Sahid Kapoor ଙ୍କ ଭଉଣୀ ବହୁତ ସୁନ୍ଦର, ଆଗରୁ କେବେ ଦେଖି ନଥିବେ

ସାହୀଦ କପୁର ଫିଲ୍ମ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଅଭିନେତା ଅଟନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ସାହିଦ ମ୍ୟୁଜିକ ଭିଡିଓ ଏବଂ TV ଆଡ ରେ କାମ କରୁଥିଲେ । ସେ ହିନ୍ଦୀ ଫିଲ୍ମ ରେ ବହୁତ ସମୟ ଧରି କାମ କରୁଛନ୍ତି । ଅନ ସ୍କ୍ରିନ ସହିତ ସେ ନିଜ ଅଫ ସ୍କ୍ରିନ ରେ ମଧ୍ୟ ବହୁତ ଚର୍ଚ୍ଚାରେ ରୁହନ୍ତି । ସେ ନିଜ ଡ୍ୟାନ୍ସ ମୁଭ ପାଇଁ ବହୁତ ଫେମସ ଅଟନ୍ତି । ବଲିଉଡ ରେ ଭଲ ଡ୍ୟାନ୍ସର ମାନଙ୍କ ଭିତରୁ ସେ ଜଣେ ଅଟନ୍ତି । ସାହିଦ କପୁର ଙ୍କ ଜନ୍ମ ଦିଲ୍ଲୀ ରେ ହୋଇଥିଲା ।

ତାଙ୍କ ପିତା ଙ୍କ ନାମ ପଙ୍କଜ କପୁର ଅଟେ । ଯିଏ ଜଣେ ଜଣା ଶୁଣା ଫିଲ୍ମ ଅଭିନେତା ଅଟନ୍ତି । ତାଙ୍କ ମାଆ ଙ୍କ ନାମ ନିଳୀମା ଆଜିମ ଅଟେ । ସାହିଦ୍ ଙ୍କ ପାଠ ପଢା ଜ୍ଞାନ ଭାରତୀ ସ୍କୁଲ ଦିଲ୍ଲୀ ରୁ ହୋଇଥିଲା । ତା ପରେ ସେ ମୁମ୍ବାଇ ର ରାଝଂସ ବିଦ୍ୟାଳୟ ରେ ସେ ଆଗକୁ ପଢିଥିଲେ ।

ସାହିଦଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ମୁଭି ଇସ୍କ ବିସ୍କ ରୁ ହୋଇଥିଲା । ଏହି ଫିଲ୍ମ ପରେ ତାଙ୍କୁ ଫିଲ୍ମ ପୁରସ୍କାର ମଧ୍ୟ ମିଳିଥିଲା । ଏହି ଫିଲ୍ମ ପରେ ସାହିଦ ବହୁତ ଫିଲ୍ମ ରେ କାମ କରିଥିଲେ କିନ୍ତୁ ସେ ବେଶି ସଫଳତା ପାଇ ନ ଥିଲେ । ଫିଲ୍ମ ବିବାହ ଏବଂ ଜବ ଉଇ ମେଟ ରେ ତାଙ୍କୁ ବହୁତ ପସନ୍ଦ କରିଥିଲେ ତାଙ୍କ ଫ୍ୟାନ୍ସ ଏବଂ ବହୁତ ଚର୍ଚ୍ଚାରେ ରହିଲେ ସାହିଦ । ତାଙ୍କ ଫିଲ୍ମ କ୍ୟାରିୟର ବହୁତ ତଳ ଉପର ରହିଥିଲା କିନ୍ତୁ ସେ କେବେ ହାର ମାନି ନଥିଲେ ।

ତାଙ୍କ ପ୍ରମୁଖ ଫିଲ୍ମ ବିବାହ, ଆର ରାଜକୁମାର, ପଦ୍ମାଵତ, ଜବ ଉଇ ମେଟ ଆଦି ଅଟେ । ତେବେ ଚାଲନ୍ତୁ ଜାଣିବା ସାହିଦ କପୁର ଙ୍କ ସାନ ଭଉଣୀ ଙ୍କ ବିଷୟରେ । ସାହିଦ ଙ୍କ ସାନ ଭଉଣୀ ଙ୍କ ନା ସନା କପୁର ଅଟେ । ସନା ମଧ୍ୟ ବଲିଉଡ ଅଭିନେତ୍ରୀ ଅଟନ୍ତି । ସନାଙ୍କୁ ସାହିଦ ଙ୍କ ସହିତ ଫିଲ୍ମ ଶାନଦାର ରେ ଦେଖିବାକୁ ମିଳିଥିଲା ।

ଦେଖାଯାଇଥାଏ କି ସାବତ ଭାଇ ଭଉଣୀ ଙ୍କ ଭିତରେ ଟିକେ ନା ଟିକେ ଖଟ ପଟ ହୋଇଥାଏ କିନ୍ତୁ ସାହିଦ ଏବଂ ସନା ଙ୍କ ସମ୍ପର୍କ ପୁରା ଅଲଗା । ସନା କପୁର ନିଜର ଗୋଟେ ଇଣ୍ଟରଭିଉ ରେ କହିଛନ୍ତି କି ସାହିଦ ଙ୍କ ପରି ଭାଇ ପାଇଥିବାରୁ ସେ ନିଜକୁ ଭଗ୍ୟଶାଳି ଭାବନ୍ତି । କାରଣ ତାଙ୍କ ଭିତରେ ବୟସର ଅନ୍ତର ରହିଛି । ସେ ନିଜ ଆଖି ସାମ୍ନାରେ ମୋତେ ବଡ଼ ହେବାର ଦେଖିଛନ୍ତି ।

ସେଥିପାଇଁ ସେ ମୋର ବହୁତ ଧ୍ୟାନ ରଖନ୍ତି । ସେ ପରିବାର ର ଏମିତି ସଦସ୍ୟ ଅଟନ୍ତି ଯାହାକୁ ମୁ ଯେତେବେଳେ ଇଛା ଫୋନ କରି କଥା ହେଇପାରିବି ଏବଂ ମୋର ସବୁ କଥା କହିପାରିବି । କିଛି କଥା ଏମିତି ଥାଏ ଯାହା ମୁ ମୋ ମାତା ପିତାଙ୍କ ସହିତ ସେୟାର କରିପାରେନି କିନ୍ତୁ ସାହିଦ ଙ୍କ ସହିତ ମୁ ସବୁ କିଛି ସେୟାର କରେ । ସାହିଦ ଜଣେ ଭଲ ଭାଇ ହୋଇଥିବା ସହିତ ମୋର ବନ୍ଧୁ ମଧ୍ୟ ଅଟନ୍ତି । ସାହିଦ ଙ୍କ ପରି ଭାଇ ପାଇ ମୁ ମୋ ନିଜକୁ ଧନ୍ୟ ବୋଲି ମନେ କରେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।