1 ଫିଲ୍ମ ପାଇଁ କେତେ ନିଅନ୍ତି ଭୋଜପୁରୀ ସବୁଠୁ ଦାମୀ ଏହି 5 ହିରୋଇନ, Amrapali ଙ୍କ ଫିସ ଜାଣି ବିଶ୍ଵାସ କରି ପାରିବେନି

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ଯେତିକି ନାଁ ଓ ପଇସା କମାଇ ଥାନ୍ତି ଠିକ ସେହି ଭଳି ଭୋଜପୁରୀ ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇଥାନ୍ତି ।

ଭୋଜପୁରୀ କଳାକାର ମାନେ ମଧ୍ୟ ନାଁ ଓ ପଇସା କମାଇବାରେ ବଲିଉଡ ଠାରୁ କମ ନୁହନ୍ତି । ବିଶେଷ କରି ଭୋଜପୁରୀ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ଓ ହଟନେସ ପାଇଁ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ନ୍ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଭୋଜପୁରୀର ଅଭିନେତ୍ରୀ ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି ସେହି ବିଷୟରେ କହିବାକାଉ ଯାଉଛୁ ।

୧- “ଆମିରପାଲ ଦୂବେ” : ଭୋଜପୁରୀ ସିନେମାରେ ସବୁଠାରୁ ହାତ ଅଭିନେତ୍ରୀ ଭାବେ ଆମିର୍ପାଲ ଦୂବେ ପରିଚିତ ଅଟନ୍ତି । ସବୁଠାରୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ସେ ଟପରେ ଅଛନ୍ତି । ୨୦୨୦ରେ ସେ ୮ଟି ଫିଲ୍ମରେ କାମ କରି ବହୁତ ଚର୍ଚ୍ଚରେ ରହିଥିଲେ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୭ରୁ ୯ଲକ୍ଷ ଟଙ୍କା ନେଇଥାନ୍ତି ।

୨- “ମୋନାଲିସା” : ଭୋଜପୁରୀ ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ଅଭିନେତ୍ରୀ ଭାବେ ମୋନାଲିସା ପରିଚିତ ଅଟନ୍ତି । ସେ ଟିଭି ସୋ “ବିଗ ବସ” ରେ ଜିତି ଖୁବ ଚର୍ଚ୍ଚାରେ ରହିଥିଲେ । ସେ ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ନଜର” ରେ ମଧ୍ୟ ନିଜର ଜବରଦସ୍ତ ଅଭିନୟ ପାଇଁ ଖୂବ ଚର୍ଚ୍ଚାରେ ରହିଥିଲେ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୫ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି ।

୩- “କାଜଲ ରାଘବାନୀ” : “ପାଟନା” ରୁ “ପାକିସ୍ତାନୀ” ଫିଲ୍ମରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କାଜଲ ରାଘବାନୀ ଗୋଟିଏ ଫିଲ୍ମ କରିବା ପାଇଁ ୫ରୁ ୬ ଲକ୍ଷ ଟଙ୍କା ନେଇଥାନ୍ତି । ସେ “ହୁକୁମତ”, “ପଞ୍ଚାୟତ”, “ଚିଲ ହରଣ’, “ମେହେନ୍ଦି ଲଗା କେ ରଖନା” ଆଦି ହିଟ ଫିଲ୍ମରେ କାମ କରି ସାରିଛନ୍ତି ।

୪- “ରାଣୀ ଚାଟାର୍ଜି” : ଅଭିନେତ୍ରୀ ରାନୀ ଚାଟାର୍ଜି ଭୋଜପୁରୀ ସିନେମାରେ ଅଭିନେତା ମନୋଜ ତିଵାରୀଙ୍କ ସହ ୨୦୦୩ରେ ଫିଲମ “ସୁପର ଡୂପର” ରେ ଡେବ୍ୟୁ କରିଥିଲେ । ଭୋଜପୁରୀ ଇଣ୍ଡଷ୍ଟ୍ରିରେ ମସୁର ଅଭିନେତ୍ରୀ ଭାବେ ପରିଚିତ ରାନୀ ଗୋଟିଏ ଫିଲ୍ମ କରିବା ପାଇଁ ୫ରୁ ୮ ଲକ୍ଷ ଟଙ୍କା ନେଇଥାନ୍ତି ।

୫- “ଅକ୍ଷରା ସିଂ” : ଭୋଜପୁରୀ ଜଗତର ଅଭିନେତା ପବନ ସିଂଙ୍କ ସହ ଅନେକ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ନିଜର ସୁନ୍ଦରତା ପାଇଁ ଜଣାଶୁଣା ଅଟନ୍ତି । ସେ ଗୋଟିଏ ଫିଲ୍ମ କରିବା ପାଇଁ ୨ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି । ଭୋଜପୁରୀ ଇଣ୍ଡଷ୍ଟ୍ରିରେ ନିଜର ହଟନେସ ଓ ଗ୍ଲାମରିୟସ ଲୁକ ପାଇଁ ସେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।