Gk Questions & Answers-ଆପଣଙ୍କ ପାଖରେ ୬ ଟି ଅଣ୍ଡା ଥିଲା, ଆପଣ ୨ ଟି ଭାଙ୍ଗିଲେ, ୨ଟି ରୋଷେଇକଲେ, ୨ଟି ଖାଇଦେଲେ, ଏବେ ଆପଣଙ୍କ ପାଖରେ ଆଉ କେତୋଟି ଅଣ୍ଡା ରହିଲା ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧ – ସେଭଳି କଣ ଦୁଇଟି ଜିନିଷ ଅଛି ଯାହାକି ଗୋଟେ ଯଦି ଉଡିଯାଏ ତା ହେଲେ ଅନ୍ୟଟି ବି ଉଡିଯାଏ ।

ଉତ୍ତର – ଭଲପାଇବା ଓ ବିଶ୍ବାସ

୨ – ସେମିତି କଣ ଜିନିଷ ଅଛି ଯାହାକି ଗରମ ହେଲେ କିମ୍ବା ଶିତ ହେଲେ ମଧ୍ୟ ସବୁବେଳେ ଥଣ୍ଡା ରହିଥାଏ ।

ଉତ୍ତର – ବରଫ

୩ – ବର୍ଷକୁ ମୋତେ ଥରେ କିଣିଥାଆନ୍ତି ପୁରା ବ୍ୟବହାର କରିଥାଆନ୍ତି କିନ୍ତୁ ପରେ ତାକୁ ଫୋପାଡି ଦେଇଥାଆନ୍ତି ।

ଉତ୍ତର –କ୍ୟାଲେଣ୍ଡର

୪ – ଏଭଳି ଏକ ଜୀବର ନାମ କୁହ ଯାହାର ଆଖି ନ ଥାଏ ?

ଉତ୍ତର – ଜିଆ

୫ – ଏଭଳି କଣ ଅଛି ଯେଉଥିରେ ସବୁ କିଛି ଲେଖା ହୋଇଥାଏ ପରନ୍ତୁ ତାକୁ କେହି ଠିକ ଭାବେ ପଢିପାରନ୍ତି ନାହିଁ ?

ଉତ୍ତର – ଭାଗ୍ୟ

୬ – ସେଭଳି କେଉଁ ବସ୍ତୁ ଅଛି ଯାହାକି ବୀନା ଗୋଡରେ ଦଉଡି ଥାଏ ଆଉ କେବେ ହେଲେ ଫେରିକି ଆସେ ନାହିଁ ?

ଉତ୍ତର – ସମୟ

୭ – ସେଇଭଳି କଣ ବସ୍ତୁ ଅଛି କେବଳ ବଢିଥାଏ ପରନ୍ତୁ କମେ ନାହିଁ ?

ଉତ୍ତର – ବୟସ

୮ – କ୍ଷୀର ବାଟିରେ କଳା ପଥର କଣ ସେଇଟା ଭବିକି କୁହ ?

ଉତ୍ତର – ଆଖି

୯ – ଏଭଳି କଣ କୌର୍ଟ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ ?

ଉତ୍ତର – ପଠାନ କୌର୍ଟ

୧୦ – କମ୍ପୁଟରକୁ ହିନ୍ଦୀରେ କଣ କୁହନ୍ତି ?

ଉତ୍ତର – ସଂଗଣକ

୧୧ – ଦିନରେ  ମୁଁ ମରିଲି ରାତିରେ ମୁଁ ବଞ୍ଚିଲି କୁହ ତ ଦେଖି ମୋ ନାମ ଟି କଣ ?

ଉତ୍ତର – ଦୀପ

୧୨ – କୁହ ତ ଦେଖି ଏଭଳି କେଉଁ ସାଙ୍ଗ ଅଛି ଯାହାକି ଆପଣଙ୍କୁ ମାରିପାରେ ?

ଉତ୍ତର – ହତିଆର

୧୩ – ଜୋମାଟୋ ପୁଅ କାମରାଜ କେଉଁ ରାଜ୍ୟର ଅଧିବାସୀ ଅଟନ୍ତି ?

ଉତ୍ତର – କେରଳ

୧୪ – କେଉଁ ଦେଶର ପୋଲିସ ରାତିରେ ମହିଳାମାନଙ୍କ ଉପରେ ଅତ୍ୟାଚାର କରନ୍ତି ନାହିଁ ?

ଉତ୍ତର – ଭାରତ

୧୫ – କେଉଁ ଦେଶର ଲୋକମାନେ ବେସୀ ଭଗବାନ ଉପରେ ବିଶ୍ବାସ କରିଥାଆନ୍ତି ?

ଉତ୍ତର – ଶ୍ରୀଲଙ୍କା ଦେଶ

୧୬ – ଭାରତରେ ସବୁଠୁ ପ୍ରଥମେ ଆଧାର କାର୍ଡ କାହାର କରଯାଇଥିଲା ?

ଉତ୍ତର – ରଞ୍ଜନା ନାମକ ମହିଳା

୧୭ – ଇସଲାମ ଧର୍ମରେ ବୁରଖା ପିନ୍ଧିବା ଅନିବାର୍ଯ୍ୟ ଅଟେ କି ?

ଉତ୍ତର – ହଁ

୧୮ – ଅଧିକରୁ ଅଧିକ ରାସ୍ତାରେ ଜେବ୍ରା କ୍ରସିଂ କାହିଁକି ତିରାରି କରାଯାଇଥାଏ ?

ଉତ୍ତର – ଚାଲି ଚାଲି ଯାଉଥିବା ଲୋକମାନଙ୍କ ପାଇଁ

୧୯ – ମରିଗଲେ ସେହି ଲୋକ କାନରେ ଓ ନାକରେ ତୁଳା କାହିଁକି ଭର୍ତ୍ତି କରାଯାଇଥାଏ ?

ଉତ୍ତର – କୀଟାଣୁ କିମ୍ବା ଅଲଗା ଜିନିଷ ଯେପରି ନ ପସେ

୨୦ – ପୁରା ବିଶ୍ବରେ କେତୋଟି ଜାହାଜ ଉଡିଥାଆନ୍ତି ?

ଉତ୍ତର – ୨୦୦୦୦ ରୁ ଅଧିକ

୨୧ – କପଡାର ଆବିଷ୍କାର କେବେ ହୋଇଥିଲା ?

ଉତ୍ତର – ବହୁତ ବର୍ଷ ପୂର୍ବରୁ

୨୨ – ପବଜି ଖେଳ ଗୋଟେ ଦିନରେ କେତେ ଟଙ୍କା କମେଇ ଥାଆନ୍ତି ?

ଉତ୍ତର – କୋଟିଏରୁ ଅଧିକ

୨୩ – ଘରେ ଧୂପକାଠି ଜଳାଇବା ଦ୍ଵାରା କଣ ଫାଇଦା ହୋଇଥାଏ ?

ଉତ୍ତର – ଦେବତାଙ୍କର ସୁଗନ୍ଧ ରହିଥାଏ

୨୪ – କେଉଁ ଦେଶର ଲୋକମାନେ ବେଶି ବାହାରେ ବୁଲନ୍ତି ନାହିଁ ?

ଉତ୍ତର – ପାକିସ୍ତାନ

୨୫ –  ଆପଣଙ୍କ ପାଖରେ ୬ ଟି ଅଣ୍ଡା ଥିଲା , ଆପଣ ୨ ଟି ଭାଙ୍ଗିଲେ , ୨ଟି ରୋଷେଇକଲେ , ୨ଟି ଖାଇଦେଲେ , ଏବେ ଆପଣଙ୍କ ପାଖରେ ଆଉ କେତୋଟି ଅଣ୍ଡା ରହିଲା ?

ଉତ୍ତର – ୪ ଟି ଅଣ୍ଡା , ଆପଣ ଯେଉଁ ଅଣ୍ଡାକୁ ଭାଙ୍ଗିଲେ ତାକୁ ରୋଷେଇ କାଲେ ଓ ତାକୁ ଖାଇଲେ ତେବେ ଆଉ ଆପଣଙ୍କ ପାଖରେ ୪ ଟି ଅଣ୍ଡା ରହିଲା ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।