ଫଟୋ ଦେଖି କୁହନ୍ତୁ ତ କିଏ ଏହି ସୁନ୍ଦରୀ କୁନି ଝିଅଟି ? ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ Actress !

ପିଲାଦିନର ସ୍ମୃତି ସମସ୍ତଙ୍କୁ ଖୁବ ପସନ୍ଦ ହୋଇଥାଏ । ପିଲାଦିନର କେଉଁ ଫଟୋ ଆଖି ସାମନାକୁ ଆସିଲେ ଅନେକ ପୁରୁଣା ସ୍ମୃତି ତାଜା ହୋଇଯାଏ । ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ନିଜ ପିଲାଦିନର ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ବରଂ ଆପଣଙ୍କ ପ୍ରିୟ ସାରା ଅଲ୍ଲୀ ଖାନ ଅଟନ୍ତି ।

ସେଫ ଅଲ୍ଲୀ ଖାନ ଓ ଅମୃତା ସିଂଙ୍କ ଝିଅ ସାରା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ସକ୍ରିୟ ରୁହନ୍ତି । ସାରା ଖୁବ କମ୍ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଵତନ୍ତ୍ର ପରିଚୟ ବନାଇବାରେ ସକ୍ଷମ ହୋଇ ପାରିଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ନିଜ ଫ-ଟୋ ଓ ଭି-ଡି-ଓ ଅଫଲୋଡ କରୁଥିବା ସାରା କିଛି ଦିନ ପୂର୍ବରୁ ନିଜ ପିଲାଦିନର ଗୋଟିଏ ଫଟୋ ଶେୟାର କରିଥିଲେ ।

ସେହି ଫଟୋରେ ସାରା ଗୋଟିଏ ପିଙ୍କ କଲର୍ ଡ୍ରେସ ପିନ୍ଧି କ୍ୟାମେରା ପାଖରେ ଠିଆ ହୋଇଛନ୍ତି । ଏହି ଫଟୋରେ ସାରା ଖୁବ କ୍ୟୁଟ ଦେଖା ଯାଉଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ସାରା ତାଙ୍କ ପିଲାଦିନର ଅନେକ ଫଟୋ ଶେୟାର କରିଛନ୍ତି । ନିଜ ଫିଲ୍ମକୁ ଛାଡି ଆହୁରି କେଉଁ ନା କେଉଁ କାରଣରୁ ସାରା ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

କିଛି ଦିନ ଆଗରୁ ସାରା ମା ଅମୃତାଙ୍କ ସହ ଶନିଦେବଙ୍କ ମନ୍ଦିର ଯିବା ଯୋଗୁଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସାରା ଧଳା ରଙ୍ଗର ସୁଟ୍ ରେ ଖୁବ ସୁନ୍ଦର ଦେଖା ଯାଉଥିଲେ । ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ପରେ ସାରାଙ୍କ ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହୋଇଥିଲା । ସାରାଙ୍କ ସାଧାସିଧା ଜୀବନଶୈଳୀ ଯୋଗୁଁ ତାଙ୍କୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରନ୍ତି ।

ବଲିଉଡରେ ଏବେ ପର୍ଯ୍ୟନ୍ତ ସାରା ଖୁବ କମ୍ ଫିଲ୍ମ କରିଥିଲେ ମଧ୍ୟ ତାଙ୍କର ଫ୍ୟାନ ଫଲୋଇ॰ ଖୁବ ଜବରଦସ୍ତ ରହିଛି । କିଛି ଦିନ ପୂର୍ବରୁ ସାରା ଆଉ ଥରେ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଥିଲେ, ଯେତେବେଳେ ତାଙ୍କ ମା ଓ ଭାଇଙ୍କ ସହ ସେ ମାଲଦୀପ ଯାଇଥିଲେ । ସେଠାରେ ଉଠାଇଥିବା ବିକିନି ଫଟୋ ସବୁ ମଧ୍ୟ ସାରା ନିଜ ଇଂ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟ-ରେ ପୋଷ୍ଟ କରିଥିଲେ । ଏହାସହ ଅଭିନେତ୍ରୀ ତଥା ଶ୍ରୀଦେବୀଙ୍କ ଝିଅ ଜାନଭି କପରୁଙ୍କ ସହ ସାରା ନିକଟରେ କେଦାରନାଥ ଯାଇଥିବା ବେଳର ଫଟୋ ମଧ୍ୟ ଖୁବ ଭା-ଇ-ରା-ଲ ହୋଇଥିଲା ।

ତେବେ ସାରା ଅଲ୍ଲୀ ଖାନଙ୍କୁ ଆଗକୁ ଅନେକ ଫିଲ୍ମରେ ଦେଖିବାକୁ ତାଙ୍କ ଫ୍ୟାନ୍ସ ମାନେ ଚାହିଁ ବସିଛନ୍ତି । ଆପଣଙ୍କୁ ସାରା ଅଲ୍ଲୀ ଖାନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।