Amitabh Bacchan ଙ୍କ ଠାରୁ ଆରମ୍ଭ କରି Hema Malini ପର୍ଯ୍ୟନ୍ତ Bollywood ର ଏହି 5 ଷ୍ଟାର ମୃତ୍ୟୁ କୁ ଛୁଇଁ ପୁଣି ଏମିତି ଫେରି ଆସିଥିଲେ, ନଂ 1 ଦେହରେ ପଡିଥିଲା 100 ଷ୍ଟିଚ

ହିନ୍ଦୀ ସିନମାରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଶୁ-ଟି-ଙ୍ଗ ସମୟରେ ଭୀଷଣ ଆହତ ହୋଇଛନ୍ତି ତ ଆଉ କିଏ ରୋଗରେ ପଡି ମ୍ର୍ତ୍ଯୁ ମୁହଁରୁ ଫେରି ଆସିବାର ଅଣୁଭା ନେଇ ସାରିଛନ୍ତି । ବଲିଉଡ ତାରକା ମାନଙ୍କୁ ପ୍ରାୟତଃ ଦୁର୍ଘଟଣାର ସମୁଖୀନ ହେବାକୁ ପଡିଥାଏ । ଶୁ-ଟି-ଙ୍ଗ ସମୟରେ ସେମାନଙ୍କୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ନଚେତ ସାମାନ୍ଯ ଅସାବଧନତା ହେତୁ ସେମାନଙ୍କୁ ସମସ୍ୟାରେ ପକାଇ ଦିଏ ।

ଆଜି ଆମେ ଆପନ୍ନକୁ ବଲିଉଡର ଏହିପରି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ମୃତ୍ୟୁର ଅତି ନିକଟ ଦେଇ ଯାଇ ପୁନର୍ବାର ଫେରି ଆସିଛନ୍ତି । ତେବେ ଚଲାନ୍ତୁ ଜାଣିବେ କେଉଁମାନେ ସେହି କଳାକାର । ବଲିଉଡର ପ୍ରସିଦ୍ଧ ଅଭିନେତା ସେଫ ଅଲ୍ଲୀ ଖାନ ଫିଲ୍ମ ‘କ୍ଯା କହନା’ ଶୁ-ଟି-ଙ୍ଗ ସମୟରେ ଭୀଷଣ ଆ-ହ-ତ ହୋଇ ଯାଇଥିଲେ । କୁହାଯାଏ କି, ଫିଲ୍ମର ଗୋଟିଏ ସିନ ଶୁ-ଟି-ଙ୍ଗ ସମୟରେ ସେଫ ଙ୍କ ମୁଣ୍ଡ ଏକ ପଥରରେ ମା-ଡ ହୋଇ ଯାଇଥିଲା । ଯାହା ହେତୁ ତାଙ୍କୁ ଭୀଷଣ ଆ-ଘା-ତ ଲାଗିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ସେଠାରେ ତାଙ୍କ ମୁଣ୍ଡରେ ପ୍ରାୟ ୧୦୦ଟି ଷ୍ଟିଜ ପଡିବା ପରେ ସେଫ ଅଲ୍ଲୀ ସୁରକ୍ଷିତ ଭାବେ ଘରକୁ ଫେରିଥିଲେ ।

ବଲିଉଡର ସବୁଠୁ ଦିଗଜ କଳାକାର ଅମିତାଭ ବଚ୍ଚନ ଫିଲ୍ମ ‘କୁଲି’ ର ଶୁ-ଟି-ଙ୍ଗ ସମୟରେ ଗୁରୁତର ଆହତ ହୋଇଥିଲେ । ସେ ଏକ ଫା-ଇ-ଟି-ଙ୍ଗ ସିନ କରିଥିବା ବେଳେ ତାଙ୍କୁ ଛୁ-ରା-ଘା-ତ ଲାଗି ଯାଇଥିଲା । ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଏତେ ଗମ୍ଭୀର ଭାବେ ଆ-ହ-ତ ହେବା ପରେ ମଧ୍ୟ ମୃ-ତ୍ୟୁ ମୁହଁରୁ ଫେରି ଆସିଥିଲେ ଅମିତାଭ ବଚ୍ଚନ । ବଲିଉଡର ସୁପରିହିତ ଫିଲ୍ମ ‘ଆଶିକି’ ଜରିଆରେ ଫିଲ୍ମ ଦୁନିଆରେ ନିଜ ପରିଚୟ ସୃଷ୍ଟି କରିଥିବା ଅନୁ ଅଗ୍ରୱାଲଙ୍କ ଚେହେରା ଏକ ଦୁ-ର୍ଘ-ଟ-ଣା-ରେ ସଂପୂର୍ଣ୍ଣ ଭାବେ ବିଗିଡି ଯାଇଥିଲା ।

ଏହାପରେ ସେ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ । ସେ ଏବେ ବିଲକୁଲ ଠିକ ଥିଲେ ମଧ୍ୟ ତାଙ୍କ ଚେହେରା ଏକଦମ ଖରାପ ହୋଇଯାଇଛି । ‘ଡିମ୍ପଲ ଗାର୍ଲ’ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ପ୍ରୀତି ଜିନ୍ଟା ଠାରେ ନୁହେଁ ମାତ୍ର ଦୁଇ ଥର ମୃ-ତ୍ୟୁମୁଖରୁ ଫେରି ଆସିଛନ୍ତି । ଥରେ ଏକ ଶୋ ପାଇଁ ପ୍ରୀତି ଜିନ୍ଟା କଲମ୍ବୋ ଯାଇଥିବା ବେଳେ ସେଠାରେ ଏକ ଧ-ମା-କା ହୋଇ ଯାଇଥିଲା, ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ସେ ଛୁଟି ବିତାଇବା ପାଇଁ ଥାଇଲାଣ୍ଡ ଯାଇଥିଲେ ଓ ସେଠାରେ ସୁନାମୀ ଆସି ଯାଇଥିଲା ।

ତାଙ୍କ ଭାଗ୍ୟ ଭଲ ଥିବାରୁ ସେ ସୁରକ୍ଷିତ ଭାବେ ଘରକୁ ଫେରି ଆସିଥିଲେ । ‘ଡ୍ରିମ ଗାର୍ଲ’ ହେମା ମାଳିନୀଙ୍କୁ ଏକ ସ-ଡ-କ ଦୁ-ର୍ଘ-ଟ-ଣା-ରେ ଗମ୍ଭୀର ଆ-ଘା-ତ ଲାଗିଥିଲା । ସୂଚନା ଅନୁଯାୟୀ ସେ ମଥୁରାରୁ ଫେରୁଥିବା ବେଳେ ତାଙ୍କ କାର ଦୁ-ର୍ଘ-ଟ-ଣା-ର ସମୁଖୀନ ହୋଇଥିଲା । ଯାହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆ-ଘା-ତ ଲାଗିଥିଲା । ଏହି ଘଟଣାରୁ ହେମାମାଲିନୀ ଅଳ୍ପକେ ସିନା ବର୍ତ୍ତି ଯାଇଥିଲେ ହେଲେ ଗୋଟିଏ ଦୁଇ ବର୍ଷର ଝିଅର ମୃତ୍ୟୁ ହୋଇ ଯାଇଥିଲା ।

ସୁପରଷ୍ଟାର ହ୍ରିତିକ ରୋଶନ ଫିଲ୍ମ ‘କ୍ରିଶ’ ର ଶୁ-ଟି-ଙ୍ଗ ସମୟରେ ୫୦ ଫୁଟ ଉପରୁ ତଳେ ପଡି ଯାଇଥିଲେ ଓ ଗୁରୁତର ଆହତ ହୋଇଥିଲେ । ତାଙ୍କ ଭାଗ୍ୟ ଭଲ ଥିବାରୁ ସେ ବଞ୍ଚି ଯାଇଥିଲେ । ସେହିପରି ଜନ ଇବ୍ରାହିମଙ୍କୁ ମଧ୍ୟ ‘ଶୁ-ଟ-ଆ-ଉ-ଟ ଆଟ ୱାଡଲା’ ର କ୍ଲାଇମାକ୍ସ ଶୁ-ଟି-ଙ୍ଗ ସମୟରେ ଆ-ହ-ତ ହୋଇ ଯାଇଥିଲେ । ଏହିପରି ବଲୀଉଡ ର ଅଧିକ ଖବର ସହ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଧନ୍ୟବାଦ