ଏହି ଝିଅର ଡାନ୍ସ ଭିଡିଓ ଦେଖି ଦିବାନା ହେଲେ ଲୋକେ, ଆପଣ ବି ଦେଖି ହେଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ସୋସିଆଲ ମିଡିଆ ଏକ ଏମିତି ମାଧ୍ୟମ ହୋଇଯାଇଛି, ଯେଉଁଠି ସମସ୍ତେ ଯୋଡି ହେବା ପାଇଁ ଚାହାନ୍ତି । କାରଣ ଏହା ମାଧ୍ୟମରେ ଆଜି ଦେଶର ଯୁବ ପିଢିମାନେ ପୁରା ଦୁନିଆରେ ନିଜ ଭିତରେ ଥିବା ପ୍ରତିଭାକୁ ଦେଖାଇବାରେ ସଫଳ ପ୍ରମାଣିତ ହେଉଛନ୍ତି । ଯେଉଁ ଲୋକମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ବି ଚାନ୍ସ ମିଳୁ ନାହିଁ, ଏହିଭଳି ଲୋକମାନଙ୍କ ପାଇଁ ସୋସିଆଲ ମିଡିଆ ଏକ ବରଦାନ ଅଟେ ।

କହିବାକୁ ଗଲେ ଲେଖକ ଜାବେତ ଅଖତର ଓ ସୁଫି ଗାୟକ ନୁସରତ ଫତେହ ଅଲି ଖାନଙ୍କ ଦ୍ଵାରା ଲେଖା ଯାଇଥିବା ସବୁ ଗୀତ ବହୁତ ଫେମସ ହୋଇଥିଲା ଏବଂ ଏବେ ବି ସେହି ଗୀତ ଲୋକଙ୍କ ମନରେ ଅଛି ।

ଏହି ଗୀତ ମଧ୍ୟରୁ ଗୋଟିଏ ଥିଲା ‘ଆଫରୀଂ ଆଫରୀଂ’ । କେବଳ ଏତିକି ନୁହେଁ ଏହି ଗୀତର ଲୋକମାନଙ୍କ ମଧ୍ୟରେ ଏତେ ଚାହିଦା ବଢି ଯାଇଥିଲା କି କେତେକ ଲୋକମାନେ ତ ଏହି ଗୀତ ଉପରେ ନିଜର ଡାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ ବି କରିଥିଲେ ।

ଏହି କ୍ରମରେ ବର୍ତ୍ତମାନ ଦିନରେ ଇଣ୍ଟରନେଟରେ ଏହି ଗୀତକୁ ନେଇ ଏକ କୋରିୟୋଗ୍ରାଫର ପ୍ରୋନିତା ବିଜୟଙ୍କ ଡାନ୍ସ ଭିଡିଓ ବହୁତ ଭାଇରାଲ ହେଉଛି । ପ୍ରୋନିତା ବିଜୟ ଆଫରୀଂ ଆଫରୀଂ ଉପରେ ଜବରଦସ୍ତ ଡାନ୍ସ କରିଛନ୍ତି, ସେଥିପାଇଁ ତାଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ରୂପରେ ଭାଇରାଲ ବି ହେଉଛି । ପ୍ରୋନିତାଙ୍କ ଦ୍ଵାରା ସୋସିଆଲ ମିଡିଆର ପ୍ଲାଟଫର୍ମ ୟୁଟ୍ୟୁବରେ ନିଜର ଚ୍ୟାନେଲରେ ଏହି ବର୍ଷ ୧୧ ଜୁନକୁ ଅପଲୋଡ କରିଥିଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ବହୁତ ଲାଇକ ସହ ୨,୨୬,୪୦୫ ଲୋକ ଦେଖି ସାରିଛନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।