ଏକ ଛିଙ୍କ ବଦଳାଇଦେଲା ଏହି ଝିଅଟିର ଜୀବନ, ଖୋଲି ଦେଲା ୧୨ ବର୍ଷର ପୁରୁଣା ସେହି ରାଜ୍ ଯାହା…

ବର୍ତ୍ତମାନ ବ୍ରିଟେନରୁ ଏକ ଅଜବ ଖବର ସାମ୍ନାକୁ ଆସୁଛି । ଯେଉଁଠି ଏକ ଝିଅ ୧୨ ବର୍ଷ ହେବ ନିଜର ହଜିଯାଇଥିବା ପୁରୁଣା ମୁଦିକୁ ଖୋଜି ପାଇଛି । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏହି ଝିଅଟିର ହଜିଯାଇଥିବା ମୁଦି ୧୨ ବର୍ଷ ପରେ ତାହାର ନାକରୁ ବାହାରିଲା । କହିବାକୁ ଗଲେ ସେ ଜଣେ ବ୍ୟୁଟିସିୟନ ଅଟେ ଓ ତାକୁ କିଛି ଦିନ ପୂର୍ବେ ଅଚାନକ ଏକ ଛିଙ୍କ ଆସିଲା ଓ ଯେତେବେଳେ ସେ ଟିସୁ ଉପରେ ଛିଙ୍କିଲା ତେବେ ତା’ ସମ୍ମୁଖରେ ୧୨ ବର୍ଷର ପୁରୁଣା ଆଙ୍ଗୁଠି ଥିଲା ।

ଅବିଗେଲ ନାମକ ଏହି ଝିଅର ସେହି ମୁଦିକୁ ତା’ର ମା’ ତା’ର ୮ମ ଜନ୍ମ ଦିନରେ ଦେଇଥିଲେ । କିନ୍ତୁ ଦିନେ ଅକସ୍ମାତ ସେହି ମୁଦିଟି ହଜିଗଲା । ଏହି କଥାକୁ ୧୨ ବର୍ଷ ହୋଇଯାଇଛି ।

ଅଳ୍ପ ଦିନ ପୂର୍ବେ ଝିଅଟିର ନାକ ଭିତରୁ କିଛି ଆଲୋକ ଦେଖା ଗଲା । ତାହ ବହୁତ ଅସୁବିଧା କରାଉଥିଲା । ଏମିତିରେ ତାକୁ  ଜୋରରେ ଏକ ଛିଙ୍କ ଆସିଲା ଓ ତା’ ପରେ ତା’ ନାକରୁ ଏକ ମୁଦି ବାହାରକୁ ଚାଲି ଆସିଲା ।

ଏହାକୁ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲା । ଏହା ଠାରୁ ଆହୁରି ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ୧୨ ବର୍ଷ ହେବ ତାହାର ସେହି ଆଙ୍ଗୁଠି ନାକରେ ହିଁ ଥିଲା, ତଥାପି ତାକୁ କୌଣସି ଅସୁବିଧା ହେଉ ନ ଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।