ସର୍ଜରୀ ପରେ କେତେ ବଦଳି ଯାଇଛନ୍ତି Urvashi Rautela, ବ୍ଲୁ ଡ୍ରେସରେ କରାଇଲେ ହଟ ଫଟୋସୁଟ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୋଟେଲା ଆଗ ଅପେକ୍ଷା ଖୁବ ସୁନ୍ଦର ଦେଖା ଯାଉଛନ୍ତି । ସେ ନିଜର ଲୁକ କୁ ଭଲ କରିବା ପାଇଁ ନିଜ ଉପରେ ଅନେକ ପ୍ରକାର ଉପଚାର କରିଛନ୍ତି ।

ଯାହା ପାଇଁ ତାଙ୍କ ସୁନ୍ଦରତା ଦିନକୁ ଦିନ ବଢିବାରେ ଲାଗିଛି । ଆଗ ଅପେକ୍ଷା ତାଙ୍କ ବ୍ୟକ୍ତିତ୍ବ  ରେ ଅଧିକ ଫରକ ଦେଖା ଯାଇଛି । କିଛି ଦିନ ତଳେ ସେ ତାଙ୍କର କିଛି ଫଟ କୁ ନିଜ ଇନଷ୍ଟାରେ ଛାଡି ଥିଲେ ଏହା ତାଙ୍କ ଏକ  ଥେରାପି ପରର ଫଟ ଅଟେ । ଏହାକୁ କରିବା ପାଇଁ ତାଙ୍କୁ ଖୁବ କଷ୍ଟ ସମ୍ଭାଳିବା କୁ ପଡି ଥିଲା । ଏହି ଥେରାପି ପରେ ତାଙ୍କ ପିଠି ଭାଗ ଅଧିକ ଗୋରା  ହୋଇ ଯାଇଥିଲା । ଏହା ସହ ନିଜ ଚେହେରା ପାଇଁ ମଧ୍ୟ ସେ ଖୁବ ପ୍ରକ୍ରିୟା କରିଥିଲେ । ଯାହା ପାଇଁ ସେ ଖୁବ ସୁନ୍ଦର ଦେଖା ଯାଉଛନ୍ତି ।

ନିଜ ଚେହେରା କୁ ଗୋରା କରିବା ପାଇଁ ସେ ହାଇଦ୍ରାବାଦରେ କିଛି ସର୍ଜରୀ କରାଇ ଥିଲେ । ଏହା ଛଡା ଏହାଙ୍କ ଆଉ ଗୁଣ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହନ୍ତି ତାହା ହେଲା ସେ ନିଜର ଅଲଗା ଅଲଗା ଡ୍ରେସ କୁ ନେଇକି ଖୁବ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରତେକ ଥର ନିଜ ପାଇଁ ଅଲଗା ଲୁକ ଓ ଅଲଗା ଡ୍ରେସ ବାଛନ୍ତି । ଏଥର ସେ ନିଜ ପାଇଁ ଯେଉଁ ଡ୍ରେସ ବାଛିଛନ୍ତି ତାହା ଖୁବ ସୁନ୍ଦର ଅଟେ ।

ଏହି ଡ୍ରେସ ଦେଖିକି କାହାର ଭି ନଜର ହଟିବା ଟିକେ କଷ୍ଟ କର । ମାତର ଏଭଳି କିଛି ଡ୍ରେସ ପିନ୍ଧି ସେ ଅନେକ ଥର ମିଡିଆ ଆଗରେ ନିଜକୁ ଟିକେ ସଂକୋଚ ଅନୁଭବ କରାଇଛନ୍ତି । ସେ ଅଭି ଆରବ ମୁଜିକ ସେନ୍ସେସନ ମହମ୍ମଦ ରାମଜାନ ଙ୍କ ସହ ନିଜର ନୂଆ ଆଲବମ କୁ ନେଇକି ବ୍ୟସ୍ତ ଅଛନ୍ତି । ଏହାର ନାମ ବର୍ଷା ବେବି ଏହା ଏହି ଅଭିନେତ୍ରୀଙ୍କ ପାଇଁ ପ୍ରଥମ ଆନ୍ତର୍ଜାତୀୟ ଆଲବମ ଅଟେ ।

 

ଏହା ଏହି ବର୍ଷର ସବୁ ଠାରୁ ଅଧିକ ପଇସା ଲାଗିଥିବା ଗୀତ ବୋଲି କୁହା ଯାଇଛି । ଯାହାର ଏକ ଝଲକ ସେ ଶୋଶିଆଲ ମିଡିଆରେ ଛାଡିଥିଲେ । ଏହାର ଫଟ ଏବେ ଖୁବ ଚର୍ଚ୍ଚାରେ ଅଛି ।

ତାଙ୍କ ଡ୍ରେସ ହଲିଉଡ ଅଭିନେତ୍ରୀ  ଆଲିଜାବେଥ  ହରଲେ ନିଜ ଫିଲ୍ମ 4th ଆଣିଭର୍ସେରୀ ର ପ୍ରିମିୟରରେ ପିନ୍ଧିଥିଲେ ।  ଏହି ଡ୍ରେସ ସେତେବେଳେ କୋଟିଏ ଟଙ୍କାର ଥିଲା ।  ଏବେ ଉର୍ବଶୀ ଏହାକୁ ପସନ୍ଦ କରିଛନ୍ତି ତେଣୁ ଏହାକୁ ସଜେଇଛନ୍ତି ଜ୍ଞାନୀ ବରସାଚି । ଏହା ଇଟାଲିୟାନ ଲକଜୁରି ହାଉସ ର ସବୁଠାରୁ ଦାମିକା ଡ୍ରେସ ଥିଲା ।

ଏହି ଡ୍ରେସ ରେ ଜଙ୍ଘ ଉପରେ ୩ ସେପ୍ଟିପିନ ଥିବାର ଦେଖା ଯାଇଥିଲା ଯାହା ତାଙ୍କ ଗୋଡକୁ ଖୁବ ଆକର୍ଷଣ କରାଉଥିଲା । ଏହାର ପଛ ବ୍ୟାକ ଲେସ ଥିଲା । ଯଦି ଆପଣ ଏହାକୁ ଭଲକି ଦେଖିବେ ତ ଏହି ଡ୍ରେସ କାହାର ଭି ଧ୍ୟାନ କୁ ଭାଙ୍ଗି ପାରେ । ଏହି ଡ୍ରେସ ରେ ସେ ଲାଇଟ ମେକପ ସହ ସେ ହୀରା ଓ ମାଣିକ ର ମିଶା ହାର ସହ ଏକ କାନର ପିନ୍ଧି ଥିଲେ ଓ ନିଜ ଛୁଆଟିକୁ ପରଫେକ୍ଟ କରିଥିଲେ । ତେବେ ଏହା ଥିଲା ଉର୍ବଶୀଙ୍କ ନୂଆ ଲୂକ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।