ତାହା କ’ଣ ଯାହା ଶୁଖିଗଲେ 2 କିଲୋ, ଓଦା ହେଲେ 1 କିଲୋ ଏବଂ ଜଳିଗଲେ 3 କିଲୋ ହୋଇଥାଏ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବରେ ଭାରତର ସ୍ଥାନ କେତେ ?

ଉ: ସପ୍ତମ

୨- ଭାରତର ସ॰ସଦ (Parliament) କେଉଁଠାରେ ଅବସ୍ଥିତ ?

ଉ: ଦିଲ୍ଲୀ

୩- ରେଳଗାଡିକୁ ଅଟକାଇବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ ?

ଉ: ଲାଲ୍

୪- ପୃଥିବୀର କେଉଁ ଦେଶ କେବେ ହେଲେ ପରାଧୀନ ହୋଇନାହିଁ ?

ଉ: ନେପାଳ

୫- କିଏ ‘ମିଶାଇଲ ମ୍ୟାନ’ ନାମରେ ପରିଚିତ ?

ଉ: ଏପିଜେ ଅବଦୁଲ କଲାମ

୬- ଆଜାଦ ହିନ୍ଦ ଫୌଜ କେଉଠାରେ ଗଠିତ ହୋଇଥିଲା ?

ଉ: ସିଙ୍ଗାପୁର

୭- ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ର ସ୍ଥାପନା କେବେ ହୋଇଥିଲା ?

ଉ: ୧୯୪୫

୮: ଭରତ କେଉଁ ମସିହାରେ ପ୍ରଥମ କ୍ରିକେଟ ବିଶ୍ଵକପ୍ ଜିତିଥିଲା ?

ଉ: ୧୯୮୩

୯- କେଉଁ ଭାରତୀୟ କ୍ରିକେଟରଙ୍କୁ ‘ଦି ୱାଲ’ (The Wall) ଉପନାମ ଦିଆଯାଇଛି ?

ଉ: ରାହୁଲ ଦ୍ରାବିଡ

୧୦- ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?

ଉ: ୧୯୧୪

୧୧- “Life is Good” କେଉଁ କମ୍ପାନୀର ଟ୍ୟାଗ ଲାଇନ ଅଟେ ?

ଉ: LG କମ୍ପାନୀ

୧୨- ଏକ ପୋଲ ଟିମ୍ ରେ କେତେ ଜଣ ଖେଳାଳି ଥାଆନ୍ତି ?

ଉ: ୪ ଜଣ

୧୩- ବିଶ୍ବରେ ପ୍ରତିବର୍ଷ ସମୁଦାୟ କେତେଗୋଟି ଗ୍ରାଣ୍ଡ ସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ ?

ଉ: ୪ଟି

୧୪- କେଉଁ ବିଦେଶୀ ଯାତ୍ରୀ ସର୍ବପ୍ରଥମେ ଭାରତ ଭ୍ରମଣରେ ଆସିଥିଲେ ?

ଉ: ମେଘାସ୍ଥିନିସ

୧୫- ବିକ୍ରମଶିଳା ଶିକ୍ଷା କେନ୍ଦ୍ରର ସଂସ୍ଥାପକ କିଏ ଥିଲେ ?

ଉ: ଧର୍ମପାଲ

୧୬- ଭାରତରେ ମୁସଲିମ ରାଜ୍ ର ସଂସ୍ଥାପକ ରୂପେ କିଏ ପରିଚିତ ?

ଉ: ମହମ୍ମଦ ଘୋରୀ

୧୭- ମହାଭାରତ କଥା ଅନୁସାରେ ସୂର୍ଯ୍ୟ ଦେବତା କାହାକୁ କବଚ ଏବଂ କୁଣ୍ଡଳ ପ୍ରଦାନ କରିଥିଲେ ?

ଉ: କର୍ଣ୍ଣ

୧୮- ମହାଭାରତ କଥା ଅନୁସାରେ କେଉଁ ଦେବତା ଅର୍ଜୁନଙ୍କୁ ମହା ଶକ୍ତିଶାଳୀ ଗାଣ୍ଡିବ ଧନୁ ଉପହାର ଦେଇଥିଲେ ?

ଉ: ବରୁଣ ଦେବତା

୧୯- କାହାକୁ ‘ରାଷ୍ଟ୍ରଗୁରୁ’ ଉପାଧି ଦିଆଯାଇଛି ?

ଉ: ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ

୨୦- ତାହା କ’ଣ ଯାହା ଶୁଖିଗଲେ 2 କିଲୋ, ଓଦା ହେଲେ 1 କିଲୋ ଏବଂ ଜଳିଗଲେ 3 କିଲୋ ହୋଇଥାଏ ?

ଉ: ସଲଫର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।