ବାହାଘରକୁ ଦୁଇ ମାସ ନ ପୁରୁଣୁ କାହିଁକି ସ୍ବାମୀଙ୍କ ଠୁ ଅଲଗା ହେଲେ Janklin, ମୁହଁ ଖୋଲି କଣ କହିଲେ ସ୍ଵାମୀ Arabinda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ବିଶେଷ କରି ଟେଲିଭିଜନ ଜଗତରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଆଜିକାଲି ଘରେ ଘରେ ପରିଚିତ ହୋଇ ପାରିଛି ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହୀ ହେଉଛନ୍ତି ।

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପ୍ରଫୋମାଂସ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ ଜାଣିଥିବେ ଟିଭି ଜଗତର ଅଭିନେତା ଅରବିନ୍ଦ ଓ ଅଭିନେତ୍ରୀ ଜ୍ୟାକଲିନ ପରିଡା ପ୍ରେମ କରି ବିବାହ ବନ୍ଧନରେ ସବୁ ଦିନ ପାଇଁ ବାନ୍ଧି ହୋଇଛନ୍ତି । ଦୁହେଁ ପରସ୍ପର ସହ ବେଶ ହସ ଖୁସିରେ ଟାଇମ ସ୍ପେନ୍ଡ କରିବାର ନଜର ଆସୁଛନ୍ତି ।

ଅରବିନ୍ଦ ଓ ଜ୍ୟାକଲିନ ସୋସିଆଲ ମିଡିଆରେ ନିଜର ଭିଡିଓ କରି ଫ୍ୟାନ୍ସ ମାନଙ୍କ ସହ ଶେୟାର କରୁଛନ୍ତି ଯେଉଥିରୁ ଜଣା ପଡୁଛି ଯେ ଜ୍ୟାକଲିନ ନିଜ ପରିବାର ଲୋକଙ୍କ ସହ ବେଶ ମଜାମସ୍ତି କରୁଛନ୍ତି । ବର୍ତ୍ତମାନ ଅରବିନ୍ଦ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଜ୍ୟାକଲିନ ତାଙ୍କୁ ଛାଡି ପଳାଇଛନ୍ତି । ପ୍ରକୃତରେ ଜ୍ୟାକଲିନ ଶୁ-ଟି-ଙ୍ଗ କରିବା ପାଇଁ ଶୁ-ଟି-ଙ୍ଗ ସେଟକୁ ଯାଇଛନ୍ତି ବୋଲି ଅରବିନ୍ଦ ଏହି ଭିଡିଓରେ ଦର୍ଶାଇଛନ୍ତି ।

ଅରବିନ୍ଦ କହିଛନ୍ତି ଯେ ତାଙ୍କ ବିବାହ ଗତ ଦୁଇ ମାସ ହେବ ହୋଇଥିଲେ ମଧ୍ୟ ଜ୍ୟାକଲିନ ଶୁ-ଟି-ଙ୍ଗ କରିବା ପାଇଁ ତାଙ୍କୁ ଛାଡି ଚାଲି ଯାଇଛନ୍ତି ଯାହା ଫଳରେ ସେ ଏକା ହୋଇ ଯାଇଛନ୍ତି । ଏହି ଭିଡିଓରେ ଅରବିନ୍ଦ ନିଜ ପାଖରେ ଏକ ଟେଡିକୁ ରଖିବାର ନଜର ଆସୁଛନ୍ତି । ଏହି ଭିଡିଓରେ ଅରବିନ୍ଦ କହିଛନ୍ତି ଯେ ପ୍ରିୟଙ୍କା ଯଦି ଜ୍ୟାକଲିନଙ୍କୁ ଅଧିକ ସମୟ ରଖିବେ ତେବେ ସେ ବେଶି ସମୟ ଯାଏଁ ଜ୍ୟାକଲିନଙ୍କୁ ଛାଡି ରହି ପାରିବେ ନାହି କାରଣ ସେ ଗୋଟେ ଗରିବ ପିଲା ଏଭଳି କିଛି କଥା ଅରବିନ୍ଦ କହିଛନ୍ତି ।

 

ଏହା ଛଡା ସୋମାଲିନଙ୍କୁ ଚିଡାଇବା ତାଙ୍କର ବ୍ୟକ୍ତିଗତ ଅଧିକାର ବୋଲି ଅରବିନ୍ଦ ଏହି ଭିଡିଓରେ କହିଛନ୍ତି । ଏହା ସହ ଦୁନିଆରେ ସୋମାଲିନ ହିଁ ଏକମାତ୍ରର ମଣିଷ ଯାହାକୁ ଲାଇନ ମାରିବା ଲାଇସେନ୍ସ ପ୍ରାପ୍ତ ବୋଲି ଅରବିନ୍ଦ ମଜାକରେ କହିଛନ୍ତି । ଜ୍ୟାକଲିନଙ୍କୁ ମନେ ପକାଇ ନିଜକୁ ଅଧୁରା ମନେ କରିବା ସହ ଜ୍ୟାକଲିନ ତାଙ୍କର ଅର୍ଦ୍ଧାଙ୍ଗିନୀ ବୋଲି ଅରବିନ୍ଦ କହିଛନ୍ତି ।

ଜ୍ୟାକଲିନ ଶୁ-ଟି-ଙ୍ଗ ସେଟରେ ବହୁତ ପରିଶ୍ରମ କରୁଛନ୍ତି । ସେଠାରେ ଜ୍ୟାକଲିନ ଝାଳ ବୁହାଇ ତାଙ୍କ ପରିବାର ପାଇଁ ମେହନତ କରୁଛନ୍ତି ବୋଲି ଅରବିନ୍ଦ ନିଜ ମତରେ କହିଛନ୍ତି । ଏହା ସହ ସେ ଘରେ ଏସି ଲଗାଇ ମଜାମସ୍ତି କରି ଆଡ଼ାମ କରୁଛନ୍ତି ବୋଲି ଅରବିନ୍ଦ ଏହି ଭିଡିଓରେ ଶେୟାର କରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।