ଇଣ୍ଡିଆନ କ୍ରିକେଟର MS Dhoni ଙ୍କ ଜୀବନର ଅସଲ କାହାଣୀ (Biography)

କ୍ରିକେଟ ଦୁନିଆର ମହାନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସାରା ଭରତ ସହ ଭରତ ବାହାରେ ମଧ୍ୟ ଜାଣିଛନ୍ତି ତେବେ ଆପଣ ମାନେ ତାଙ୍କର ଲାଇଫ ବିଷୟରେ ଜାଣିଛନ୍ତି କି । ତେବେ ଆସନ୍ତୁ ଜାଣିବା ଧୋନୀଙ୍କ ବିଷୟରେ । ଧୋନୀ ଜନ୍ମ ଗ୍ରହଣ କରିଥିଲେ ଏକ ରାଜପୁତ୍ ବଂଶରେ । ତାଙ୍କର ଜନ୍ମ ସ୍ଥଳୀ ହେଉଛି ଝାଡଖଣ୍ଡ । ତାଙ୍କ ବାପାଙ୍କ ନାମ ମାନ ସିଂ ଧୋନୀ ଅଟେ ।  ତାଙ୍କର ଏକ ଭଉଣୀ  ଓ ଭାଇ ମଧ୍ୟ ଅଛନ୍ତି । ଧୋନୀଙ୍କୁ କ୍ରିକେଟ ଖେଳିବାକୁ ଭଲ ପାଉ ନଥିଲେ ମାତ୍ର ତାଙ୍କୁ ସଚିନଙ୍କର ଖେଳ ଦେଖିବା ପସନ୍ଦ ଥିଲା । ସେ ନିଜର ପାଠ ପଢା ରାଞ୍ଚିରେ କରିଥିଲେ।

ତାଙ୍କୁ ଫୁଟ ବଲ ଓ ବ୍ୟାଟ ମିଟନ ପସନ୍ଦ । ଧୋନୀ ଏହା ପରେ ନିଜର ପ୍ରଥମ ଭଲ ପାଇବା ପାଇଥିଲେ ୨୦୦୨ରେ। ମାତ୍ର ଏଥିରେ ଭାଗ୍ୟ ତାଙ୍କର ସହ ନଥିଲା । ସେ ପ୍ରିୟଙ୍କାଙ୍କୁ ଗୋଟେ ଦୁର୍ଘଟଣାରେ ହରାଇବା ପରେ ନିଜର ମାନସିକ ଶାନ୍ତି ହରାଇ ବସିଥିଲେ ।  ଏହା ପରେ ସେ ନିଜର ଚାକିରି ଛାଡିକି କେବଳ ଖେଳ ପ୍ରତି ଧ୍ୟାନ ଦେଲେ ।

BBCI ର ଟିମ ଆଗରେ ସେ ନିଜର ଖେଳ ଦେଖାଇ ଥିଲେ ବଡ ବଡ ଛକା ମାରିବା ପାଇଁ ସେ BBCI ଦ୍ଵାରା ଟିମ ଇଣ୍ଡିଆକୁ ଆସିଥିଲେ । ଧୋନୀ ଯେତେବେଳେ କେନିୟା ରେ ଭଲ ଖେଳି ଥିଲେ । ଏହା ପରେ ସୌରଭ ଗାଙ୍ଗୁଲୀ ତାଙ୍କୁ ଟିମ ଇଣ୍ଡିଆର ୧୧ ଜଣ ପିଲାଙ୍କ ଭିତରେ ନେଇଥିଲେ । ଏହା ପରେ ଧୋନୀ ଅନେକ ମ୍ଯାଚ ହାରିଥିଲେ ମାତ୍ର ସେ ଟିମରେ ଥିଲେ । ପାକିସ୍ଥାନ ସହ ହୋଇଥିବା ଦ୍ଵିତୀୟ ଖେଳରେ ଧୋନୀ ଗାଙ୍ଗୁଲି ତାଙ୍କୁ ୩ ନମ୍ବର ଖେଳାଳି ଭାବେ ଆଗକୁ ପଠାଇ ଥିଲେ ଏହା ପରେ ଧୋନୀ ପଛକୁ ଫେରି ନାହାଁନ୍ତି କେବେବି ।

ରାହୁଲ ଦ୍ରାବିଡ ନିଜର ଇସ୍ତଫା ଦେବା ପରେ ସଚିନ ଧୋନୀଙ୍କୁ କ୍ଯାପଟେନ କରିବାର ପ୍ରସ୍ତାବ ଦେଇଥିଲେ । ଧୋନୀ ଏହା ପରେ ଆଉ ପଛକୁ ଫେରି ନାହାନ୍ତି ।  ୨୦୧୧ରେ ଅଷ୍ଟ୍ରେଲିଆ କୁ ହାରାଇକି ଧୋନୀ ପ୍ରମାଣିତ କରିଥିଲେ କ୍ରିକେଟ ରେ ଭରତ ଆଉ ପଛରେ ନାଇଁ । ଏହା ପରେ ଧୋନୀ ୱାର୍ଲ୍ଡ କପର ମ୍ଯାଚରେ ମଧ୍ୟ ଭଲ ପଦର୍ଶନ କରିଥିଲେ । ଏହା ଭାରତ ପାଇଁ ଏକ ଇତିହାସ ସୃଷ୍ଟି କରିଥିଲା । ଏହା ପରେ ଧୋନୀ କେବେବି ଆଉ ପଛକୁ ଫେରି ନାହାନ୍ତି । ଇଣ୍ଡିଆ ମଧ୍ୟ ନିଜର ପୋଜିସନ କୁ ସୁଦୃଢ କରି ପାରିଛି ଧୋନୀଙ୍କ ତତ୍ଵାବଧାନରେ ।

ଧୋନୀ ୨୦୧୦ , ୨୦୧୧, ୨୦୧୮ ର IPL ମଧ୍ୟ ଜିତିଛନ୍ତି ।  ଏହା ପରେ ଆସନ୍ତୁ ଜାଣିବା ଧୋନୀ ଓ ତାଙ୍କ ପତ୍ନୀଙ୍କ ପ୍ରେମ କାହାଣୀ ବିଷୟରେ । ଧୋନୀ ଓ ଶାକ୍ଷସି ଗୋଟେ ସ୍କୁଲ ରେ ପାଠ ପଢୁଥିଲେ । ମାତ୍ର ଦୁହେଁ ପରସ୍ପରକୁ ଭଲ ଭାବୀ ଚିହିଁ ପାରି ନଥିଲେ । ଏହା  ପରେ ସାକ୍ଷସି ନିଜର ହୋଟେଲ ମ୍ୟାନେଜ ମେଣ୍ଟରେ କରିଥିଲେ । ଏହା ପରେ ସେ ନିଜର ଟ୍ରେନିଙ୍ଗ କରୁଥିଲେ ତାଜ ହୋଟେଲରେ ସେହି ସମୟରେ ଧୋନୀ ସେଠାକୁ ଯାଇଥିଲେ ନିଜର  ଟିମ ସହ ମାତ୍ର ସେଠି  ସାକ୍ଷସି ଧୋନିଙ୍କୂ ଏକ ସାଧାରଣ ଲୋକ ଭାବେ ବ୍ୟବହାର କରିଥିଲେ ।

ଏହା ଧୋନୀଙ୍କ ମନକୁ ଅଧିକ ପ୍ରଭାବ ପକାଇ ଥିଲା । ଏହା ପରେ ଧୋନୀ ଓ ସାକ୍ଷସି ନିଜର ପ୍ରେମ କାହାଣୀ ଆଗକୁ ନେଇଥିଲେ ଓ ଏହା ପରିଣତ ହୋଇ ଥିଲା ବିବାହରେ । ଏବେ ତାଙ୍କର ଏକ ଝିଅ ମଧ୍ୟ ଅଛି । ଏହା ଥିଲା ଧୋନୀଙ୍କ ବିଷୟରେ କିଛି । ଯଦି  ଆପଣଙ୍କୁ ଏହି ସୂଚନା  ଭଲ ଲାଗେ ତୀବେ ଆପାଣ ଆମକୁ  ମତା ମତ ଦେଇ ଜଣେଇବେ ଓ ଆମ ପେଜ କୁ ଗୋଟେ ଲାଇକ କରିବେ ।