Nora Fatehi ଖୋଲିଲେ ନିଜ ଗାଉନ ଓ ସେୟାର କଲେ ନିଜର ହଟ ଡ୍ୟାନ୍ସ ଭିଡିଓ, ଦେଖି ଆପଣଙ୍କର ବି ବାହାରିଯିବ ଝାଳ

ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ନୋରା ଫତେହୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ନୋରାଙ୍କର ସମସ୍ତ ଅଙ୍ଗ ଭଙ୍ଗୀ ଶୈଳୀରେ ଫ୍ୟାନ ମାନେ ତାଙ୍କ ହୃଦୟ ହାରିଥାନ୍ତି ।

ସୋସିଆଲ ମିଡିଆରେ ନୋରାଙ୍କ ଗୋଟିଏ ପୋଷ୍ଟରେ ଲକ୍ଷେ ଲକ୍ଷେ ଲାଇକ୍ ଏବଂ କମେଣ୍ଟ ମିଳେ । ନୋରାଙ୍କ ଏବେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ସେଥିରେ ତାଙ୍କର ଅଙ୍ଗ ଭଙ୍ଗୀ ଚାହାଣୀରେ ଫ୍ୟାନ ମାନଙ୍କ ହୋସ ଉଡି ଯାଉଛି । ସେ ତାଙ୍କର ଏହି ଶେଷତମ ଭିଡ଼ିଓରେ ଖୁବ୍ ଅଗ୍ରସର ହେଉଛନ୍ତି । ଏହି ବୋଲ୍ଡ ଭିଡିଓ କୁ ସେ ତାଙ୍କର ଇନ୍ସ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ସେ ତାଙ୍କର ବୋଲ୍ଡ ଅନ୍ଦାଜରେ ଫ୍ୟାନ ମାନଙ୍କୁ ଗମ୍ଭୀର ଭାବରେ ପ୍ରଭାବିତ କରିବାରେ ନଜର ଆସିଲେ ।

ଏଥିରେ ଅଭିନେତ୍ରୀ ଅନେକ ରଙ୍ଗର ବାଥରୁମ ଡ୍ରେସରେ ନଜର ଆସିଛନ୍ତି ଏହାପରେ ଅଭିନେତ୍ରୀ ସିମର ଡ୍ରେସରେ ପାର୍ଟି ଲୁକରେ ନଜର ଆସିଛନ୍ତି । କହିଦବୁ ସେ ଗୋଟିଏ ଚ୍ୟାଲେଞ୍ଜକୁ ସମ୍ପୂର୍ଣ୍ଣ କରିବାରେ ଦେଖା ଯାଇଥିଲେ । ନୋରା ଫତେହୀ ସିଲ୍ଭର ସର୍ଟ ଡ୍ରେସରେ ଚାଞ୍ଚଲ୍ୟ ସୃଷ୍ଟି କରୁଛନ୍ତି ।

ତାଙ୍କର ଏହି ବୋଲ୍ଡ ଅନ୍ଦାଜ୍ କୁ ଦେଖିଲା ପରେ ଫ୍ୟାନମାନେ ପୁଣିଥରେ ତାଙ୍କ ଦିୱାନା ହୋଇ ଯାଇଛନ୍ତି । ଅଭିନେତ୍ରୀଙ୍କ ଏହି ଭିଡ଼ିଓ ପୋଷ୍ଟ ପରେ ୨ ଲକ୍ଷରୁ ଅଧିକ ଲାଇକ୍ ଆସି ସାରିଛି ଏବଂ ଫ୍ୟାନ୍ ମାନେ ଖୁବ ଏହା ଉପରେ କମେଣ୍ଟ କରୁଛନ୍ତି । ନୋରା ନିଜ ନୃତ୍ୟ ଭିଡିଓରେ ଫ୍ୟାନ୍ ମାନଙ୍କୁ ସବୁବେଳେ ମନୋରଞ୍ଜନ କରି ଥାନ୍ତି ।

ଏହା ପୂର୍ବରୁ ନୋରା ନିଜର ବୋଲ୍ଡ ଅନ୍ଦାଜରେ କିଛି ଫଟୋ ଉଠାଇ ଚର୍ଚ୍ଚାରେ ଥିଲେ, ସେ ଅନେକ ଗୁଡ଼ିଏ ପୋଜ୍ ଦେଇ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଥିଲେ । ନୋରାଙ୍କ ଷ୍ଟାଇଲିସ୍ ଅନ୍ଦାଜ୍ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ସେ ଅନେକ ଗୁଡ଼ିଏ ଫିଲ୍ମରେ ବହୁତ ଭଲ ନାଚିଥାନ୍ତି ।

ନୋରା ବିଗ୍ ବସ୍ ୯ ରେ ଦେଖା ଦେଇଛନ୍ତି ଏହାପରେ ତାଙ୍କ ଆଲବମ୍ ‘ପଛତାଓଗେ’ ବହୁତ ବଡ଼ ହିଟ୍ ହୋଇଥିଲା । ନୋରା ଫତେହୀ ବହୁତ ଶିଘ୍ର ଅଜୟ ଦେବଗନ ଓ ପରିନୀତି ଚୋପ୍ରାଙ୍କ ସହ ଗୋଟିଏ ଫିଲ୍ମରେ ନଜର ଆସି ପାରନ୍ତି ।

ଏହାଛଡା ସେ ‘ସତ୍ୟ ମେବ ଜୟତେ’ ଫିଲ୍ମରେ ଦିଲ୍ବର, ‘ବାଟଲା ହାଉସରେ’ ସାକିସାକି ଏବଂ ‘ସ୍ଟ୍ରିଟ୍ ଡ୍ୟାନ୍ସର୍’ ରେ ଗର୍ମି ଗୀତରେ ବହୁତ ସୁନ୍ଦର ନାଚିଥିଲେ । ଜଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହେଲେ ସେ ‘ସତ୍ୟ ମେବ ଜୟତେ ପାର୍ଟ ୨’ ରେ ବହୁତ ସୁନ୍ଦର ଅନ୍ଦାଜରେ ନଜର ଆସିବେ ଖାଲି ସେତିକି ନୁହେଁ ସେ ଆହୁରି ଅନେକ ବଡ଼ ବଡ଼ ବଜେଟ ଫିଲ୍ମରେ ନଜର ଆସିବେ । ନୋରାଙ୍କ ସୁନ୍ଦର ଡ୍ୟାନ୍ସ ପାଇଁ ସେ ବଲିଉଡରେ ବହୁତ ଚର୍ଚ୍ଚାରେ ରୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।