ଏହି 4 Bollywood ହିରୋଇନଙ୍କ Real Life ବୟଫ୍ରେନ୍ଡଙ୍କୁ ଆଗରୁ କେବେ ଦେଖ ନଥିବେ, ନଂ 4 ତ ସମସ୍ତଙ୍କ ଫେଭରେଟ

ବଲୀଉଡରେ ପ୍ରାୟତଃ ଅଭିନେତା ଓ ଅଭିନେତ୍ରୀଙ୍କ ଅଫେୟାର ଖବର ଶୁଣିବାକୁ ମିଳୁଥାଏ । କେତେକ ଅଭିନେତ୍ରୀ ଏମିତି ବି ଅଛନ୍ତି ଯେଉଁମାନେ ଋତୁ ହିସାବରେ ନିଜର ବୟଫ୍ରେନ୍ଡ ଚେଞ୍ଜ କରିଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଅଭିନେତ୍ରୀମାନଙ୍କ ବୟଫ୍ରେନ୍ଡ ବିଷୟରେ କହିବୁ ଯାହାଙ୍କ ବିଷୟରେ ପ୍ରାୟତଃ କେହି ଜାଣି ନାହାନ୍ତି । ଆପଣ ତାଙ୍କର ବୟଫ୍ରେନ୍ଡ ବିଷୟରେ ଜାଣିବେ ତେବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଦିଶା ପଟାନୀ

ଦିଶା ପଟାନୀଙ୍କ ଜନ୍ମ ୧୩ ଜୁନ ୧୯୯୨ରେ ବରେଲୀ ମୁମ୍ବାଇରେ ହୋଇଥିଲା । ବର୍ତ୍ତମାନ ସେ ୨୯ ବର୍ଷର ହୋଇ ଯାଇଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଲୀଉଡର ବହୁତ ହିଟ ଫିଲ୍ମରେ କାମ କରିସାରିଛନ୍ତି । ଯଦି ତାଙ୍କର ବୟଫ୍ରେନ୍ଡ ବିଷୟରେ କହିବୁ ତେବେ ତାଙ୍କର ବୟଫ୍ରେନ୍ଡ ହେଉଛନ୍ତି ଟାଇଗର ଶ୍ରଫ । ଟାଇଗର ଶ୍ରଫ ବି ବର୍ତ୍ତମାନ ସମୟରେ ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ଗତ କିଛି ବର୍ଷ ହେବ ଦୁଇ ଜଣ ରିଲେଶନସିପରେ ଅଛନ୍ତି । ଦୁଇ ଜଣ ପରସ୍ପରକୁ ଡେଟ ବି କରୁଛନ୍ତି ।

କ୍ରିତି ଖାରବନ୍ଦା

କ୍ରିତି ଖାରବନ୍ଦାଙ୍କ ଜନ୍ମ ୨୯ ଅକ୍ଟୋବର ୧୯୯୦ରେ ନୂଆ ଦିଲ୍ଲୀରେ ହୋଇଥିଲା । ୨୦୨୨ ହିସାବରେ ସେ ୩୧ ବର୍ଷର ହୋଇ ଯାଇଛନ୍ତି । କ୍ରିତି ଖାରବନ୍ଦା ବଲୀଉଡର ଫେମସ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ବଲୀଉଡର ବହୁତ ବଡ ବଡ ଷ୍ଟାରଙ୍କ ସହ କାମ କରିସାରିଛନ୍ତି । ତାଙ୍କର ବୟଫ୍ରେନ୍ଡଙ୍କ ନାଁ ପୁଲକିତ ସମ୍ରାଟ ଅଟେ । ପୁଲକିତ ସମ୍ରାଟ ବଲୀଉଡର ଅଭିନେତା ଅଟନ୍ତି ଓ ଦୁଇ ଜଣ ଏକତ୍ରିତ ବହୁତ ଫିଲ୍ମରେ କାମ କରିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ଦୁଇ ଜଣ ଲିଭଇନରେ ରହୁଛନ୍ତି ।

ନୋରା ଫତେହୀ

ନୋରା ଫତେହୀ ବଲୀଉଡର ଫେମସ ଡାନ୍ସର ଓ ଅଭିନେତ୍ରୀ ଅଟନ୍ତି । ସେ କାନାଡା ଦେଶର ବାସିନ୍ଦା ଅଟନ୍ତି । ସେ ବର୍ତ୍ତମାନ ୨୯ ବର୍ଷର ଅଟନ୍ତି । ଯଦି ତାଙ୍କର ବୟଫ୍ରେନ୍ଡଙ୍କ ବିଷୟରେ କହିବା ତେବେ ପ୍ରିନ୍ସ ନାରୁଲାଙ୍କ ସହ ତାଙ୍କର ଅଫେୟାର ଚାଲି ଥିଲା । କିନ୍ତୁ ବର୍ତ୍ତମାନ ନୋରା ଫତେହୀଙ୍କ ନାଁ ଫେମସ କୋରୟୋଗ୍ରାଫର ଟେରେନ୍ସ ଲେୱିସଙ୍କ ସହ ଯୋଡା ଯାଉଛି ।

କିୟାରା ଆଡବାନୀ

କିୟାରା ଆଡବାନୀ ବର୍ତ୍ତମାନ ବଲୀଉଡର ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇଛନ୍ତି । ସେ ବର୍ତ୍ତମାନ ୨୯ ବର୍ଷର ହୋଇ ଯାଇଛନ୍ତି । କହିଦେଉଛୁ କି କିୟାରା ଆଡବାନୀ ୨୦୧୪ରୁ ନିଜର ଫିଲ୍ମି କ୍ଯାରିୟର ଆରମ୍ଭ କରିଥିଲେ । ଆଜି ସେ ବଲୀଉଡର ଟପ ଅଭିନେତ୍ରୀ ହୋଇ ଯାଇଛନ୍ତି । ଯଦି ତାଙ୍କର ବୟଫ୍ରେନ୍ଡ ବିଷୟରେ କହିବା ତେବେ ସେ ସିଦ୍ଧାର୍ଥ ମାଲ୍ହୋତ୍ରାଙ୍କୁ ଡେଟ କରୁଛନ୍ତି ଓ ତାଙ୍କ ସହିତ ରିଲେଶନସିପରେ ଅଛନ୍ତି । କହିଦେଉଛୁ କି ଦୁଇ ଜଣନାକ ଅଫେୟାର ଫିଲ୍ମ ଶେରଶାହରୁ ଆରମ୍ଭ ହୋଇଥିଲା ।