ଏହି ଆକ୍ଟରଙ୍କ ପାଇଁ ବରବାଦ ହୋଇଗଲା ସୁନ୍ଦରୀ ତବୁ ଙ୍କ ଜୀବନ, ସେଥିପାଇଁ ଆଜି 47 ବର୍ଷ ବୟସରେ ମଧ୍ୟ ଅଛନ୍ତି କୁଆଁରୀ

ବଲୀଉଡ ହେରୋଇନ  ତବ୍ବୂ ଆଜି ନିଜର 47 ତମ ଜନ୍ମ ଦିନ ପାଳନ କରୁଛନ୍ତି ।  ତବ୍ବୂ 3 ଦଶକ ଧରି ଫିଲ୍ମ ଇନଡସ୍ଟ୍ରି ରେ କାମ କରି ଆସୁଛନ୍ତି । 2 ଥର ନ୍ୟାସନାଲ ପୁରସ୍କାର ପାଇଥିବା ତବ୍ବୂ ଙ୍କ ସୁନ୍ଦରତାକୁ ଦେଖି କେହି କହିବେନି ଯେ ସେ ଏତେ  ବୟସର ହୋଇଥିବେ ।  ୧୯୮୦ ରୁ ଫିଲ୍ମ ଇନଡସ୍ଟ୍ରି ରେ କାମ କରି ଆସୁଥିବା  ତବ୍ବୂ ତାଙ୍କର କ୍ୟାରିୟର ରେ ବହୁତ ପ୍ରକାର ର ଅଭିନୟ କରି ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ଫିଲ୍ମ ବୈକଗ୍ରାଉଂଡ ସହ ସମ୍ପର୍କ ଥିବାରୁ ତବ୍ବୂ ଛୋଟ ବେଳୁ ହିଁ ଫିଲ୍ମ ରେ କାମ କରିବା ପାଇଁ ଇଛା ରଖିଥିଲେ ।

ଏହା ହିଁ କାରଣ ଥିଲା ବହୁତ ଅଳ୍ପ ବୟସରୁ ହିଁ ସେ ଫିଲ୍ମ ରେ ଏଣ୍ଟ୍ରି ନେଇଥିଲେ । ତାହାପରେ ସେ ନିଜ ଅଭିନୟ ରେ ସମସ୍ତଙ୍କୁ ଦିବନା କରି ଦେଇଥିଲେ । ଧୀରେ ଧୀରେ ତବ୍ବୂ ନିଜ ଫିଲ୍ମ କ୍ୟାରିୟର ରେ ଆଗକୁ ବଢିବାକୁ ଲାଗିଲେ । ଏଭଳି ଏକ ସୁନ୍ଦର ଅଭିନେତ୍ରୀ ଙ୍କୁ ବଲୀଉଡ କୁ ଆଣିବାର ଶ୍ରେୟ ଦେବ ଆନନ୍ଦ ଙ୍କୁ ଯାଉଛି । ଯିଏ ନିଜର ଫିଲ୍ମ “ହମ ନୈଜବାନ” ରେ ତବ୍ବୂ ଙ୍କୁ ସୁଯୋଗ ଦେଇଥିଲେ ।

ସେତେବେଳେ ତବ୍ବୂ ମାତ୍ର 14 ବର୍ଷ ର ଥିଲେ, ଏବଂ ସେହି ବୟସରେ ସେ ଏକ ପୀଡ଼ିତା ର ଅଭିନୟ କରିଥିଲେ । ଏହି ଅଭିନୟରେ ସେ ଦର୍ଶକ ମାନଙ୍କୁ ନିଜର ପ୍ରଶଂସକ କରିପାରିଥିଲେ । ଏହା ପରେ ସେ କେବଳ ଆଗକୁ ହିଁ ଯାଇଛନ୍ତି । ସେ ତାଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ଦେଖିଛନ୍ତି, ଜୀବନରେ ଏହି ବୟସରେ ଆସି ମଧ୍ୟ ସେ କୁଆଁରୀ ଅଛନ୍ତି ।

କିଛି ଦିନ ତଳେ ଏକ ଇନ୍ଟରଭିଉ ରେ ତବ୍ବୂ ତାଙ୍କର ସିଂଗଲ ହେବାର ବଡ କାରଣ କହିଲେ । ସେ କହିଲେ କି ଆଜି ଯଦି ମୁଁ ସିଂଗଲ ଅଛି କେବଳ ଅଜୟ ଦେବଗନ ଙ୍କ ପାଇଁ । ତବ୍ବୂ ଙ୍କର ଏହି ବୟାନ ବହୁତ ଆଶ୍ଚର୍ଯ୍ୟ ଜନକ ଥିଲା । ତବ୍ବୂ କହିଲେ କି ମୋର ଭାଇ ସମୀର ଆର୍ଯ୍ୟ ଏବଂ ଅଜୟ ଦେବଗନ ପଡୋଶୀ ଥିଲେ । ସେ ଦୁଇଜଣ ମୋ ଉପରେ ନଜର ରଖୁଥିଲେ ଓ ମତେ ଅନୁସରଣ କରୁଥିଲେ । ଯଦି କେହି ପୁଅ ମୋ ଆଖ ପାଖ ରେ ଦେଖା ଯାଏ ତେବେ ସେମାନେ ତାକୁ ମରାଧରା କରନ୍ତି । ସେଥିପାଇଁ ମୁଁ ଆଜି ଯାକେ ସିଂଗଲ ଅଛି ।

ତବ୍ବୂ ଆହୁରି ମଧ୍ୟ କହିଲେ କି “ ମୁ ତାକୁ କହିଲି ମଧ୍ୟ ମୋ ପାଇଁ ବିବାହ ଯୋଗ୍ୟ ପିଲାଟିଏ ଖୋଜିଦିଅ, କିନ୍ତୁ ସେ ଖୋଜିଲେ ନାହିଁ । ଏବେ ସେ ସେଇ କଥା ପାଇଁ ବହୁତ ଅନୁତାପ ମଧ୍ୟ କରୁଛନ୍ତି । ସେ ବହୁତ ପ୍ରୋଟେକ୍ଟିବ ଅଟନ୍ତି, ଯେବେ ସିଏ ପାଖ ରେ ଥିବେ କେହି ବି ଚିନ୍ତା ଶୂନ୍ୟ ହୋଇଯିବେ ।