କଟରିନାଙ୍କ ଠୁ ବି ଅଧିକ ସୁନ୍ଦର ଅଟନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ, ସୁନ୍ଦରତାର ଦିବାନା ହୋଇଯିବେ, ଦେଖନ୍ତୁ

ଛୋଟ ପରଦାରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ସିଂହ ରାଜପୁତ ଆଜି ବଲୀଉଡର ଏକ ଜଣା ଶୁଣା ଅଭିନେତା ଅଟନ୍ତି । ସୁଶାନ୍ତଙ୍କୁ ପ୍ରଥମେ ଜି ଟିଭି ର ଶୋ ‘ପବିତ୍ର ରିସ୍ତା’ରେ ବ୍ରେକ ମିଳିଥିଲା । ଏହି ସିରିୟଲ ଦ୍ଵାରା ସେ ଘରେ ଘରେ ଫେମସ ହୋଇଗଲେ । ଏହା ପରେ ବଲୀଉଡରେ ତାଙ୍କର ଏଣ୍ଟ୍ରି ଫିଲ୍ମ ‘କାଈ ପୋ ଚେ’ ରୁ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ପ୍ରମାଣିତ ହେଲା ଓ ସୁଶାନ୍ତ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଚେହରା ହୋଇଗଲେ ।

ବର୍ତ୍ତମାନ ହିଁ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ‘ଛିଛୋରେ’ ବକ୍ସ ଅଫିସରେ ବହୁତ ଭଲ ଆୟ କରୁଛି । କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କର ସୁନ୍ଦରୀ ଭଉଣୀ ସହ ସାକ୍ଷାତ କରାଇବାକୁ ଯାଉଛୁ ।

ସୁଶାନ୍ତ ସିଂହ ରାଜପୁତଙ୍କର ଭଉଣୀ ଅଟନ୍ତି ବହୁତ ସୁନ୍ଦର

ସୁଶାନ୍ତ ସିଂହ ରାଜପୁତଙ୍କର ଏକ ସୁନ୍ଦର ଭଉଣୀ ଅଛନ୍ତି । ଯାହାଙ୍କର ନାମ ଶ୍ୱେତା ସିଂହ କୀର୍ତି ଅଟେ । କହିବାକୁ ଗଲେ ସୁଶାନ୍ତଙ୍କୁ ଆଜି ପୁରା ଦୁନିଆ ଚିହ୍ନିଛନ୍ତି କିନ୍ତୁ ତାଙ୍କ ଭଉଣୀ ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସୁନ୍ଦରତା ମାମଲାରେ କୌଣସି ବଲୀଉଡ ଅଭିନେତ୍ରୀ ଠାରୁ କମ ନୁହନ୍ତି ।

ଶ୍ୱେତା ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି ଓ ସେ ପ୍ରାୟତଃ ନିଜର ଫଟୋ ଶେୟାର କରିଥାନ୍ତି । କହିଦେଉଛୁ କି ଶ୍ୱେତା ବିବାହିତ ଅଟନ୍ତି ଓ ତାଙ୍କର ଏକ ପୁଅ ବି ଅଛି । ଆଜିର ଏହି ପୋଷ୍ଟରେ ଆମେ ଶ୍ୱେତାଙ୍କର କିଛି ଫଟୋ ନେଇ ଆସିଛୁ । ଯାହାକୁ ଆପଣ ଆଗରୁ କେବେ ବି ଦେଖି ନ ଥିବେ ଓ ତାଙ୍କର ସୁନ୍ଦରତାକୁ ଦେଖି ଆପଣ ବି ତାଙ୍କର ଫ୍ୟାନ ହୋଇଯିବେ ।

ଦେଖନ୍ତୁ ଶ୍ୱେତା ସିଂହ କୀର୍ତିଙ୍କର କିଛି ସୁନ୍ଦର ଫଟୋ –

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ସୌଜନ୍ଯ – NewsTrend