Ajay Devagan ଙ୍କୁ ଜନ୍ମ ଦିନରେ Bollywood ଷ୍ଟାରମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, ପତ୍ନୀ Kajol ଦେଲେ ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଆପଣଙ୍କ ହୋସ ଉଡେଇ ଦେବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨ ଏପ୍ରିଲ ୨୦୨୧ ରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ୫୧ ବର୍ଷ ବୟସର ହୋଇଗଲେ । ନୂଆ ଦିଲ୍ଲୀ ର ଛୋଟ ପରିବାର ରେ ଜନ୍ମ ହୋଇଥିବା ଏହି ଅଭିନେତା ସ୍ୱୟଂ ମଧ୍ୟ ଭାବି ନଥିଲେ ସେ ଦିନେ ଏତେ ବଡ଼ ଷ୍ଟାର ହୋଇଯିବେ ବୋଲି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ଅଭିନେତା ଙ୍କୁ ତାଙ୍କ ଜନ୍ମଦିନ ରେ ପରିବାର ଏବଂ ବଲିଉଡ ସେଲିବ୍ରିଟି ଙ୍କ ତରଫ ରୁ ମିଳିଥିବା ଏକ୍ସପେନ୍ସିଭ ଗିଫ୍ଟ ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ଅଜୟ ଦେବଗନ ଙ୍କ ପତ୍ନୀ କାଜୋଲ । କାଜୋଲ ଅଜୟ ଙ୍କୁ ତାଙ୍କ ଜନ୍ମଦିନ ରେ ବିଚ୍ ରେ ସରପ୍ରାଇସ ପାର୍ଟି ଦେଇଥିଲେ ଏବଂ ଏକ ପ୍ରାଇଭେଟ ୟାଚ ଗିଫ୍ଟ କରିଥିଲେ । ଯେଉଁଥିରେ ଅନେକ ଲକ୍ସରିୟସ ଜିନିଷ ଏବଂ ଟେକ୍ନୋଲୋଜି ରହିଛି । ଏହାର ଦାମ ୪୦ କୋଟି ଟଙ୍କା ଅଟେ ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ନ୍ୟାସା ଦେବଗନ । ନ୍ୟାସା ନିଜ ପିତା ଙ୍କୁ ତାଙ୍କ ଜନ୍ମଦିନ ର ଅବସର ରେ ରୋଲେକ୍ସ ର ଏକ ଘଣ୍ଟା ଗିଫ୍ଟ ଦେଇଥିଲେ । ଯାହା ଗୋଲ୍ଡ ପ୍ଲାଟେଡ଼ ଅଟେ । ଏହାର ଦାମ ୨୦ ଲକ୍ଷ ଟଙ୍କା ଅଟେ ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଆମୀର ଖାଁ । ଆମୀର ଅଜୟ ଙ୍କୁ ଜନ୍ମଦିନ ରେ ହାର୍ରୀ ପଟର ନୋବେଲ ଗିଫ୍ଟ କରିଥିଲେ । ଯାହାର ଦାମ ୧୫୦୦୦ ଟଙ୍କା ଅଟେ ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ର କମେଡ଼ି କିଙ୍ଗ ଅର୍ସଦ ୱାର୍ସି । ଅର୍ସଦ ଅଜୟ ଙ୍କୁ ତାଙ୍କ ଜନ୍ମଦିନ ଅବସର ରେ ସନ୍ ଗ୍ଲାସ ଗିଫ୍ଟ କରିଥିଲେ ଯାହାର ଦାମ ୨ ଲକ୍ଷ ଟଙ୍କା ଅଟେ ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଭାଇଜାନ ସଲମାନ ଖାଁ । ସଲମାନ ଅଜୟ ଙ୍କୁ ତାଙ୍କ ଜନ୍ମଦିନ ରେ ଏକ ଜିମ୍ ସୁଟ ଗିଫ୍ଟ କରିଥିଲେ । ଯାହାର ଦାମ ୫ ଲକ୍ଷ ଟଙ୍କା ଅଟେ ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କରିନା କପୁର । କରିନା ଅଜୟ ଙ୍କୁ ତାଙ୍କ ଜନ୍ମଦିନ ରେ ପରଫ୍ୟୁମ୍ ର ଏକ ବାସ୍କେଟ ଗିଫ୍ଟ କରିଥିଲେ । ଏଥିରେ ଅନେକ ଏକ୍ସପେନ୍ସିଭ ବ୍ରାଣ୍ଡ ର ପରଫ୍ୟୁମ ଥିଲା । ଏହି ବାସ୍କେଟ ର ଦାମ ୧୦ ଲକ୍ଷ ଟଙ୍କା ଅଟେ ।

୭. ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ବିଗ୍ ବି ଅମିତାବ ବଚ୍ଚନ । ଅଜୟ ଙ୍କ ଜନ୍ମ ଦିନ ରେ ଅମିତାବ ବଚ୍ଚନ ହ୍ୟାଣ୍ଡ ରାଇଟିଂ ନୋଟ ଏବଂ ଏକ ଏକ୍ସପେନସିଭ ଇଙ୍କ ପେନ ଗିଫ୍ଟ କରିଥିଲେ । ଯାହାର ଦାମ ୧.୫ ଲକ୍ଷ ଟଙ୍କା ଅଟେ ।

୮. ବନ୍ଧୁଗଣ ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ବଲିଉଡ କୁଇନ ଐଶ୍ୱରୀୟା ରାୟ । ଐଶ୍ୱରିୟା ଅଜୟ ଙ୍କୁ ତାଙ୍କ ଜନ୍ମଦିନ ଅବସର ରେ ଫୁଲ ର ଏକ ବୁକେ ଏବଂ ଏକ ଲେଦର ଜ୍ୟାକେଟ ଗିଫ୍ଟ କରିଥିଲେ । ଯାହାର ଦାମ ୧୦ ଲକ୍ଷ ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।