ଯେଉଁ ସ୍ତ୍ରୀ ପାଖରେ ଥାଏ ଏହି ସବୁ ଗୁଣ, ସେ ହୋଇଥାଏ ବହୁତ ଭାଗ୍ୟଶାଳି, ହସ ଖୁସିରେ ଭରିଦିଏ ଆପଣଙ୍କ ଜୀବନ- Chanakya Niti

ହିନ୍ଦୁ ଧର୍ମ ଗ୍ରନ୍ଥରେ ସ୍ତ୍ରୀ କୁ ଦେବୀର ମାନ୍ୟତା ଦିଆଯାଇଛି । ଧର୍ମ ରେ ଉଲେଖ ଥିବା ମତ ଅନୁସାରେ ଲକ୍ଷ୍ମୀ , ସରସ୍ଵତୀ , ମା ଦୂର୍ଗା ର ମାନ୍ୟତା ମିଳିଛି ଏହି ମତ ଅନୁସାରେ ଅଲଗା ଅଲଗା ଭାବେ ବର୍ଣନା କରା ଯାଇଛି ସ୍ତ୍ରୀ ମାନଙ୍କୁ ଗରୁଡ ପୁରାଣ ଅନୁସାରେ କେଉଁ ସ୍ତ୍ରୀ ମାନେ ଘରକୁ ଗଲେ ସେମାନେ ନିଜର ପାରିବାରର ଧନ ବୃଦ୍ଧି କରନ୍ତି । କିଛି ସ୍ତ୍ରୀ ଘରେ ପାଦ ଦେବା ମାତ୍ରେ ଘରେ ଥିବା ସବୁ ପ୍ରକାର ଅସୁବିଧା ଦୂର ହୋଇ ଯାଇ ଥାଏ  । ଗୋଟେ ପୁରୁଷର ଅର୍ଦ୍ଧଙ୍ଗିଣୀ ତାର ସ୍ତ୍ରୀ ଅଟେ । ପ୍ରକୃତରେ ଉପରକୁ ଉଠିଥିବା ପୁରୁଷ ପଛରେ ଜଣେ ସଫଳ ନାରୀର ହାତ ଥାଏ ।

କିଛି ନାରୀ ମାନେ ଏତେ ଶୁଭ ଫଳ ଦାତ୍ରୀ ହୋଇଥାନ୍ତି କି ସେମାନଙ୍କ ଆଗମନର ସୂଚନା ରୁ ହିଁ ଶୁଭଖବର ମିଳେ । ତେବେ ଗରୁଡ ପୁରାଣରେ ଏଭଳି କିକି ନାରୀ ମାନଙ୍କ ବିଷୟରେ କୁହା ଯାଇଛି ଯେଉଁ ମାନେ ସାକ୍ଷାତ ମା ଲକ୍ଷ୍ମୀ ଙ୍କର ରୂପ ଅଟନ୍ତି । ଏହି ଭଳି ସ୍ତ୍ରୀ ମାନେ ଘରେ ପ୍ରବେଶ ମାତ୍ରାରେ ଖରାପ ଶକ୍ତିର ନାସ ହୋଇ ଥାଏ ।

ସେମାନେ ଯେଉଁ ଘରେ ପାଦ ଦିଅନ୍ତି ସେଇ ଘରର ଲୋକ ମାନଙ୍କର ସୋଇଥିବା ଭାଗ୍ୟ ଚମକି ଉଠେ । କୀଛି  ସ୍ତ୍ରୀ ଏଭଳି ବି ଅଛନ୍ତି ଯେଉଁ ମାନେ ତାଙ୍କ ପରିବାରକୁ ତଳର ତଳକୁ ନେଇ ଯାନ୍ତି । କିଛି ସ୍ତ୍ରୀ ସତୀ ସାବିତ୍ରୀଙ୍କ ଭଳି ମଧ୍ୟ ଅଛନ୍ତି ଯେଉଁ ମାନେ ନିଜର ପତି କୁ ଯମ ପାଖରୁ ଛଡାଇ ଆଣିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କଣ ଲକ୍ଷଣ ଥିବା ସ୍ତ୍ରୀ ଥିଲେ ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ସହ ଥାନ୍ତି । ତେବେ ଆସନ୍ତୁ ଜାଣିବା ଗରୁଡ ପୁରାଣରେ କଣ ଉଲ୍ଲେଖ କରା ଯାଇଛି ।


ଯେଉଁ ସ୍ତ୍ରୀ ସକାଳୁ ଉଠି ନିଜରନିତ୍ୟ କର୍ମ କରେ ସେ ଭଳି ସ୍ତ୍ରୀ ପ୍ରତେକ ଦେବତା ମାନଙ୍କର ଆଶୀର୍ବାଦ ପାଇ ଥାଏ । ସେହି ଘରେ ସବୁ ପ୍ରକାର ସୁଖ ସମୃଦ୍ଧି ବାସ କରେ । ଯେଉଁ ସ୍ତ୍ରୀ ସୂର୍ଯ୍ୟ ଉଦୟ ପରେ ମଧ୍ୟ ସୋଇ ଆହେ ସେ ଭଳି ସ୍ତ୍ରୀ ସବୁବେଳେ ମା ଙ୍କୁ ନିରାଶ କରିଥାଏ ।  ନିଜର ନିତ୍ୟ କାମ ସାରିବା ପରେ ଯେଉଁ ସତରେ ବିଧି ଅନୁସାରେ ଭଗବାନଙ୍କୁ ପୂଜା କାରଥାଏ ସେହିଭଳି ସ୍ତ୍ରୀ ସବୁ ବେଳେ ସଖୀ ରହେ ।

ଯେଉଁ ସ୍ତ୍ରୀ ଭଗବାନଙ୍କୁ ପୂଜା କରିବା ପରେ ସାରା ଘରେ ନିଯେ  ଆରତୀ କରେ ସେ ଭଳି ସ୍ତ୍ରୀ ତିଳେ ଘରୁ କେବେହେଲେ ସୁଖ ଦୂରେଇ ରୁହେନୀ ।  ସ୍ଵଛତା ପ୍ରିୟା ମହିଳା ଲକ୍ଷ୍ମୀ ଙ୍କର ପ୍ରିୟା ଅଟେ । ଯେଉଁ ସ୍ତ୍ରୀ ଘରେ ଅଳିଆ କରି ରଖେ ନିଜେ ମଧ୍ୟ ପରିଷ୍କାର ହୁଏନି ଏଭଳି ସ୍ତ୍ରୀ କୁ ଅଲକ୍ଷ୍ମୀ କୁହା ଯାଏ । ଯେଉଁ ସ୍ତ୍ରୀ ନିଜର ସ୍ବାମୀର ସେବା କରେ ସେ ଭଳି ସ୍ତ୍ରୀ ଥିଲେ ଘରେ କେବେହେଲେ ଖାଇବା ଅଭାବ ହୁଏନି ।

ଯେଉଁ ସ୍ତ୍ରୀ ନିଜ ସ୍ବାମୀର ସେବାକୁ ହିଁ ହୀନା ମାନେ ସେ କେବେବି ମା ଙ୍କର କୃପା ପାଇ ପାରେନି । ଯେଉଁ ସ୍ତ୍ରୀ ର ଖାଇବାକୁ ଲୋକ ପସନ୍ଦ କରନ୍ତି ଏଭଳି ଘରେ ଦେବତା ମଧ୍ୟ ଖାଦ୍ଯ ଗ୍ରହଣ ପାଇଁ ଆସନ୍ତି ମାତ୍ର ଯେଉଁ ସ୍ତ୍ରୀ ଅସ୍ବଚ୍ଛ ଭାବେ ଖାଦ୍ଯ ବନାଇ ଥାଏ ସେ ଭଳି ସ୍ତ୍ରୀ ଘରକୁ ବିପଦ ଟାଣି ଆଣିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।