ପିଲାବେଳେ ହିଟ କିନ୍ତୁ ବଡ ହେଇ ଫ୍ଲପ ହେଇଗଲେ ଏହି ୯ ଜଣ Bollywood ଷ୍ଟାର, ବହୁତ ଟ୍ୟାଲେଣ୍ଟେଡ଼ ଥିଲେ 2 ନମ୍ବର ହିରୋଇନ

ବଲିଉଡରେ ଅନେକ କଳାକାର ମାନେ ଅଛନ୍ତି ଯିଏ କି ନିଜର କ୍ଯାରିୟର ପିଲା ଦିନରୁ ଆରମ୍ଭ କରିଛନ୍ତି ଏହି ଦୁନିଆରେ । କିଛି ଶିଶୁ କଳାକାର ନିଜର ପିଲା ଦିନେ ଜେଭଳି ଭଲ ପାଇବା ପାଇଥିଲେ ସେଭଳି ଭଲ ପାଇବା ପାଇ ପାରିଲେନି ବଡ ହେବା ପରେ ତେବେ ସେଭଳି ଆହୁରି କିଛି ଜଣ ବଡ ହେଲା ପରେବୀ ନିଜକୁ ଷ୍ଟାର ବୋଲି ପ୍ରମାଣିତ କରିଥିଲେ । ଆଜି ଆମେ ଏଭଳି କିଛି କଳାକାରଙ୍କ ବିଷୟରେ ଜାଣିବା ଜିଏକି ପିଲା ଦିନେ ଷ୍ଟାର ଥିଲେ ମାତ୍ର ବଡ ହେଲା ପରେ ଫ୍ଲପ ହୋଇ ଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ମାନଙ୍କ ବିଷୟରେ ଜିଏକି ଏବେ ଫ୍ଲପ ଅଟନ୍ତି ।

ଇମରାନ ଖାନ – ଇମରାନ ଖାନଙ୍କ ଫିଲ୍ମ ” ଜୋ ଜିତା ବହି ସିକନ୍ଦର ” ଓ ” କୟାମତ ସେ କୟାମତ ତକ ” ରେ ସେ ଏକ ଶିଶୁ କଳାକାର ହିସାବରେ କାମ କରିଥିଲେ । ପିଲା ଦିନେ ଲୋକ ମାନେ ତାଙ୍କ କାମକୁ ବହୁତ ପସନ୍ଦ କରିଥିଲେ । ମାତ୍ର ବଡ ହେଲା ପରେ ସେ ଛୁଇଁ ପାରିଲେନି ଲୋକଙ୍କ ମନକୁ ଫିଲ୍ମ “ଜେନେ ତୁ ୟା ଜାନେନା ” ଏକ ମାତ୍ର ହିଟ ଅଟେ ବାକି ସବୁ ଫ୍ଲପ ।

ଉର୍ମିଲା – ରଙ୍ଗିଲା ଗାର୍ଲ ଉର୍ମିଲା ଜଣେ ଜଣା ଶୁଣା ଅଭିନେତ୍ରୀ ମାତ୍ର ତାଙ୍କୁ ସେହି ପଦ ମିଳି ନଥିଲା ଯାହା ପାଇଁ ସେ ଯୋଗ୍ୟ । ସେ ନିଜର କ୍ଯାରିୟର ଶିଶୁ କଳାକାର ଭାବେ ଆରମ୍ବ କରିଥିଲେ ତାଙ୍କ ପିଲା ଦିନର ଅଭିନୀତ ଫିଲ୍ମ “କଳିଯୁଗ”,”ମାସୁମ” ଅଟେ ।

ଯୁଗଲ ହଂସ ରାଜ –  ନୀଳ ଆଖି ଓ ସୁନ୍ଦର ଚେହେରା ଥିବା ପରେବୀ ସେ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରି ନଥିଲେ । ସେ ଜଣେ ଶିଶୁ କଳାକାର ଭାବେ ନିଜର କାମ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି “ମାସୁମ” । ସେଥିରେ ଲୋକ ପ୍ରିୟତା ପାଇଥିଲେ ବି ସେ ବଡ ହେଲା ପରେ ଆଉ ସଫଳ ହୋଇ ନାହାନ୍ତି।

ହଂସିକା ମୋତବାନି – ହଂସିକା ସାଉଥର ଗୋଟେ ନା ଥିବା କଳାକାର ମାତ୍ର ବଲିଉଡରେ ସେ କିଛି ଭଲ ସଫଳତା ପାଇ ନଥିଲେ । ତାଙ୍କୁ ପିଲା ଦିନେ ଫିଲ୍ମ ” କୋଇ ମିଲ ଗୟା”,”ହବା”,”ଜାଗୋ” ରେ ଦେଖିବାକୁ ମିଳିଥିଲା । ତାଙ୍କୁ ଦର୍ଶକ ଭଲ ପାଇଥିଲେ ଏହି ଫିଲ୍ମ ରେ ।

କୁନାଲ ଖେଶୁ – ଏହି ଅଭିନେତା ପିଲା ଦିନେ ” ରାଜା ହିନ୍ଦୁସ୍ଥାନୀ ” ,”ଜୁଡବା”, “ଭାଇ” ରେ କାମ କରିଥିଲେ । ତାଙ୍କୁ ଅନେକ ପସନ୍ଦ ବି କରା ଯାଇ ଥିଲା ବଡ ବେଳେ ତାଙ୍କୁ କାମ ମିଳିଥିଲେ ବି ପସନ୍ଦ କରିନଥିଲେ ଦର୍ଶକ ।


ସନା ସଇଦ – ଏହି ଅଭିନେତ୍ରୀ “କୁଛ କୁଛ ହୋତା ହେ ” ରେ କାମ କରି ଭଲପାଇବା କମେଇଥିଲେ । ବଡ ହେଲା ପରେ  ତାଙ୍କୁ କିଛି ଭଲ କାମ ମିଳିନୀ ବଲିଉରେ ।

ଓଁକାର କପୂର – ଏହି ଅଭିନେତା ପିଲା ଦିନେ “ଯୁଡୱା” “ହିରୋ ନମ୍ବର ୱାନ” ରେ କାମ କରିଥିଲେ ମାତ୍ର ନିଜର ବୟସ ବଢିବା ପରେ ବଲିଉଡରେ ନିଜର ସ୍ଥାନ ରାଖୀ ପରି ନଥିଲେ ।

ଅଫତାବ ଶିବଦାସାନି – ଏହି ହିରୋ “ମିଷ୍ଟାର ଇଣ୍ଡିଆ” ରେ କାମ କରିଥିଲେ ମାତ୍ର ସେ ବଲିଉଡରେ ନିଜର ଫିଲ୍ମ ପାଇ ଜଣା ଥିଲେ ବି ସେ ଫ୍ଲପ ଅଟନ୍ତି ।

ଆଦିତ୍ଯ ନାରାୟଣ – ଏହି ଅଭିନେତା ” ପରଦେଶ”,”ଅକେଲେ ହମ ଅକେଲେ ତୁମ” ରେ କାମ କରିଥିଲେ ମାତ୍ର ଏହା ପରେ ଅସଫଳତା ତାଙ୍କୁ ମିଳି ଥିଲା ।

ପରଜାନ ଦସ୍ତୁର – ପରଜାନ ନିଜର ଅଭିନୟ ପିଲାଦିନୁ ଆରମ୍ଭ କରିଥିଲେ ମାତ୍ର ସେ “କୁଛ କୁଛ ହୋତା ହେ” ରେ କାମ କରିଥିଲେ । ବଡ ହେଲା ପରେ କାମ ମିଳିବା ପରେବୀ ତାଙ୍କୁ ଅସଫଳତା ମିଳିଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।