ଫିଲ୍ମରେ ରୋଲ ପାଇବା ପାଇଁ ଏମିତି ସବୁ ଖରାପ କାମ କରିସାରିଛନ୍ତି ଏହି 4 ଫେମସ bollywood ହିରୋଇନ

ବୋଲ୍ଡନେସ ମାମଲାରେ ବଲୀଉଡ ଅଭିନେତ୍ରୀ ବିଲକୁଲ ବି ପଛରେ ନାହାନ୍ତି । କିନ୍ତୁ ବଲୀଉଡର ଏମିତି କିଛି ରହସ୍ୟ କିମ୍ବା କଳା ସତ ଯାହା ବିଷୟରେ ବେଳେ ବେଳେ କିଛି ଅଭିନେତା ଓ ଅଭିନେତ୍ରୀମାନେ କହିଥାନ୍ତି । କହିବାକୁ ଗଲେ କେତେକ ବଲୀଉଡର ଅଭିନେତ୍ରୀମାନେ ଏହା କହିସାରିଛନ୍ତି କି ତାଙ୍କୁ ବି ବଲୀଉଡରେ ସଫଳ ହେବା ପାଇଁ କାସଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି । ଅନ୍ୟ ପଟେ ଆଉ କିଛି ଅଭିନେତ୍ରୀମାନେ ନିଜ ସହିତ ହୋଇଥିବା କାସଟିଙ୍ଗ କାଉଚର ବିଷୟକୁ ସମସ୍ତଙ୍କ ସାମ୍ନାରେ ବି କହିଛନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ କାସଟିଙ୍ଗ କାଉଚର ସାମ୍ନା କରିଛନ୍ତି ।

ସୁରବୀନ ଚାୱଲା- ଟିଭି ଇଣ୍ଡଷ୍ଟ୍ରିରୁ ବଲୀଉଡକୁ ଆସିଥିବା ସୁରବୀନ ଚାୱଲା କହିଥିଲେ କି ତାଙ୍କୁ ବି କାସଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି । ବଲୀଉଡରେ ଯେତେବେଳ ତାଙ୍କୁ ପ୍ରଥମ ଫିଲ୍ମର ଅଫର ମିଳିଥିଲା ତେବେ ସୁରବୀନ ଚାୱଲାଙ୍କ ସାମ୍ନାରେ ତାଙ୍କର ଫିଲ୍ମର ପ୍ରଡ୍ୟୁସର ଓ ଡାଏରେକ୍ଟର ସହ ଶୋଇବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଏଥିପାଇଁ ରାଜି ହୋଇ ନ ଥିଲେ । କିନ୍ତୁ ଫିଲ୍ମ ହେଟ ଷ୍ଟୋରି ୨ରେ ସୁରବୀନ ଚାୱଲା ବୋଲ୍ଡ ସିନ ଦେବା ପରେ ସେ ଏହା ମାନିଲେ କି ସେ ଫିଲ୍ମ ପାଇବା ପାଇଁ ଓ ବଲୀଉଡରେ ନିଜର ନାଁ କରିବା ପାଇଁ ଏହିଭଳି ସର୍ତରେ ବି ରାଜି ହୋଇଛନ୍ତି ।

ରାଧିକା ଆପ୍ଟେ

ପ୍ୟାଡମ୍ୟାନ ଓ ଅନ୍ଧାନ୍ଧୁନ ଭଳି ସୁପରହିଟ ଫିଲ୍ମରେ କାମ କରିଥିବା ରାଧିକା ଆପ୍ଟେଙ୍କୁ ବି କାସଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି । ହିନ୍ଦୀ ଫିଲ୍ମ ପୂର୍ବରୁ ରାଧିକା ଆପ୍ଟେ ତାମିଲ, ବଙ୍ଗାଳୀ, ତେଲୁଗୁ ଓ ମାଲାୟଲମ ଫିଲ୍ମରେ କାମ କରୁଥିଲେ । କିନ୍ତୁ ଯେତେବେଳ ତାଙ୍କୁ ବଲୀଉଡ ଫିଲ୍ମର ଅଫର ମିଳିଲା ସେତେବେଳେ ତାଙ୍କ ସାମ୍ନାରେ କିଛି ସର୍ତ ବି ରଖାଗଲା । ଏହା ପରେ ସେ ଫିଲ୍ମକୁ ରିଜେକ୍ଟ କରି ଦେଲେ ।

ପ୍ରିୟଙ୍କା ଚୋପଡା

ମିସ ୱାର୍ଲ୍ଡ ଜିତିବା ପରେ ପ୍ରିୟଙ୍କା ଚୋପଡାଙ୍କୁ ବହୁତ ଡାଏରେକ୍ଟରଙ୍କର ଫୋନ ଆସିଲା କିନ୍ତୁ ସମସ୍ତେ ଏହିଭଳି ସର୍ତ ରଖିଲେ । ଗୋଟିଏ ଇଣ୍ଟରଭିୟୁରେ ପ୍ରିୟଙ୍କା ଚୋପଡା କହିଲେ କି ବଲୀଉଡ ହେଉ କିମ୍ବା ହଲିଉଡ ସବୁ ଜାଗାରେ କିଛି ସର୍ତ ଥାଏ । ଏହାର ଅର୍ଥ ଦୁଇଟି ଜାଗାରେ ହିଁ ତାଙ୍କୁ କାସଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି ।

ଟିସ୍କା ଚୋପଡ଼ା

ଅଭିନେତ୍ରୀ ଟିସ୍କା ଚୋପଡ଼ାଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିକୁ ଆସିବା ପରେ କାମ ପାଇଁ ବହୁତ ପରିଶ୍ରମ କରିବାକୁ ପଡିଛି । ସେ ବି କାସଟିଙ୍ଗ କାଉଚର ସାମ୍ନା କରିଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଟିସ୍କା ଚୋପଡ଼ା ପ୍ରାୟତଃ କହିଛନ୍ତି କି ସେ ଫିଲ୍ମରେ ରୋଲ ପାଇବା ପାଇଁ ବହୁତ ପ୍ରଡ୍ୟୁସର ଓ ଡାଏରେକ୍ଟର ସହ ଶୋଇବା ପାଇଁ ରାଜି ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।