Anurag Kashyap ଙ୍କ 20 ବର୍ଷର ଝିଅ Aaliya ବିକିନୀ ରେ କରାଇଲେ ନିଜର ପ୍ରଥମ ହଟ ଫୋଟୋସୁଟ, ଭାଇରାଲ ହେଉଛି ଫୋଟୋ

ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣା ଶୁଣା ଡାଇରେକ୍ଟର ଅନୁରାଗ କଶ୍ୟପଙ୍କ ଝିଅ ଆଲିୟା କଶ୍ୟପ ବଲୀଉଡର ଚମକ ଧମକ ଠାରୁ ବହୁତ ଦୂରରେ ରୁହନ୍ତି । କିନ୍ତୁ ସୋସିଆଲ ମିଡିଆରେ ନିଜର ହଟ ଓ ବୋଲ୍ଡ ଫଟୋ ଶେୟାର କରି ସେ ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ପୁଣି ଥରେ ଆଲିୟା କଶ୍ୟପ ଚର୍ଚାରେ ଅଛନ୍ତି । ଆଲିୟା କଶ୍ୟପ ଅଚାନକ ଲାଇମଲାଇଟରେ ଆସିବାର କାରଣ ହେଉଛି ତାଙ୍କର ବୋଲ୍ଡ ବିକିନୀ ଫଟୋସୁଟ ।

କହିଦେଉଛୁ କି ଏହି ବିକିନୀ ଫଟୋରେ ଆଲିୟା କଶ୍ୟପ ବହୁତ ହଟ ପୋଜ ଦେଉଥିବାର ନଜର ଆସୁଛନ୍ତି । ଆଲିୟା କଶ୍ୟପଙ୍କ ଫଟୋ ବର୍ତ୍ତମାନ ଇଣ୍ଟରନେଟରେ ବହୁତ ଶେୟାର ମଧ୍ୟ କରାଯାଉଛି ଓ ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ଲାଇକ ଓ ପ୍ରଶଂସା ବି କରୁଛନ୍ତି ।

ଆଲିୟା କଶ୍ୟପ ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା ବି କରିଥାନ୍ତି । ଅନ୍ୟ ପଟେ ତାଙ୍କର ଫ୍ୟାନମାନେ ବି ତାଙ୍କ ଫଟୋ ଉପରେ କମେଣ୍ଟ କରି ତାଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଆସିବା ପାଇଁ କହୁଛନ୍ତି । ଏହା ସହିତ ପ୍ରଶ୍ନ କରୁଛନ୍ତି କି ସେ କେବେ ବଲୀଉଡ ଇଣ୍ଡଷ୍ଟ୍ରିରେ ଆସିବେ ।

ଆପଣଙ୍କୁ କହିଦେଉଛୁ କି ତାଙ୍କର ଫ୍ୟାନମାନଙ୍କୁ ତାଙ୍କର ବୋଲ୍ଡ ଅବତାର ବହୁତ ପସନ୍ଦ ଆସେ । ଆଲିୟା କଶ୍ୟପ ନିଜର ଏହି ହଟ ଫଟୋସୁଟରେ ଗୋଟିଏ ଇନରୱେୟର ବ୍ରାଣ୍ଡର ପ୍ରମୋଶନ କରୁଥିବାର ନଜର ଆସୁଛନ୍ତି । ଯେଉଁଥି ପାଇଁ ସେ ଗୋଟିଏ କଳା ରଙ୍ଗର ବିକିନୀ ପିନ୍ଧିଛନ୍ତି । କଳା ରଙ୍ଗର ବିକିନୀ ପିନ୍ଧି ଆଲିୟା ସୋଫା ପାଖରେ ବସିଛନ୍ତି ଓ ସିଜିଲିଙ୍ଗ ଅନ୍ଦାଜରେ ପୋଜ ଦେଉଛନ୍ତି ।

ଏହି ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ହଙ୍ଗମା କରି ଦେଇଛି । ଆପଣଙ୍କୁ କହିଦେଉଛୁ କି ଆଲିୟା କଶ୍ୟପ ବର୍ତ୍ତମାନ ୨୦ ବର୍ଷର ହୋଇଯାଇଛନ୍ତି ଓ ସେ ଅନୁରାଗ କଶ୍ୟପ ଓ ତାଙ୍କର ପ୍ରଥମ ପତ୍ନୀ ଆରତୀ ବଜାଜଙ୍କ ଝିଅ ଅଟନ୍ତି । ଆରତୀ ବଜାଜ ଜଣେ ଫିଲ୍ମ ସମ୍ପାଦକ ଅଟନ୍ତି ।

 

ଅନୁରାଗ ଓ ଆରତୀ ବର୍ଷ ୨୦୦୩ରେ ବିବାହ କରିଥିଲେ ଓ ୨୦୦୯ରେ ଦୁଇ ଜଣ ଛାଡପତ୍ର ଦେଇଗଲେ । ଆଲିୟା କଶ୍ୟପ ପ୍ରାୟତଃ ନିଜ ପିତାଙ୍କ ସହିତ ନଜର ଆସିଥାନ୍ତି । ଗୋଟିଏ ଇଣ୍ଟରଭିୟୁରେ ଯେତେବେଳେ ଝିଅ ଆଲିୟା କଶ୍ୟପ ବଲୀଉଡ ଦୁନିଆରେ ଡେବ୍ୟୁ ବିଷୟରେ କଥାବାର୍ତ୍ତା କରାଗଲା ତେବେ ସେ କହିଲେ କି ସେ ଜଲ୍ଦି ହିଁ ଇଣ୍ଡଷ୍ଟ୍ରିରେ ଗୋଡ ରଖିବେ ।

କିନ୍ତୁ ଏଥିପାଇଁ ତାଙ୍କ ବହୁତ ଅଧିକ ଷ୍ଟ୍ରଗଳ କରିବାକୁ ପଡିବ । ଆପଣଙ୍କୁ କହିଦେଉଛୁ କି ଆଲିୟା କଶ୍ୟପ ବହୁତ ବୋଲ୍ଡ ଅଟନ୍ତି ଏହା ଆପଣ ତାଙ୍କର ସୋସିଆଲ ମିଡିଆ ପୋସ୍ଟରୁ ଜାଣି ପାରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।