୍ତୁ ଶତ୍ରୁତା ପୁର୍ବରୁ ଏମାନେ ପରସ୍ପର ସହ ମିତ୍ରତା ର ସମ୍ପର୍କରେ ଥିଲେ କିନ୍ତୁ କିଛି କିଛି କଳାକାର ମାନେ ନିଜ ନିଜ ଭିତରେ ଶତ୍ରୁ ଭଳି ଆଚରଣ କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭଳି କିଛି କଳାକାର ମାନଙ୍କ ବିଷୟରେ ଯେଉଁମାନେ କି ଗୋଟିଏ ଇଣ୍ଡଷ୍ଟ୍ରୀରେ କାମ କରି ମଧ୍ୟ ପରସ୍ପର ସହ ଶତ୍ରୁତା ଭାବ ରଖିଥାଆନ୍ତି ।

୧ – ଅଜୟ ଦେବଗନ ଓ ଶନି ଦେୱାଲ

ଅଜୟ ଦେବଗନ ଓ ଶନି ଦେୱାଲ ଗୋଟିଏ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟ କରି ମଧ୍ୟ ପରସ୍ପର ସହ ଶତ୍ରୁତା କରିଥାନ୍ତି । ଏହାର କାରଣ ଫିଲ୍ମ ଦି ଲିଯେଣ୍ଡ ଅଫ ଭଗତ ସିଂ । ଏହି ଫିଲ୍ମର ନିର୍ଦେଶକ ରାଜ କୁମାର ସନ୍ତୋସି ଶନି ଦେୱାଲଙ୍କୁ ଚନ୍ଦ୍ରଶେଖର ଆଜାଦ ଚରିତ୍ରରେ ଅଭିନୟ କରିବା ପାଇଁ କାଷ୍ଟ କରିଥିଲେ ଓ ଅଜୟ ଦେବଗନଙ୍କୁ ଭଗତ ସିଂ ରେ । କିନ୍ତୁ ଶନି ଦେୱାଲ ନିର୍ଦେଶକଙ୍କୁ ତାଙ୍କ ଭାଇ ବବି ଦେୱାଲଙ୍କୁ ଭଗତ ସିଂ ଚରିତ୍ରରେ ଅଭିନୟ କରିବା ପାଇଁ ଜିଦ କରିଥିଲେ । ଏହି କଥା ବିଷୟରେ ଅଜୟ ଦେବଗନ ଜାଣିବାରୁ ଶନି ଦେୱାଲ ଓ ଅଜୟ ଦେବଗନଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା ।

୨ – ନୟନ ତାରା ଓ ପ୍ରଭୁ ଦେବା

ସାଉଥ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ କଳାକାର ଅଟନ୍ତି ନୟନ ତାରା ଓ ପ୍ରଭୁଦେବା । ଏମାନେ ଦୁଇଜଣ ମଧ୍ୟ ପରସ୍ପର ଶତ୍ରୁ ଅଟନ୍ତି । କାରଣ ଦୁଇଜଣ ଯାକ ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ ପ୍ରଭୁ ଦେବା ପୂର୍ବରୁ ବିବାହିତ ଥିଲେ ବୋଲି ନୟନ ତାରାଙ୍କୁ ଜଣାଇ ନଥିଲେ । ଏହି କାରଣ ପାଇଁ ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା ।

୩ – ରାମ ପୋଥିନେନି ଓ ମଲାଇକା ଅରୋରା

ଏହି ଦୁଇଜଙ୍କ ମଧ୍ୟରେ ଶତ୍ରୁତା ଅଛି କାରଣ ରାମ ପୋଥିନେନି ନିଜ ଫିଲ୍ମରେ ମଲାଇକାଙ୍କୁ ଆଇଟମ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏହି ସମୟରେ ମଲାଇକା ରାମ ପୋଥିନେନୀଙ୍କୁ ଛୋଟ କଳାକାର ବୋଲି କହି ଭର୍ଶନା କରିଥିଲେ ଏଥିପାଇଁ ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା ।

୪ – ପ୍ରଭାସ ଓ ୟଶ

ସାଉଥ ଇଣ୍ଡଷ୍ଟ୍ରିର ଏହି ଦୁଇ କଳାକାର ଜଣେ ଅନ୍ୟ ଜଣକୁ ଘୃଣା କରିଥାଆନ୍ତି । ଯାହା ପଛର କାରଣ ହେଉଛି ପପୁଲାରିଟୀ । ଆପଣ ମାନେ ଜାଣିଥିବେ ବାହୁବଳି ଫିଲ୍ମ ପରେ ପ୍ରଭାସ ପୁରା ଦେଶରେ ଫେମସ ହୋଇଗଲେ । ସେତେବେଳ ପର୍ଯ୍ୟନ୍ତ ଫେମସ ଥିଲେ ଯେତେ ପର୍ଯ୍ୟନ୍ତ କେଜିଏଫ ଫିଲ୍ମଟି ଆସି ନ ଥିଲା । କେଜିଏଫ ଫିଲ୍ମ ଆସିବା ପରେ ୟଶକୁ ଲୋକମାନଙ୍କର  ପ୍ରଭାସ ଠାରୁ ଅଧିକ ପ୍ରିୟ ହୋଇଯାଇଥିଲେ । ୟଶଙ୍କ କାରଣରୁ ପ୍ରଭାସଙ୍କର ନାମ ନେବା ଟିକେ କମିଯିବାରୁ ସେଥିପାଇଁ ପ୍ରଭାସ ୟଶକୁ ଘୃଣା କରିଥିଲେ ।

୫ – ଅନୁପମା ପରମେଶ୍ଵର ଓ ଅର୍ଜୁନ ରାମ ପାଲ

ଏହି ଦୁଇଟି କଳାକାର ଜଣେ ଅନ୍ୟ ଜଣକୁ ଘୃଣା କରିଥାଆନ୍ତି ।  ଯେତେବେଳ ଅନୁପମାଙ୍କୁ  ଅର୍ଜୁନ ରାମପାଲଙ୍କ ସହିତ ଫିଲ୍ମ ନାସ୍ତିକରେ କାମ କରିବାକୁ କୁହାଗଲା । କିନ୍ତୁ ଅର୍ଜୁନ ଏହି ଫିଲ୍ମରେ କାମ କରିବାକୁ ମନା କରିଦେଲେ । ସେ ଜଣେ ସାଉଥ କଳାକାରଙ୍କ ସହିତ କାମ କରିବାକୁ ଚାହୁଁନଥିଲେ । ତେଣୁ ଅନୁପମା ଅର୍ଜୁନଙ୍କୁ  ଘୃଣା କରିବାକୁ ଲାଗିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।