ଟାଇଗର ଶ୍ରଫଙ୍କର ଭଉଣୀ ଅଟନ୍ତି ବହୁତ ସୁନ୍ଦର, ଆପଣ ବି ହଟାଇ ପାରିବେ ନାହିଁ ନଜର ତାଙ୍କର ଏହି ସବୁ ଫଟୋ ଦେଖି, ଦେଖନ୍ତୁ

ବଲୀଉଡର ଆକ୍ସନ ହିରୋ ଟାଇଗର ଶ୍ରଫ ନିଜର ଦମଦାର ଆକ୍ସନ ଓ ଡ୍ୟାନ୍ସ କାରଣରୁ ପୁରା ଭାରତର ହୃଦୟ ଜିତି ସାରିଛନ୍ତି । ଟାଇଗର ଶ୍ରଫ ସୁପରଷ୍ଟାର ଜ୍ୟାକି ଶ୍ରଫଙ୍କର ପୁଅ ଅଟନ୍ତି । ଟାଇଗର ଶ୍ରଫ ନିଜ ଅଭିନୟର କ୍ୟାରିୟର ୨୦୧୪ରେ ଆସିଥିବା ଫିଲ୍ମ ‘ହିରୋପନ୍ତି’ ରୁ ଆରମ୍ଭ କରିଥିଲେ । ତାଙ୍କୁ ନିଜର ଏହି ଫିଲ୍ମ ପାଇଁ ପ୍ରଥମ ଡେବ୍ୟୁ ଫିଲ୍ମ ରୂପରେ ୪ଟି ପୁରଷ୍କାର ଦ୍ଵାରା ସମ୍ମାନିତ ବି କରାଯାଇ ସାରିଛି ।

କହିବାକୁ ଗଲେ ଟାଇଗର ଶ୍ରଫ ବହୁତ କମ ସମୟ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ଭଲ ପରିଚୟ ସୃଷ୍ଟି କରି ପାରିଛନ୍ତି ।

Image courtesy: Google

କିନ୍ତୁ ଆଜି ଆମେ ଟାଇଗର ଶ୍ରଫଙ୍କ ବିଷୟରେ ନୁହେଁ ତାଙ୍କ ସୁନ୍ଦର ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ନାମ କୃଷ୍ଣା ଶ୍ରଫ ଅଟେ । ଯିଏକି ଟାଇଗରଙ୍କ ଠାରୁ ୩ ବର୍ଷ ସାନ ଅଟନ୍ତି । ସେ ନିଜର ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ଶେୟାର କରିବାକୁ ନେଇ ଚର୍ଚାରେ ରୁହନ୍ତି । କୃଷ୍ଣା ଶ୍ରଫଙ୍କର ଜନ୍ମ ୧୯୯୩ରେ ମୁମ୍ବାଇରେ ହୋଇଥିଲା । କୃଷ୍ଣା ଶ୍ରଫ ବର୍ଷ ୨୦୧୫ରେ ଡକ୍ୟୁମେଂଟ୍ରୀ ଫିଲ୍ମ ବ୍ଲାକଶିପର ନିର୍ମାଣ ବି କରିଥିଲେ ।

Image courtesy: Google

କୃଷ୍ଣା ଶ୍ରଫଙ୍କୁ ଟ୍ରେବଲିଂଗ ଓ ଫୋଟୋଗ୍ରାଫୀ କରିବାକୁ ବହୁତ ଭଲ ଲାଗେ । ଆପଣଙ୍କୁ କହିଦେଉଛୁ କି ସେ ନିଜର ଶିକ୍ଷା ଆମେରିକନ ସ୍କୁଲ ଅଫ ବମ୍ବେ, ମୁମ୍ବାଇରୁ କରିଛନ୍ତି । କୃଷ୍ଣା ଶ୍ରଫଙ୍କୁ ଅଭିନୟରେ ବିଲକୁଲ ବି ରୁଚି ନାହିଁ । ସେ ଫିଲ୍ମ ନିର୍ଦ୍ଦେଶନାରେ ବହୁତ ରୁଚି ରଖନ୍ତି । କୃଷ୍ଣା ଟ୍ରାଂସଜେଂଡର କମ୍ୟୁନିଟି ଉପରେ ଏକ ଡକ୍ୟୁମେଂଟ୍ରୀ ଡାୟରେକ୍ଟ ବି କରିସାରିଛନ୍ତି । ଯାହାକୁ ସେ ନିଜେ ଶୁଟ କରିଛନ୍ତି ।

Image courtesy: Google

ଏହା ଛଡା କୃଷ୍ଣା ଶ୍ରଫଙ୍କର ସବୁଠୁ ପ୍ରିୟ ସ୍ଥାନ ଗୋଆ ଅଟେ । ଯେଉଁଠି ସେ ପ୍ରାୟତଃ ଛୁଟିରେ ବୁଲିବାକୁ ଯାଆନ୍ତି । ସେ ବହୁତ ସୁନ୍ଦର ଓ ବୋଲ୍ଡ ଦେଖା ଯାଆନ୍ତି । କହିଦେଉଛୁ କି କୃଷ୍ଣା ନିଜର ପର୍ସନାଲ ଲାଇଫକୁ ମିଡିଆ ଠାରୁ ଦୂରେଇ ରଖନ୍ତି । ଏହା ଛଡା ସେ ପ୍ରାୟତଃ ନିଜର ବୟଫ୍ରେଣ୍ଡ ସହିତ ନିଜର ଫଟୋ ବି ଶେୟାର କରିଥାନ୍ତି ।

Image courtesy: Google

କୁହାଯାଉଛି କି କୃଷ୍ଣା ସ୍ପେଂସର ଜନସନଙ୍କ ସହିତ ରିଲେଶନଶିପରେ ଅଛନ୍ତି । କୃଷ୍ଣାଙ୍କୁ ବହୁତ ଫିଲ୍ମ ର ଅଫର ବି ଆସିସାରିଛି । ତାଙ୍କୁ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ପ୍ରଥମ ପାର୍ଟ ଫିଲ୍ମ ପାଇଁ ଅଫର ବି ଆସିଥିଲା । ବର୍ତ୍ତମାନ ହିଁ କୃଷ୍ଣା ନିଜର କିଛି ଫଟୋ ଶେୟାର କରିଥିଲେ । ଯାହାକି ବହୁତ ଭାଇରାଲ ବି ହେଉଛି । ତାଙ୍କର ସୁନ୍ଦରତା ଓ ଫିଗର ଉପରେ ଲୋକମାନେ ଫିଦା ଅଟନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।