ସଫଳତା ମିଳିବା ପରେ ଏହି ବଲୀଉଡ ଷ୍ଟାରମାନଙ୍କର ଭିତରେ ଆସିଥିଲା ଅହଂକାର, ନିଜ ଘର ଲୋକଙ୍କୁ ମଧ୍ୟ ଦେଇ ସାରିଛନ୍ତି ଧୋକା – ଦେଖନ୍ତୁ କିଏ ସେମାନେ

ବଲୀଉଡରେ ଯେତେ ଜଲ୍ଦି ସମ୍ପର୍କ ତିଆରି ହୋଇଥାଏ ସେତେ ଜଲ୍ଦି ଭାଙ୍ଗି ବି ମଧ୍ୟ ଥାଏ । ଆଜି ଆପଣ ପରସ୍ପରଙ୍କ ସହିତ ସମୟ ବିତାଉ ଛନ୍ତି କିନ୍ତୁ କିଛି ସମୟ ପରେ ହିଁ ଆପଣ ସେମାନଙ୍କ ଠାରୁ ଅଲଗା ହୋଇଯାଉଛନ୍ତି । ବଲୀଉଡ ଇଣ୍ଡଷ୍ଟ୍ରିରେ ଷ୍ଟାରମାନଙ୍କ ମଧ୍ୟରେ ବନ୍ଧୁତା ଏବଂ ଶତ୍ରୁତା ଚାଲିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି କେବଳ ବଲୀଉଡ ଇଣ୍ଡଷ୍ଟ୍ରିରେ ନୁହେଁ କିଛି ବଲୀଉଡ ଷ୍ଟାରମାନଙ୍କର ନିଜର ପରିବାରର ଲୋକମାନଙ୍କ ସହିତ ଭଲ ସମ୍ପର୍କ ରହି ନାହିଁ ।

କିମ୍ବା ଆପଣ କହି ପାରିବେ କି ଷ୍ଟାରମାନେ ସଫଳତା ପାଇ ସାରିଲା ପରେ ନିଜର ପରିବାରକୁ ଭୁଲି ଯାଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୫ ଜଣ ସେଲେବ୍ରିଟୀଜଙ୍କ ବିଷୟରେ କହିବୁ ।

ଅମିଷା ପଟେଲ

ବଲୀଉଡ ଅଭିନେତ୍ରୀ ଅମିଷା ପଟେଲ ନିଜ ଘରର ଲୋକମାନଙ୍କ ଉପରେ ମାନସିକ ପ୍ରତାଡନା ଏବଂ ଅକାଉନ୍ଟରେ ଟଙ୍କାର ହେର ଫେର କରିବାର ଆରୋପ ଲଗାଇଛନ୍ତି । ଏହି ଆରୋପ ସେ “କହୋ ନା ପୟାର ହେ” ଏବଂ “ଗଦର” ଭଳି ହିଟ ଫିଲ୍ମ ଦେବା ପରେ ଲଗାଇଛନ୍ତି ।

କୃଷ୍ଣା ଅଭିଷେକ

କୃଷ୍ଣା ଅଭିଷେକକୁ ଲୋକମାନେ ଗୋବିନ୍ଦାଙ୍କର ଭଣଜା ରୂପରେ ବେଶୀ ଜାଣିଛନ୍ତି । ଗୋବିନ୍ଦାଙ୍କର ନାମର ସାହାରା ନେଇ ନିଜର କ୍ଯାରିୟର ବନାଇ ଥିବା କୃଷ୍ଣା ଅଭିଷେକ ନିଜର ରିୟାଲ ଲାଇଫରେ ନିଜର ପରିବାରଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ ।

ଅରଶଦ ବାରସୀ

ଫେମସ ହେବା ପରେ ଅରଶଦ ବାରସୀ ଙ୍ ଭିତରେ ଅଂହଙ୍କାର ଭର୍ତି ହୋଇଗଲା । ସୂତ୍ର ଅନୁସାରେ ପପୁଳାର ହେବା ପରେ ସେ ନିଜର ସମ୍ପର୍କୀୟ ଏବଂ ଭାଇ ଅନୱର ହୁସୈନଙ୍କ ଠାରୁ ଦୂରେଇ ଯାଇଥିଲେ ।

ପ୍ରତୀକ ବବ୍ବର

ପ୍ରତୀକ ବବ୍ବର ଅଭିନେତା ରାଜ ବବ୍ବର ଏବଂ ସ୍ମିତା ପାଟିଳଙ୍କର ପୁଅ ଅଟନ୍ତି । ବଲୀଉଡ ଫିଲ୍ମରେ ଡେବ୍ଯୂ କରିବା ପରେ ସେ ନିଜର ପିତା ଉପରେ ଆରୋପ ଲଗାଇ ଥିଲେ କି ସେ ନିଜର ଅନ୍ୟ ଫ୍ୟାମେଲି ସହ ଅଧିକ ସମୟ ବିତାଉଛନ୍ତି । ଆରୋପ ଲଗାଇବା ପରେ ସେ ନିଜର ପିତାଙ୍କ ଠାରୁ ଦୂରେଇ ଯାଇଥିଲେ ।

କଂଗନା ରନୌତ

ବଲୀଉଡର ଅଭିନେତ୍ରୀ କଂଗନା ବର୍ତ୍ତମାନ ନିଜ ପରିବାରକୁ ବହୁତ ଭଲ ପାଉଛନ୍ତି । କିନ୍ତୁ ଗୋଟିଏ ସମୟ ଏମିତି ଥିଲା କି ଯେତେବେଳ ସେ ସଫଳତା ପାଇଲେ ସେହି ସମୟରେ ସେ ତାଙ୍କ ପରିବାର ଉପରେ ଆରୋପ ଲଗାଇଥିଲେ କି ତାଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଆସିବା ପାଇଁ ତାଙ୍କ ଘରର ଲୋକମାନେ କେବେ ତାଙ୍କୁ ସାହାର୍ଯ୍ୟ କରିନଥିଲେ ସେଥିପାଇଁ ସେ ତାଙ୍କ ସହିତ କଥାବାର୍ତ୍ତା କରୁନଥିଲେ ।