ଏହି ସୁନ୍ଦରୀ ହିରୋଇନ ଙ୍କ ପାଇଁ Salman ଫିଲ୍ମରେ ଦିଅନ୍ତି ନାହିଁ କିସିଙ୍ଗ ସୀନ, ହିରୋଇନଙ୍କ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ହେବ ଆପଣ !

ସଲମାନ୍ ଖାନ୍ ବଲିଉଡର ଭାଇଜାନ୍ କୁହା ଯାଆନ୍ତି ଏବଂ ତାଙ୍କ ଫ୍ୟାନ୍ ମଧ୍ୟ ଏହି ନାମରେ ଡାକନ୍ତି । ବଲିଉଡର ସଲମାନ୍ ଖାନ୍ ହେଉଛନ୍ତି ଜଣେ ଏମିତି ଅଭିନେତା ଯିଏ ଆଜି ପର୍ଯ୍ୟନ୍ତ କୈାଣସି କି-ସ୍ ସିନ୍ କରି ନାହାନ୍ତି । କି-ସ୍ ସିନ୍ ରୁ ଦୂରେଇ ରୁହନ୍ତି । ସଲମାନ୍ ନିଜର କୈାଣସି ଫିଲ୍ମ କରିବା ପୂର୍ବରୁ କି-ସି-ଙ୍ଗ୍ ସିନ୍ ହଟାଇ ଦିଅନ୍ତି । ଏହାପରେ ସେ ଫିଲ୍ମ ସୁ-ଟିଂ ପାଇଁ ହଁ କୁହନ୍ତି । ଏହା ପଛରେ ସଲମାନ୍ ଖାନ୍ ଙ୍କ ଗୋଟିଏ ବହୁତ ବଡ କାରଣ ଅଛି । ଏମିତି ବଲିଉଡର ବଡ଼ ହସ୍ତି ଶାହାରୁଖ ଖାନ୍, ଅମିର୍ ଖାନ୍ ଏବଂ ଅଜୟ ଦେବଗନ ଏହିଭଳି କି-ସ୍ ସିନ୍ ଦବାକୁ ଭାବନ୍ତି ନାହିଁ ।

ଫିଲ୍ମ ‘ମେନେ ପ୍ୟାର୍ କିୟା’ ରେ ଭାଗ୍ୟ ଶ୍ରୀ ଏବଂ ସଲମାନ୍ ଖାନ୍ ଯୋଡିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥିଲେ । ଥରେ ଜଣେ ଫଟୋଗ୍ରାଫର ଫଟୋ ସୁ-ଟିଂ ବେଳେ କି-ସ୍ କରିବାକୁ କହିଥିଲେ ସଲମାନ୍ ଖାନ୍ ଙ୍କୁ କିନ୍ତୁ ସେ ସିଧାସଳଖ ଏମିତି କରିବାକୁ ମନା କରିଦେଇଥିଲେ । ଯେତେବେଳେ ଭାଗ୍ୟଶ୍ରୀଙ୍କୁ ଏହି ବିଷୟରେ ଜଣା ପଡ଼ିଲା ସେତେବେଳେ ତାଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଗଲା । ଏହି କଥାର ଖୁଲାସା ଭାଗ୍ୟଶ୍ରୀ ଗୋଟିଏ ସାକ୍ଷାତକାରରେ କହିଥିଲେ ।

ଭାଗ୍ୟଶ୍ରୀ କହିଥିଲେ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର ଥିଲେ, ସୈ ଏବେ ନାହାଁନ୍ତି । ସେ ସଲମାନ୍ ଏବଂ ତାଙ୍କର କିଛି ଅ-ନ୍ତ-ର-ଙ୍ଗ ଫଟୋ ନେବାକୁ ଚାହୁଁଥିଲେ । ସେଥିପାଇଁ ସଲମାନ୍ ଖାନ୍ ଙ୍କୁ ସାଙ୍ଗରେ ନେଇଗଲେ ଏବଂ କହିଲେ ଯେତେବେଳେ ମୁଁ କ୍ୟାମେରା ପ୍ରସ୍ତୁତ କରିବି ସେତେବେଳେ ତୁମେ ତାଙ୍କ ଓଠରେ କି-ସ୍ କରିଦବ । କିନ୍ତୁ ସଲମାନ୍ ସିଧା ମନା କରି ଦେଇଥିଲେ ।ଭାଗ୍ୟଶ୍ରୀ କହିଲେ ସେ ଯେତେବେଳେ ନୂଆ ଥିଲେ ସେତେବେଳେ ଫଟୋଗ୍ରାଫର ଭାବିଲେ ସେ ଯାହା ଚାହିଁବେ ସେପରି କରେଇ ନେବେ ।

ସେତେବେଳେ ସଲମାନ୍ ଖାନ୍ ଙ୍କୁ ଜଣା ନଥିଲା ମୁଁ ତାଙ୍କ ପାଖରେ ଠିଆ ହୋଇ ସମସ୍ତ କଥା ଶୁଣି ନେବି । ସଲମାନ୍ କହିଲେ ମୁଁ ଏମିତି କିଛି କରି ପାରିବି ନାହିଁ, ଯଦି ଏହିପରି କିଛି ପୋଜ୍ ଦରକାର ତେବେ ଭାଗ୍ୟଶ୍ରୀଙ୍କୁ ପଚାରିବାକୁ ହେବ । ଭାଗ୍ୟଶ୍ରୀ କହିଲେ ମୁଁ ପ୍ରକୃତରେ ସେଥିପାଇଁ ସଲମାନ୍ ଖାନ୍ ଙ୍କ ଉତ୍ତରକୁ ସମ୍ମାନ କରେ ଏବଂ ସେତେବେଳେ ମତେ ଅନୁଭବ ହେଲା ଯେ ମୁଁ ଠିକ୍ ଲୋକଙ୍କ ସାଙ୍ଗରେ ଅଛି ।

ସେଇଠି ଫିଲ୍ମ ସୁ-ଟିଂ ସମୟରେ ସୁରଜ୍ ବର୍ଜାତିଆ ଭାଗ୍ୟଶ୍ରୀ ଏବଂ ସଲମାନ୍ ଖାନ୍ ଙ୍କ କି-ସି-ଙ୍ଗ୍ ସିନ୍ ପାଇଁ ଖୁବ୍ ମନେଇ ଥିଲେ କିନ୍ତୁ ଦୁହେଁ ଏହି କି-ସ୍ ସିନ୍ ପାଇଁ ଜମାବି ପ୍ରସ୍ତୁତ ନଥିଲେ । ତେବେ ସୁରଜ୍ ବର୍ଜାତିଆ ଦୁଇ ଜଣଙ୍କ ମଧ୍ୟରେ କାଚ ଲଗାଇଲେ ଏହାପରେ ଯାଇ ସିନ୍ ସୁ-ଟିଂ ହେଲା । ଏହାପରେ ସଲମାନ୍ ଆଜି ପର୍ଯ୍ୟନ୍ତ କୈାଣସି କି-ସ୍ ସିନ୍ ଦେଇ ନାହାନ୍ତି । ଫିଲ୍ମରେ ଆସିବା ପୁର୍ବରୁ ସେ ସ୍ଥିର କରିଥିଲେ କୈାଣସି ହିରୋଇନଙ୍କୁ କି-ସ୍ କରିବେ ନାହିଁ । ସେ ନିଜକୁ କରିଥିବା ସପଥ ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହାଁନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।