ଚା ତିଆରି କରିବା ପରେ ଭୁଲରେ ବି ଫିଙ୍ଗନ୍ତୁ ନାହିଁ ରହିଯାଇଥିବା ଚା ପତି, ୟେ ହେଉଛି ଏହାର ଜବରଦସ୍ତ ଫାଇଦା

ଚା ପିଉଥିବା ଲୋକମାନଙ୍କ ପାଇଁ ଆଜି ଆମ ଏକ ଲାଭଦାୟକ ଜିନିଷ କହିବାକୁ ଯାଉଛୁ । ଚା ଏକ ଏମିତି ଜିନିଷ ଅଟେ ଯାହାକୁ ସମସ୍ତେ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଶେଷରେ ଚାପତିକୁ ନେଇ ବହୁତ ବଡ ଭୁଲ କରି ଦିଅନ୍ତି । ପ୍ରାୟତଃ ସମସ୍ତେ ଚା ଛାଣି ସାରିଲା ପରେ ଚାପତିକୁ ଫୋପାଡି ଦିଅନ୍ତି । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ଚା ହୋଇସାରିଲା ପରେ ବଞ୍ଚିଥିବା ସେହି ଚାପତିକୁ ବହୁତ କାମରେ ପ୍ରୟୋଗ କରାଯାଇପାରିବ ।

ଆସନ୍ତୁ ଜାଣିବା ଚାପତି କୁ ଫୋପାଡିବା ଜାଗାରେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ।

ଏମିତି କରି ପାରିବେ ଚାପତିର ପୁଣି ଥରେ ଉପଯୋଗ

ପ୍ରଥମେ ଚା କରିସାରିଲା ପରେ ବଞ୍ଚିଥିବା ଚାପତିକୁ ନ ଫୋପାଡି ଭଲ ଭାବରେ ସଫା କରି ଦିଅନ୍ତୁ ଏବଂ ସେଥିରୁ ଚିନିର ମିଠା ଅଂଶକୁ ବାହାର କରି ଦିଅନ୍ତୁ । ପୁଣି ଆପଣ ଏହି ଚାପତିକୁ ଅଲଗା ଅଲଗା କାମରେ ବ୍ୟବହାର କରି ପାରିବେ ।

ଏହି ଚାପତିକୁ ଆପଣ ନେଚୁରଲ କଂଡୀଶନର ରୂପରେ ମଧ୍ୟ ବ୍ୟବହାର କରି ପାରିବେ । ସେହି ସଫା ଚାପତିକୁ ପୁଣି ଥରେ ଗରମ ପାଣିରେ ପକାଇ ଗରମ କରି ଦିଅନ୍ତୁ । ଏହା ପରେ ସେହି ଗରମ ପାଣିରେ ଆପଣ ଆପଣଙ୍କର ଚୁଟିକୁ ସଫା କରି ପାରିବେ ।

ଆପଣ ଏହାକୁ ନିଜ ଘରର ବାସନ ମଜା ପାଉଡରରେ ପକାଇ ଘରର ବାସନଙ୍କୁ ଭଲ ଭାବରେ ଧୋଇଦିଆନ୍ତୁ । ଦେଖିବେ ସବୁ ବାସନ ଗୁଡିକ ଚମକିବ ଏବଂ ଭଲ ଭାବରେ ସଫା ମଧ୍ୟ ହୋଇଯିବ ।

ଆପଣ ଯେଉଁ ଚାପତିକୁ ବାହାରେ ଫୋପାଡି ଦେଉଥିଲେ ତାହାକୁ ଆପଣ ଖାଦ ରୂପରେ ମଧ୍ୟ ବ୍ୟବହାର କରି ପାରିବେ । ଏହା ଗଛ ପାଇଁ ବହୁତ ଉପଯୋଗ ଅଟେ ।

ଏହା ଅଟେ ବଞ୍ଚିଥିବା ଚାପତିର ଅନ୍ୟ ଉପକାରିତା

ଚାପତିରେ ଐଂଟୀକ୍ସିଡେଂଟ ହୋଇଥାଏ । ଏହି ଚାପତିକୁ ଆପଣ ନିଜ ଶରୀରରେ ଖଣ୍ଡିଆ ହୋଇଥିବା ଜାଗାରେ ସେହି ଚାପତିର ପାଣିରେ ଭଲଭାବରେ ସଫା କରିଦିଅନ୍ତୁ, ଏହା ଦ୍ଵାରା ଆପଙ୍କର ଘା ଟି ବହୁତ ଜଲ୍ଦି ଭଲ ହୋଇଯିବ ।

ଯଦି ଆପଣ ଘରେ ବହୁତ ବେଶୀ ମାଛି ଅଛନ୍ତି ତେବେ ଆପଣ ଏକ ବାଲଟି ପାଣିରେ ଚାପତି ପକାଇ ଦିଅନ୍ତୁ ଏବଂ ସେହି ପାଣିରେ ଘ ସାରା ପୋଛା ଲଗାନ୍ତୁ । ଏହା ଦ୍ଵାରା ମାଛିମାନେ ଘର ଭିତରକୁ ପ୍ରବେଶ କରିବେ ନାହିଁ ।

ଯଦି ଆପଣ କାବୁଲି ଚଣା ବନାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଚାପତିର ବ୍ୟବହାର କରି ପାରିବେ । ଏଥିପାଇଁ ଆପଣ ଚାପତିର ଏକ ମୁଣି ବନାନନ୍ତୁ ଏବଂ ଗୋଟିଏ ପାତ୍ରରେ ଚଣା ସହିତ ସେହି ମୁଣିକୁ ପକାଇ ଗରମ କରନ୍ତୁ, ଏହା ଦ୍ଵାରା ଖାଦ୍ୟ ସ୍ଵାଦିଷ୍ଠ ହୋଇଥାଏ ।