Bollywood ରେ ସବୁଠୁ ଅଧିକ ପତଳା ଅଟନ୍ତି ଏହି 4 ଜଣ ହିରୋଇନ, 4 ନମ୍ବର ହିରୋଇନ ଙ୍କ ଓଜନ ଶୁଣିଲେ ତ ଆପଣ ଚମକି ପଡିବେ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କାଳକର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସାନଦାର ଅଭିନୟ ପାଇଁ ନୁହେଁ ବରଂ ନିଜର ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ବଲିଉଡରେ ଅନେକ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ ମଧ୍ୟ ଫ୍ଯମାସ ହୋଇଥାନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ଶରୀରର ସ୍ଲିମ ବା ଯେଉଁମାନେ ଅଧିକ ପତଳା ହୋଇଥାନ୍ତି ସେମାନେ ମଧ୍ୟ ଦେଖିବାକୁ ବହୁତ ଗରଜେସ ଓ ଗ୍ଲାମରିୟସ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନେ କିଏ ଅଟନ୍ତି

“କ୍ରୀତ୍ତି ସେନନ” : ବଲିଉଡରେ “ହିରୋପନ୍ଥୀ” ଫିଲ୍ମ ଠାରୁ ଆରମ୍ଭ କରି “ଟାଇଗର ଶ୍ରଫ” ଫିଲ୍ମରେ ଡେବ୍ୟୁ କରିଥିବା ଅଭିନେତ୍ରୀ କ୍ରୀତ୍ତି ସେନନ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ସେ ଫିଲ୍ମ “ହାଉସଫୁଲ-୪”ରେ ମଧ୍ୟ ନଜର ଆସିଥିଲେ । ବଲିଉଡରେ ସବୁଠାରୁ ପତଳା ଓ ଲାମ୍ବା ଅଭିନେତ୍ରୀ ଭାବେ କୃତୀଙ୍କୁ ଜଣାଯାଏ । “ହିରୋପନ୍ଥୀ” ଫିଲ୍ମରେ ତାଙ୍କର ଓଜନ ୫୭କିଲୋ ଥିଲା କିନ୍ତୁ ବର୍ତ୍ତମାନ ତାଙ୍କର ଓଜନ ମାତ୍ର ୩୮କିଲୋ ଅଛି ।

“ଦିଶା ପଟାନି” : ଫିଲ୍ମ “ଏମେସ ଧୋନ”ରେ ସବୁଠାରୁ କିଉଟ ଅଭିନେତ୍ରୀ ଭାବେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡର ସବୁଠାରୁ ପତଳା ଅଭିନେତ୍ରୀ ଭାବେ ସେ ପରିଚିତ ଅଟନ୍ତି । ତାଙ୍କର ଓଜନ ମାତ୍ର ୪୫ କିଲୋ ଅଟେ ।

“ସୋନମ କପୁର” : ବଲିଉଡରେ ଅନେକ ହିଟ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଦେଖିବାକୁ ସୁନ୍ଦର ହେବା ସହ ବହୁତ ପତଳା ଓ ଲମ୍ବା ମଧ୍ୟ ଅଟନ୍ତି । ଗୋଟେ ସମୟରେ ତାଙ୍କର ଓଜନ ୭୫ କିଲୋ ଥିଲା । କିନ୍ତୁ ସମୟ ଅନୁସାରେ ସେ ତାଙ୍କର ଓଜନ ବହୁତ କମ କରିଛନ୍ତି । ବର୍ତ୍ତମାନ ତାଙ୍କର ଓଜନ ମାତ୍ର ୪୯ କିଲୋ ଅଟେ । ୨୦୧୮ ମେ ୮ରେ ବିଜନେସ ମ୍ୟାନ ଆନନ୍ଦ ଆହୁଜାଙ୍କ ସହ ସୋନମ କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

“ଡାଇନା ପ୍ୟାନ୍ଟି” : “ହାପି ଭାଗ ଯାଏଗୀ” ଓ “ପରମାଣୁ” ଫିଲ୍ମରେ ବଲିଉଡରେ ସାନଦାର ଅଭିନୟ କରିଥିବା ଅଭିନେତ୍ରୀ ଡାଇନା ପ୍ୟାନ୍ଟି ଫିଲ୍ମ ‘କକଟେଲ”ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ପ୍ରଥମ ଥର ଅଭିନେତା ସେଫଅଲ୍ଲୀ ଖାନ ଓ ଅଭିନେତ୍ରୀ ଦୀପିକା ପାଦୁକନଙ୍କ ସହ କାମ କରିଥିବାରୁ ତାଙ୍କୁ ଅସଲି ପରିଚୟ ମିଳିଥିଲା ।

ଏହି ଫିଲ୍ମ ପାଇଁ ସେ ବହୁତ ଚର୍ଚ୍ଚାରେ ରହିଥିଲେ । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ “କକଟେଲ” ଫିଲ୍ମରେ ବହୁତ ଫ୍ଯମସ ହୋଇଥିଲେ । ସେହି ସମୟରେ ତାଙ୍କର ଓଜନ କମ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ତାଙ୍କର ଓଜନ ଆହୁରି କମ କରିଛନ୍ତି । ବର୍ତ୍ତମାନ ତାଙ୍କର ଓଜନ ମାଟିର ୩୭ କିଲୋ ଅଟେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ