ବୟସ ବଢିଛି ହେଲେ କମିନାହି ଗ୍ଲାମର, ଏବେବି ଏହି ଅଭିନେତ୍ରୀ ମାନଙ୍କ ଫ୍ୟାନ୍ ଫୋଲୋୱିଙ୍ଗ କେଉଁ ନୂଆ ଅଭିନେତ୍ରୀ ତୁଳନାରେ କମ୍ ନୁହେଁ। ନିଶ୍ଚୟ ଦେଖନ୍ତୁ! ୟାଙ୍କ ଭିତରେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ ଥାଇ ପାରନ୍ତି।

ବଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତ୍ରୀ ଙ୍କ ର ସୁନ୍ଦରତା ସମ୍ପର୍କ ରେ କିଏ ବା ନ ଜାଣିଚି , ତେବେ ଅନେକ ଅଭିନେତ୍ରୀ ଏହି ବଲିଉଡ ଇଣ୍ଡଷ୍ଟ୍ରି ରୁ ବୟସ ବଢିବା ପରେ ବିଦାୟ ବି ହେଇଯାଇଛନ୍ତି I କିନ୍ତୁ ଏପରି କିଛି ଅଭିନେତ୍ରୀ ମାନେ 40 ବର୍ଷ ବୟସ ପରେ ବି ଖୁବ ସୁନ୍ଦର ଦେଖାଯାଇଥାନ୍ତି I ବୟସ ବଢିବ ସହିତ ଏମାନେ ଦେଖାଯାଉଛନ୍ତି ଆହୁରି ସୁନ୍ଦର।

ତେବେ ଚାଲନ୍ତୁ ଜାଣିବା ଏହି ଅଭିନେତ୍ରୀ ଙ୍କ ସମ୍ପର୍କ ରେ

ଐଶ୍ୱର୍ଯ୍ୟ ରାୟ

ବଲିଉଡ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବ ରେ ପରିଚିତ ଐଶ୍ୱର୍ଯ୍ୟ ରାୟ ଙ୍କୁ ଦେଖିକି କେବେ ହେଲେ ଏପରି ଲାଗି ନ ଥାଏ କି ବର୍ତମାନ ତାଙ୍କ ର ବୟସ 40 ବୋଲି ସେ ଆଜି ବି 20 ବର୍ଷ ର ସୁନ୍ଦରୀ ଯୁବତୀ ପରି ଦେଖାଯାଇଥାନ୍ତି I

ଟିସ୍କା ଚୋପ୍ରା

ବଲିଉଡ ରେ ସୁନ୍ଦରୀ ଅଭିନେତ୍ରୀ ଙ୍କ ମଧ୍ୟ ରେ ଟିକସ ଚୋପଦା ଙ୍କ ର ନାମ ବି ଆସିଥାଏ I ତାଙ୍କ ର ଅନେକ ଫିଲ୍ମ ହିଟ ବି ଏବଂ ଅନେକ ଦର୍ଶକ ବି ତାଙ୍କ ସୁନ୍ଦରତା କୁ ପସନ୍ଦ କରିଥାନ୍ତି I

କାଜଲ

ବଲିଉଡ ର ଅଭିନେତା ଅଜୟ ଦେଵଗନ ଙ୍କ ର ପତ୍ନୀ କାଜଲ ବି ବଲିଉଡ ର ଜଣେ ସଫଳ ଅଭିନେତ୍ରୀ ଅଟନ୍ତି I ଏବଂ ସେ ବି ଆଜିକା ସମୟ ରେ ଏତେ ସୁନ୍ଦର କି ତାଙ୍କ ର ବୟସ ର ଅନୁମାନ ଆପଣ ଲଗାଇ ପାରିବେ ନାହିଁ I

ଶିଳ୍ପା ସେଠୀ

ଶିଳ୍ପା ସେଠୀ ଙ୍କ କଥା କହିବା ଯଦି ଦିନ କୁ ଦିନ ସେ ଆହୁରି ବି ସୁନ୍ଦର ଦେଖାଯାଉଛନ୍ତି I ଏବଂ ତାଙ୍କ ର ଆକର୍ଷିତ ଚେହେରା କାରଣ ରୁ ତାଙ୍କ ର ବୟସ ର ଅନୁମାନ ବି କରି ହେଇ ନ ଥାଏ I ସେ ବଲିଉଡ ଓ ଗ୍ଲାମର ଜଗତ ର ଜଣେ ସଫଳ ଅଭିନେତ୍ରୀ ଅଟନ୍ତି I

ଅମିଶା ପଟେଲ

ବଲିଉଡ ରେ ବୋଲଡ ଫିଗର ପାଁଇ ଅମିଶା ପଟେଲ ବେଶ ପରିଚିତ ଅଟନ୍ତି I ଏବଂ ତାଙ୍କ ର ସୁନ୍ଦରତା କୁ ସାରା ଦୁନିଆ ବେଶ ପ୍ରଶଂସା କରିଥାଏ I

ମଲାଈକା ଅରୋରା

ଏହି ଅଭିନେତ୍ରୀ ନିଜ ର ଆଇଟମ ଡ୍ୟାନ୍ସ ପାଁଇ ବଲିଉଡ ରେ ଖୁବ ଲୋକପ୍ରିୟ ଅଟନ୍ତି I ମଲାଈକା ଅରୋରା ଙ୍କ କଥା ଦେଖିବାକୁ ଗଲେ ତାଙ୍କ ର ବୟସ 40 ବର୍ଷ ପାର ହେଇଗଲାଣି କିନ୍ତୁ ଆଜି ବି ସେ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି ଏବଂ ଏହି ସୁନ୍ଦର ଚେହେରା ପାଁଇ ସେ ନିୟମିତ ବ୍ୟାୟାମ କରିଥାନ୍ତି I