65 ବର୍ଷୀୟ ଏହି ଓଡିଆ ଅଭିନେତ୍ରୀ ଙ୍କ ସହ ରୋମାନ୍ସ କରିବେ ହୀରୋ Sambit Mohapatra, ଯାହାଙ୍କ ନାଁ ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ତରଙ୍ଗ ସିନେ ପ୍ରଡକ୍ସନ ରେ ବହୁତ ଶୀଘ୍ର ଏକ ନୂଆ ଚଳଚ୍ଚିତ୍ର ର ଆଗମନ ହେବାକୁ ଯାଉଛି ଏବଂ ସେହି ଚଳଚ୍ଚିତ୍ର ର ନାମ ହେଉଛି ଚୁମକି ମାଈ ଡାର୍ଲିଂଗ। ଏହି ଫିଲ୍ମ ର ସବୁଠାରୁ ଖାସ କଥା ଏହା ଯେ ଏହି ଫିଲ୍ମ ର ନାୟକ ଜଣେ ୨୫ ବର୍ଷ ର ଯୁବକ ହୋଇଥିବା ବେଳେ ତାଙ୍କ ନାୟିକା ଜଣେ ୬୫ ବର୍ଷ ବୟସର ମହିଳା ଅଟନ୍ତି।ତେବେ ବନ୍ଧୁଗଣ ଏହି ୨୫ ବର୍ଷର ଯୁବ ନାୟକ ଜଣକ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସମ୍ବିତ ଆଚାର୍ଯ୍ୟ।

ସେହିପରି ଭାବରେ ୬୫ ବର୍ଷ ର ନାୟିକା ଜଣକ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ। ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥା ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ।କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମ ର କାହାଣୀ କେଉଁ ଆଧାର ରେ ହୋଇଛି।

ବନ୍ଧୁଗଣ ଏହି ଫିଲ୍ମ ରେ ଅଭିନେତ୍ରୀ ମହାଶ୍ୱେତା ରାୟ ଚୁମକି ନାମକ ଚରିତ୍ର ରେ ଅଭିନୟ କରିଛନ୍ତି ଏବଂ ଅଭିନେତା ସମ୍ବିତ ଏହି ଫିଲ୍ମ ରେ ଭବାନୀ ନାମକ ଚରିତ୍ର ରେ ଅଭିନୟ କରିଛନ୍ତି। ଫିଲ୍ମ ର କାହାଣୀ ଆଧାର ରେ ଚୁମକି ଙ୍କୁ ଦେଖି ତାଙ୍କ ପ୍ରେମରେ ପାଗଳ ହୋଇ ଯାଇଛନ୍ତି ଭବାନୀ। ଏହି ଫିଲ୍ମ ର ସୁ-ଟିଂ ବର୍ତ୍ତମାନ ଜୋରଦାର ଭାବରେ ଚାଲିଛି। ଏକ ଭିନ୍ନ ପ୍ରେମର କାହାଣୀ କୁ ନେଇ ଏହି ଫିଲ୍ମ ଟି ନିର୍ମିତ ହୋଇଛି ।

ଯେଉଁ କାରଣରୁ ଦର୍ଶକ ମାନେ ଏହି ଫିଲ୍ମ କୁ ବହୁତ ମାତ୍ରାରେ ପସନ୍ଦ କରିବେ ବୋଲି ଆଶା କରିଛି ତରଙ୍ଗ ସିନେ ପ୍ରଡକ୍ସନ। ପ୍ରଥମ ଥର ପାଇଁ ଏକ ବୟସ୍କ ମହିଳା ଙ୍କ ପ୍ରେମ ରେ ପଡ଼ିଛି ଜଣେ ୨୫ ବର୍ଷ ର ଯୁବକ ଏବଂ ଏହିପରି ଭାବରେ ଫିଲ୍ମ ର କାହାଣୀ ଆଗକୁ ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କୁ ଟେଲି ଫିଲ୍ମ ଲାଲପାନ ବିବି ରେ ଦେଖିବାକୁ ମିଳିଥିଲା।

ଏହା ହେଉଛି ତାଙ୍କ ଦ୍ୱାରା ଅଭିନୀତ ଦ୍ଵିତୀୟ ଟେଲି ଫିଲ୍ମ। ଏହି ଫିଲ୍ମ ରେ ନଜର ଆସୁଥିବା ଅନ୍ୟ କଳାକାର ମାନେ ହେଉଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ସରୋଜ ଦାସ, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ ଏବଂ ଅନ୍ୟ କଳାକାର ଗଣ ମଧ୍ୟ ଅଛନ୍ତି। ଏହି ଫିଲ୍ମ ର ନିର୍ଦେଶନା ଦାୟିତ୍ୱ ରେ ଅଛନ୍ତି ସୁଧାଂଶୁ ସାହୁ।

ଏହି ଫିଲ୍ମ ଟି ରୋଚକର ଏବଂ ଭିନ୍ନ ଧରଣ ର ହେବ ଏବଂ ଦର୍ଶକ ମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା ରଖିଛି ପ୍ରଡକ୍ସନ। ଏହି ଫିଲ୍ମ ର ସୁଟିଂ ବର୍ତ୍ତମାନ ସମୟରୁ ଆରମ୍ଭ ହୋଇ ସାରିଛି। ଏହି ଫିଲ୍ମ ରେ ମୁଖ୍ୟ ଭୂମିକା ରୂପରେ ମହାଶ୍ୱେତା ରାୟ ଓ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ସମ୍ବିତ ଓ ତାଙ୍କ କୋ-ଆର୍ଟିଷ୍ଟ୍ ଙ୍କୁ ଦେଖିବାକୁ ମିଳିବ।ତେବେ ଆସନ୍ତା ସମୟରେ ଏହି ଫିଲ୍ମ କୁ କେତେ ମାତ୍ରାରେ ଭଲ ପାଇବା ମିଳିବ ତାହା ଦେଖିବାର ବିଷୟ ହେବ।