କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ? ଏହା ସହିତ ଆହୁରି 30 Gk Questions & Answers

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାର ପ୍ରଶ୍ନ କରାଯାଏ । ସେଠାରେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଜାଣିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିକ୍ଷଣୀୟ ଜିନିଷ ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- ଖଡି ବୋଲିର ଜନକ କିଏ ଥିଲେ ?

ଉତ୍ତର- ଅମିର ଖୁସରୋ

୨- ଭାରତର ପ୍ରମୁଖ ଖାଦ୍ୟଅର୍ଣ୍ଣ ଫସଲ କଣ ଅଟେ ?

ଉତ୍ତର- ଚାଉଳ

୩- ଭାରତର ପ୍ରଥମ ଭଏସରଏ କିଏ ଥିଲେ ?

ଉତ୍ତର- ଲାର୍ଡ କେନିଙ୍ଗ

୪- ଘନ୍ଟାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ

୫- ଗାୟତ୍ରୀ ମନ୍ତ୍ରର ଉଲ୍ଲେଖ କେଉଁ ବେଦରେ ରହିଛି ?

ଉତ୍ତର- ରୁକବେଦ

୬- ନୀଳ ସହର କାହାକୁ କୁହନ୍ତି ?

ଉତ୍ତର- ଯୋଧପୁର

୭- ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଦକ୍ଷିଣ କୋରିୟା

୮-  ଚଉରୀ-ଚୋରା କାଣ୍ଡ କେଉଁଠି ହୋଇଥିଲା ?

ଉତ୍ତର- ଗୋରଖପୁର

୯- ସୂର୍ଯ୍ୟଉଦୟର ଦେଶ କାହାକୁ କୁହାଯାଏ ?

ଉତ୍ତର- ଜାପାନ

୧୦- ରାଜସ୍ଥାନର ହୃଦୟ କାହାକୁ କୁହନ୍ତି ?

ଉତ୍ତର- ଅଜମେର

୧୧- ସାଇମନ କମିଶନ କେବେ ଭାରତକୁ ଆସିଥିଲେ ?

ଉତ୍ତର- ୧୯୨୮ରେ

୧୨-  ଗୌତମ ବୁଦ୍ଧଙ୍କର ଜନ୍ମ କେଉଁଠାରେ ହୋଇଥିଲା ?

ଉତ୍ତର- ଲୁମ୍ବିନୀ

୧୩- ସବୁଠାରୁ ହାଲକା ଧାତୁ କଣ ଅଟେ ?

ଉତ୍ତର- ଲିଥିୟମ

୧୪- ଚୁଟି କେଉଁ ଜିନିଷରୁ ତିଆରି ହୋଇଥାଏ ?

ଉତ୍ତର- ପ୍ରୋଟିନ

୧୫- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଏ ?

ଉତ୍ତର- ଇଯିଟ୍ପ

୧୬- ମୁସଲିମ ଲିଗର ସ୍ଥାପନା କେବେ ହୋଇଥିଲା ?

ଉତ୍ତର- ୧୯୦୬ରେ

୧୭- ଇଣ୍ଟରନେଟର ବ୍ୟବହାର ପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଆମେରିକା

୧୮- ଜୋନପୁରର ସ୍ଥାପନା କିଏ କରିଥିଲେ ?

ଉତ୍ତର- ଫିରୋଜଶାହ ତୁଗଲକ

୧୯- କଞ୍ଚନଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠାରେ ଅଛି ?

ଉତ୍ତର- ସିକ୍କିମ

୨୦- ପଞ୍ଚତନ୍ତ୍ରର ଲେଖକ କିଏ ଆତ୍ତନି ?

ଉତ୍ତର- ବିଷ୍ଣୁ ଶର୍ମା

୨୧- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା କଣ ଅଟେ ?

ଉତ୍ତର- ଶ୍ରୀନଗର

୨୨- ଦିଆସିଲିର ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଭାରତ

୨୩- ସ୍ପେସ ସୁଟର ଓଜନ କେତେ ?

ଉତ୍ତର- ୨୧ କିଲୋ

୨୪- ଟାଏଲର ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର- ପର୍ଜ୍ଯାବରଣ ସୁରକ୍ଷା

୨୫- ଭାରତର ଆଇନଷ୍ଟାଇନ କାହାକୁ କୁହାଯାଏ ?

ଉତ୍ତର- ନାଗାର୍ଜୁନ

୨୬- ମନୁସ୍ମୃତି କାହା ସହ ସମ୍ଭାଧିତ ଅଟେ ?

ଉତ୍ତର- ସମାଜ ବ୍ୟବସ୍ଥା

୨୭- ହିରାର ନଗର କାହାକୁ କୁହାଯାଏ ?

ଉତ୍ତର- କିମ୍ବରଲେ

୨୮- କେଉଁ ମଣିଷକୁ ଟିକେଟ ଦରକାର ପଡେ ନାହି ?

ଉତ୍ତର- ନବଜାତ ଶିଶୁ

୨୯- ଗୁରୁତ୍ଵାକର୍ଷଣର ସନ୍ଧାନ କିଏ କରିଥିଲେ ?

ଉତ୍ତର- ନ୍ୟୁଟନ

୩୦- ବାୟୁମଣ୍ଡଳରେ ଅକ୍ସିଜେନର ମାତ୍ରା କେତେ ଅଟେ ?

ଉତ୍ତର- ୨୧%

୩୧- କେଉଁ ଦେଶରେ ଫେସବୁକ ବ୍ୟବହାର କରିବା ଅପରାଧ ଅଟେ ?

ଉତ୍ତର- ଚୀନ

୩୨- କେଉଁ ପଶୁର ଜିଭ କଳା ହୋଇଥାଏ ?

ଉତ୍ତର- ଜିରାଫ

୩୩ – କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?

ଉତ୍ତର- ସମୁଦ୍ର ଘୋଡା

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।