TV ସିରିଏଲ ‘ୟେ ରିସ୍ତା କ୍ଯା କେହେଲାତା ହୈ’ ରେ ନକ୍ସ ଭୂମିକାରେ ଅଭିନୟ କରୁଥିବା ଚାଇଲ୍ଡ ଆକ୍ଟରଙ୍କର ଇଏ ହେଉଛନ୍ତି ରିଅଲ ଲାଇଫ ମା ଓ ଭଉଣୀ

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ଦିନ ଚାଲିଥିବା ସିରିୟଲ ‘ୟେ ରିଶ୍ତା କ୍ୟା କହଲାତା ହୈର ଶିଶୁକଳାକାର ନକ୍ସକୁ ଆପଣ ସମସ୍ତେ ଜାଣିଥିବେ । ଯିଏ ନାୟରାର ଭାଇ, ଅକ୍ଷରା ଓ ନୈତିକଙ୍କ ସିରିୟଲରେ ପୁଅ ହୋଇଥିଲେ । ସେ ନିଜର ଅଭିନୟ ଦ୍ଵାରା ଦର୍ଶକମାନଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ଆପଣମାନେ ଏହି ସିରିୟଲର କିରଦାର ନକ୍ସ ବିଷୟରେ ଜାଣିଥିବେ । କିନ୍ତୁ କଣ ଆପଣ ତାଙ୍କର ରିୟଲଲାଇଫ ମା ଓ ଭଉଣୀଙ୍କ ବିଷୟରେ ଜାଣିଛନ୍ତି ।

ଆଜି ଆମେ ଆପଣଙ୍କୁ ନକ୍ସଙ୍କ ପର୍ସନାଳ ଲାଇଫ ବିଷୟରେ କହିବୁ । ସିରିୟଲରେ ଅକ୍ଷରା ଓ ନୈତିକଙ୍କ ପୁଅ କିରଦାରରେ ନଜର ଆସୁଥିବା ନକ୍ସର ଅସଲ ନାମ ଶିବାଂଶ କୋଟିୟା ଅଟେ । ଶିବାଂଶ କୋଟିୟାଙ୍କ ଜନ୍ମ ୧ ମେ ୨୦୦୫କୁ ଫିଲ୍ମସିଟି ମୁମ୍ବାଇରେ ହୋଇଥିଲା । ସେଥିପାଇଁ ସେ ଏଠି ନିଜର ସ୍କୁଲ ଶିକ୍ଷା ପୁରା କରୁଛନ୍ତି ।

ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ସେ ବିଜ୍ଞାପନ କ୍ଷେତ୍ରରେ କାମ କରି ଅଭିନୟ ଦୁନିଆରେ ଗୋଡ ରଖିଥିଲେ । ଯେଉଁ କାରଣରୁ ତାଙ୍କୁ ପ୍ରଥମେ ୨୦୧୧ରେ ଆସିଥିବା ସିରିୟଲ ‘ମିସେସ ତେନ୍ଦୁଲକର’ ପ୍ରଥମ ଚାନ୍ସ ମିଳିଥିଲା । ଯେଉଁଥିରେ ତାଙ୍କର ଅଭିନୟକୁ ଲୋକମାନେ ଏତେ ପ୍ରଶଂସା କରିଲେ କି ତାଙ୍କୁ ସିରିୟଲ ‘ୟେ ରିଶ୍ତା କ୍ୟା କହଲାତା ହୈ’ ରେ ନକ୍ସର କିରଦାର ପାଇଁ ବଛା ଗଲା ।

ଯେଉଁଥିରେ ସେ ନିଜର କିରଦାରକୁ ପାଇଁ ବହୁତ ପ୍ରଶଂସିତ ମଧ୍ୟ ହୋଇଥିଲେ । ଏହି କାରଣରୁ ତାଙ୍କୁ ବାଳିକା ବଧୁ ଓ କୁବୁଳ ହେ ଭଳି କେତେକ ଟିଭି ସୋ ସହିତ ‘ବସ ଓ ଇଂଗ୍ଲିଶ ବିଂଳିଶ’ ଭଳି ଫିଲ୍ମରେ କାମ କରିବା ପାଇଁ ଚାନ୍ସ ମିଳିଲା । ସେଥିପାଇଁ ଆଜି ସେ କୌଣସି ପରିଚୟର ଅହତାଜ ନୁହନ୍ତି । ଯଦି ଶିବାଂଶ କୋଟିୟାଙ୍କ ରିୟଲ ଲାଇଫ ମା ଓ ଭଉଣୀଙ୍କ ବିଷୟରେ କହିବା ତେବେ କହିଦେଉଛୁ କି ତାଙ୍କ ମା ଗୃହିଣୀ ରୂପରେ ନିଜର ଘର ସମ୍ଭାଳନ୍ତି । ଯାହାଙ୍କୁ ଲାଇମଲାଇଟରେ ରହିବା ବିଲକୁଲ ବି ପସନ୍ଦ ନୁହେଁ ।

ଯଦି ଶିବାଂଶ କୋଟିୟାଙ୍କ ଭଉଣୀଙ୍କ ବିଷୟରେ କହିବା ତେବେ ତାଙ୍କର ଭଉଣୀଙ୍କ ନାଁ ନବିକା କୋଟିୟା ଅଟେ । ଯିଏକି ବୟସରେ ତାଙ୍କ ଠାରୁ ୫ ବର୍ଷ ବଡ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ନବିକା କୋଟିୟା ନିଜ ଭାଇ ଭଳି ଜଣେ ଅଭିନେତ୍ରୀ ଅଟନ୍ତି । ଯିଏ ଛୋଟ ପରଦା ସହିତ କେତେକ ଫିଲ୍ମରେ ଅଭିନୟ କରୁଥିବାର ନଜର ଆସିସାରିଛନ୍ତି । ଯେଉଁଥିରେ କେତେକ ସିରିୟଲ, ବଲୀଉଡ ଓ ସାଉଥ ଫିଲ୍ମ ଗୁଡିକର ନାଁ ବି ସାମିଲ ଅଛି ।

ଏତିକି ନୁହେଁ ସିରିୟଲ ୟେ ରିଶ୍ତା କ୍ୟା କହଲାତା ହୈ ଓ ଫିଲ୍ମ ଇଂଗ୍ଲିଶ ବିଂଳିଶରେ ନବିକା କୋଟିୟା ନିଜ ଭାଇ ଶିବାଂଶ କୋଟିୟା ସହ ବି ନଜର ଆସିସାରିଛନ୍ତି । କହିଦେଉଛୁ କି ନବିକା କୋଟିୟା ନିଜ ଭାଇ ସହ ବହୁତ ଥଟ୍ଟା ମଜା ବି କରନ୍ତି । ଯାହାର ଅନ୍ଦାଜ ଆପଣ ତାଙ୍କର ଫଟୋ ଦେଖି ଜାଣି ପାରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।