ପ୍ରେମ ଚୋପଡାଙ୍କର ନାତୁଣୀ  ଅଟନ୍ତି ବହୁତ ହଟ, ନିଜ ରିସ୍କରେ ଦେଖନ୍ତୁ ଫଟୋ

ଆପଣ ସମସ୍ତେ ବଲୀଉଡ ଫିଲ୍ମ ଜଗତର ଖଳନାୟକ ପ୍ରେମ ଚୋପଡ଼ାଙ୍କ ବିଷୟରେ ଜାଣିଛନ୍ତି । ସେ ନିଜର ଅଭିନୟ ଦ୍ଵାରା ଲୋକମାନଙ୍କୁ ନିଜର ଦିବାନା କରିଛନ୍ତି । ଯେଉଁ ପ୍ରକାରରେ ହିରୋର ଏଣ୍ଟ୍ରି ହେବା ଉପରେ ତାଳି ମରାଯାଏ ଠିକ ସେହିଭଳି ପ୍ରେମ ଚୋପଡ଼ାଙ୍କର ଏଣ୍ଟ୍ରି ଉପରେ ବି ତାଳି ମରାଯାଏ । କହିବାକୁ ଗଲେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସମୟ ପର୍ଯ୍ୟନ୍ତ ରାଜ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ଏହି ଫିଲ୍ମି ଦୁନିଆରୁ ଦୂରେଇ ଯାଇଛନ୍ତି । ବର୍ତ୍ତମାନ ସେ କୌଣସି ବି ଫିଲ୍ମରେ ନଜର ଆସନ୍ତି ନାହିଁ ।

ଯଦି ତାଙ୍କର ପର୍ସନାଲ ଲାଇଫ ବିଷୟରେ କଥା ହେବା ତେବେ ପ୍ରେମ ଚୋପଡାଙ୍କର ପରିବାରରେ ୩ଟି ଝିଅ ଅଛନ୍ତି ।  କିନ୍ତୁ ସେମାନେ କେବେ ବି ବଲୀଉଡରେ କାମ କରି ନାହାନ୍ତି । ସେମାନେ ସବୁବେଳେ ବଲୀଉଡରୁ  ଦୂରେଇ ରହିଛନ୍ତି । ତାଙ୍କୁ ଫିଲ୍ମ ପସନ୍ଦ ଅଟେ କିନ୍ତୁ ଫିଲ୍ମରେ ଅଭିନୟ କରିବା ତାଙ୍କୁ ପସନ୍ଦ ନୁହେଁ । ସେ ନିଜର ପାରିବାରିକ ଜୀବନରେ ବହୁତ ଖୁସିରେ ଅଛନ୍ତି ।

 

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ପ୍ରେମ ଚୋପଡାଙ୍କର ନାତୁଣୀ ବିଷୟରେ କହିବାକୁ ଯାଉଛୁ । ଯିଏକି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ସେ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି । ପ୍ରେମ ଚୋପଡ଼ାଙ୍କର ନାତୁଣିଙ୍କର ନାମ ସାଂଚୀ ଭଲ୍ଲା ଅଟେ । ତାଙ୍କୁ ଦେଖିବା ମାତ୍ରେ ହିଁ ଆପଣ ତାଙ୍କର ଦିବାନା ହୋଇଯିବେ ଓ ଏହା ଛଡା ଆମେ ଆପଣଙ୍କୁ କହିଦେଉଛୁ କି ସେ ଜଲ୍ଦି ହିଁ ବଲୀଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ପ୍ରେମ ଚୋପଡାଙ୍କର ଯେଉଁ ନାତୁଣୀମାନେ ଅଛନ୍ତି ସେମାନେ ବିଲକୁଲ ତାଙ୍କର ଝିଅମାନଙ୍କ ପରି ଫିଲ୍ମି ଦୁନିଆରୁ ଦୂରରେ ଅଛନ୍ତି । କିନ୍ତୁ ସମସ୍ତ ନାତୁଣୀମାନଙ୍କ ମଧ୍ୟରୁ ସାଂଚୀ ଭଲ୍ଲା ସବୁଠୁ ସୁନ୍ଦର ଅଟନ୍ତି ଓ ପ୍ରସିଦ୍ଧ ଟିଭି କଳାକାର ବିକାସ ଭଲ୍ଲାଙ୍କର ଝିଅ ଅଟନ୍ତି ।

 

ସାଂଚୀ ଭଲ୍ଲାଙ୍କୁ ଆପଣ ସୋସିଆଲ ମିଡିଆ ନେଟୱର୍କିଂଗ ସାଇଟରେ ଦେଖି ପାରିବେ । କହିବାକୁ ଗଲେ ସେ ନିଜର ବହୁତ ଫଟୋ ବି ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତି । ନେଟୱର୍କିଂଗ ସାଇଟରେ ସାଂଚୀ ଭଲ୍ଲାଙ୍କୁ ବହୁତ ପସନ୍ଦ ବି କରାଯାଏ । ତାଙ୍କର ହଜାର ହଜାର ଫଲୋୱର୍ସ  ବି ଅଛନ୍ତି । ଆସନ୍ତୁ ଦେଖିବା ସାଂଚୀ ଭଲ୍ଲାଙ୍କର କିଛି ସୁନ୍ଦର ସୁନ୍ଦର ଫଟୋ । ଯାହାକି ଇଣ୍ଟର୍ନେଟରେ ସବୁବେଳେ ବହୁତ ଭାଇରାଲ ବି ହୋଇଥାଏ ।

 

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।