ବାଛନ୍ତୁ କେଉଁବି ଗୋଟିଏ ଫୁଲ ଓ ଜାଣନ୍ତୁ 7 ଦିନ ଭିତରେ ଆପଣଙ୍କ ପାର୍ଟନର ଓ ଆପଣଙ୍କ ଭିତରେ କଣ ହେବ ? -Love Quiz Game

ଜୀବନର ନାମ ହିନ ହେଉଛି ପରିବର୍ତ୍ତନ । ସମୟ ସହ ସବୁ କିଛି ବଦଳି ଯାଇଥାଏ । କିଛି ଲୋକ, କିଛି ଜାଗା, କିଛି ପରିସ୍ଥିତି, ଓ କିଛି ବ୍ୟବହାର । ଦେଖନ୍ତୁ ଆପଣ ଯଦି ନିଜ ଜୀବନରେ କିଛି ନୂଆ ପରିବର୍ତ୍ତନ ଆଣିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ନିଜର ପ୍ରଥମ ପାଦ ଥାପିବେ ।

ନିଜେ ପଛରେ ରହି କେବେବି ଆମେ ଆଗକୁ ଅନ୍ୟକୁ ପଠାଇ ପାରିବା ନି । ଏହାର ମାନେ ହେଉଛି କି ପ୍ରତେକ ସମ୍ପର୍କ ରେ କେହିନା କେହି ନିଜ ପାଦ ଆଗକୁ ବଢାଇ ଥାଏ । କାରଣ ସମୟ ସହ ସମ୍ପର୍କ ଏକ ଭିର୍ଣ୍ଣ ରୂପ ନେଇ ଜୀବନକୁ ଆସିଥାଏ । ଆଜି ଯେଉଁ ମାନେ ପ୍ରେମିକା ପ୍ରେମିକ ହୁଏତ ଭବିଷ୍ୟତରେ ସେମାନେ ପଟି ପତ୍ନୀ ହୋଇ ଯିବେ । ଏହା ପରେ ପୁଣି ପିତା ମାତା ହେବେ ।

ପୁଣି ସମୟ ଆସିଲେ ହୁଏତ ଅଜା ଆଇ ବୋଲି ନୂଆ ସମ୍ପର୍କ ରେ ବାନ୍ଧି ହୋଇ ଯିବେ । ତେଣୁ କରି ଆମେ କହିବାକୁ ଗଲେ ଗୋଟେ ଜିନିଷ କହି ପାରିବା କି ଯଦି ଆମେ ଆମ ସମ୍ପର୍କ କୁ ନେଇ ଅନେକ ସମୟରେ ଚିନ୍ତାରେ ଅଛୁ ତେବେ ଆମେ ନିଶ୍ଚିତ ଭାବେ ଏହାକୁ ନେଇ କିଛି ପଦକ୍ଷେପ ନେବା ଆବଶ୍ୟକ ।

ତେବେ ଭବିଷ୍ୟତ କଣ ଆମେ ତ କହିପାରିବା ନି କିନ୍ତୁ ଆଏମ ଆପଣଙ୍କୁ ସାମ୍ଯକ ଧାରଣା ଦେଇ ପାରିବୁ ଏହି ଖେଳ ମାଧ୍ୟମରେ । ତେବେ ଆସନ୍ତୁ ଜାଣିବା କି ଆପଣଙ୍କ ସମ୍ପର୍କ ରେ କଣ ପରିବାର୍ତ୍ତନ ଆସିବା ପାଇଁ ଯାଉଛି ।

ଆସନ୍ତୁ ଜାଣିବା ଆମେ କଣ କରିବା ଆମେ ଆପଣଙ୍କୁ ୩ ଟି ଫୁଲ ଦେଖାଇଛୁ ଆପଣ ଏହା ଭିତରୁ ଏକ ଫୁଲ ବାଛନ୍ତୁ ଓ ଜାଣନ୍ତୁ କଣ ହେବାକୁ ଯାଉଛି ଆପଣଙ୍କ ଜୀବନରେ ।

ଯଦି ଆପଣ ବାଛି ଛନ୍ତି ପ୍ରଥମ ଫୁଲ ତେବେ ହୋଇ ଯାଅନ୍ତୁ ଖୁସି କାରଣ ଆପଣଙ୍କ ଅପେକ୍ଷାର ଅନ୍ତ ହେଲା ବୋଲି ଜାଣନ୍ତୁ । ଆପଣ ଏହି ସମୟ ଭିତରେ ଆପଣଙ୍କ ନିଜ ଜୀବନ ସାଥିର ଆସିବେ ଆପଣଙ୍କ ଜୀବନରେ ।

ଯଦି ଆପଣ ବାଛି ଛନ୍ତି ଦ୍ଵିତୀୟ ଫୁଲ ତେବେ ଜାଣି ନିଅନ୍ତୁକି ଆପଣଙ୍କ ଜୀବନରେ ଏବେ ଖୁସି ଆସିବା ପାଇଁ ଯାଉଛି । ଅନେକ ଦିନରୁ ଆପଣ ଯାହା ଅନୁଭବ କରୁଥିଲେ ନିଜ ଲଭର ପାଇଁ ସେ ମଧ୍ୟ ଆପଣଙ୍କ ପାଇଁ ଏହା ଅନୁଭବ କରିବେ ଆଗାମୀ ଦିଆନରେ ।

ଯଦି ଆପଣ ବାଛି ଛନ୍ତି ତୃତୀୟ ନମ୍ବର ଫୁଲ ତାହେଲେ ଆପଣ ଦୁଇ ଜଣ ନେବାକୁ ଯାଉଛନ୍ତି ଏକ ଗୁରୁ ନିସ୍ପତି ଏହା ହେଉଚ୍ଛି କି ନିଜ ସମ୍ପର୍କ କୁ ବିବାହରେ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି । ଓ ଏହାକୁ ଆପଣ ଖୁବ ଜଲ୍ଦି କରିବା ପାଇଁ ଯିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।