ନା ସ୍ବାମୀ, ନା ଫିଲ୍ମ, ନା ସିରିଏଲ, ତେବେ କେମିତି ପିଲାଙ୍କର ସବୁ ଖର୍ଚ୍ଚ ଉଠେଇଥାନ୍ତି Karishma, ଜାଣନ୍ତୁ ତାଙ୍କ ପାଖକୁ କେଉଁଠୁ ଆସେ କୋଟି କୋଟି ଟଙ୍କା

୯୦ ଦଶକର ବଲିଉଡ ଅଭିନେତ୍ରୀ କରିସ୍ମା କପୁର ନିଜ ଫିଲ୍ମ ଓ ସୁନ୍ଦରତା ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ଦଶକରେ ସେ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । କରିସ୍ମା କପୁର ବହୁତ ସମୟ ପୂର୍ବରୁ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । ସେ ମୁମ୍ବାଇରେ ନିଜ ଝିଅ ସମାୟରା ଓ ପୁଅ କିୟାନଙ୍କ ସହ ରହୁଛନ୍ତି । ୨୦୦୩ରେ ସେ ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କା ସହ ବିବାହ କରି ମନାନ୍ତର ହେବାରୁ ୨୦୧୬ରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଦୁହିଙ୍କ ଅଲଗା ହେବା ପରେ ଦୁଇ ପିଲାଙ୍କର ଦାୟିତ୍ଵ କରିସ୍ମାଙ୍କୁ ମିଳିଥିଲା ।

କରିସ୍ମା ବହୁତ ଭଲ ଭାବେ ନିଜ ପିଲାଙ୍କର ରକ୍ଷଣବେକ୍ଷଣ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ କରିସ୍ମା କପୁର କିଭଳି ନିଜର ଓ ନିଜ ପିଲା ମାନଙ୍କର ଦାୟିତ୍ଵ ନେଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଯଦିଓ ସଞ୍ଜୟ ଓ କରିସ୍ମା ପରସ୍ପର ଠାରୁ ଅଲଗା ହୋଇଛନ୍ତି କିନ୍ତୁ ସଞ୍ଜୟ ନିଜ ପିଲା ମାନଙ୍କର ବହୁତ ଭଲ ଭାବେ ଯତ୍ନ ନିଅନ୍ତି ।

ଦୁଇ ପିଲାଙ୍କର ଖର୍ଚ୍ଚ ସଞ୍ଜୟ ଉଠାଉଛନ୍ତି । ଯେବେ ସଞ୍ଜୟ ଓ କରିସ୍ମା ଅଲଗା ହୋଇଥିଲେ ସେତେବେଳେ ପିଲାଙ୍କର ଫାଇନାନ୍ସିଆଲକୁ ଆଖି ଆଗରେ ରଖି ସଞ୍ଜୟଙ୍କୁ ଦାଯିଯବ ଦିଆଯାଇ ଥିଲା । ଯେବେ ସଞ୍ଜୟ ଓ କରିସ୍ମା ଅଲଗା ହୋଇଥିଲେ ସେତେବେଳେ କରିସ୍ମା ବହୁତ ପଇସା ପାଇଥିଲେ । ବଲିଉଡର ସବୁଠାରୁ ମେହେଙ୍ଗା ତଲାକ ଭାବେ ସଞ୍ଜୟ ଓ କରିସ୍ମାଙ୍କ ସଂପର୍କକୁ ଜଣାଯାଏ । ମୁମ୍ବାଇର ଯେଉଁ ଘରେ ବର୍ତ୍ତମାନ କରିସ୍ମା ରହୁଛନ୍ତି ତାହା ସଞ୍ଜୟଙ୍କର ପିତାଙ୍କର ଥିଲା ଯାହା କରିସ୍ମାଙ୍କୁ ସଞ୍ଜୟଙ୍କ ଠାରୁ ଅଲଗା ହେବା ପରେ ମିଳିଥିଲା ।

କରିସ୍ମାଙ୍କୁ ପ୍ରତି ମାସରେ 10 ଲକ୍ଷ ତାଙ୍କ ମିଳିଛି : କରିସ୍ମା କୌଣସି ଫିଲ୍ମ ନ କରୁଥିଲେ ମଧ୍ୟ ମାସକୁ ସେ ଲକ୍ଷ ଲକ୍ଷ ଟଙ୍କା ପାଉଛନ୍ତି । ସଞ୍ଜୟ ନିଜ ପିଲାଙ୍କ ନାଁରେ ୧୪ କୋଠିର ବନ୍ଦ କରିଥିଲେ ଯାହାର ସୁଧ ବାବଦ ୧୦ ଲକ୍ଷ ଟଙ୍କା ବର୍ତ୍ତମାନ କରିସ୍ମା ପାଉଛନ୍ତି । ଏହା ବ୍ଯତୀତ ସମାୟରା ଓ କିୟାନଙ୍କର ପାଠପଢା, ଖାଇବା-ପିଇବା, ରହିବାର ଖର୍ଚ୍ଚ ସଞ୍ଜୟ ଉଠାଉଛନ୍ତି ।

ଅଲଗା ହେବା ପରେ ଦୁଇ ପିଲା କରିସ୍ମାଙ୍କ ପାଖରେ ଥିଲେ ମଧ୍ୟ ସେମାନେ ତାଙ୍କ ପିତା ସଞ୍ଜୟଙ୍କ ସାଥିରେ ଟାଇମ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି । ଛୁଟି ସମୟରେ ଦୁଇ ପିଲା ନିଜ ପିତାଙ୍କ ପାଖରେ ରହିବାକୁ ଦିଲ୍ଲୀ ଯାଇଥାନ୍ତି । ଏହା ଛଡା ସଞ୍ଜୟ ମଧ୍ୟ ନିଜ ପିଲାମାନଙ୍କୁ ଦେଖା କରିବାକୁ ମୁମ୍ବାଇ ଆସିଥାନ୍ତି । କରିସ୍ମା ଓ ସଞ୍ଜୟ ନିଜ ସମ୍ପର୍କକୁ ନେଇ ଅଲଗା ହୋଇଥିଲେ ମଧ୍ୟ ନିଜ ପିଲାମାନଙ୍କ ପାଇଁ କିଛି ସମୟ ପାଇଁ ଏକାଠି ହୋଇଥାନ୍ତି ।

କିଛି ମାସ ପୂର୍ବେ ସଞ୍ଜୟଙ୍କୁ ତାଙ୍କ ପୁଅ କିୟାନଙ୍କ ସହ ଲଞ୍ଚ କରିବାର ଦେଖାଯାଇଥିଲା । ସେଠାରେ କରିସ୍ମା ମଧ୍ୟ ଉପସ୍ଥିତ ଥିଲେ । କରିସ୍ମା ୧୯୯୧ରେ “ପ୍ରେମ କେଦି” ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ “ରାଜା ହିନ୍ଦୁସ୍ତାନୀ”, “କୁଲି ନମ୍ବର ୱାନ”, “ହମ ସାଥ ସାଥହେ”, “ରାଜାବାବୁ”,”ଜିତ”,”ଦିଲ ତୋ ପାଗଳ ହେ” ଆଦି ଫିଲ୍ମରେ କମ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।