17.4 ଓଭର ରେ ହେଲା କିଛି ଏମିତି, ପଡିଆରେ ହିଁ ହାତ ଯୋଡିଲେ କ୍ୟାପ୍ଟେନ ରୋହିତ ଶର୍ମା, କାରଣ ଜାଣିଲେ ଆପଣ ଚମକି ଯିବେ

ଭାରତ ଏବଂ ୱେଷ୍ଟ ଇଣ୍ଡିଜ ର ଚାଲିଥିବା ମ୍ଯାଚ ରେ ଭାରତୀୟ ଖେଳାଳି ମାନଙ୍କର ପଦର୍ଶନ ବହୁତ ଭଲ ଦେଖିବାକୁ ମିଳୁଛି । ଯାହା ଏଥର ମଧ୍ୟ ଟି ୨୦ ର ପ୍ରଥମ ମ୍ଯାଚ ରେ ଦେଖିବାକୁ ମିଳିଥିଲା । ଆପଣଙ୍କୁ କହି ରଖୁଛୁ ଯେ ଗତ ରବିବାର ହୋଇଥିବା ଟି ୨୦ ର ପ୍ରଥମ ମ୍ଯାଚ ରେ ଭାରତ ବିଜୟୀ ହୋଇଥିଲା । କିନ୍ତୁ ଏହି ବିଜୟ ପରେ ଖେଳ ପଡିଆରେ ହିଁ କପ୍ତାନ ରୋହିତ ଶର୍ମା ହାତ ଯୋଡିବାକୁ ଲାଗିଥିଲେ । କାରଣ ଜାଣିଲେ ଆପଣ ବି ଚିନ୍ତା ରେ ପଡିଯିବେ ।

ଏଥିରେ ତ କୌଣସି ସନ୍ଦେହ ନାହିଁ ଭାରତୀୟ ବୋଲର ମାନେ ବହୁତ ଭଲ ପଦର୍ଶନ କରିଛନ୍ତି । ଯେଉଁଥି ପାଇଁ ୱେଷ୍ଟ ଇଣ୍ଡିଜ ଦଳ ୨୦ ଓଭର ରେ ମାତ୍ର ୧୦୯ ରନ କରି ଭାରତୀୟ ଦଳକୁ ୧୧୦ ରନ ର ଲକ୍ଷ ଦେଇଥିଲେ । ଯାହାର ଯବାବରେ ଭାରତୀୟ ଦଳ ୧୭.୫ ଓଭର ରେ ହିଁ ୫ ୱିକେଟ ରେ ବିଜୟୀ ହେଲେ । ଏହି ବିଜୟ ପରେ ଭାରତୀୟ ଦଳ ୩ଟି ତ ୨୦ ମ୍ଯାଚ ରୁ ୧-୦ ରେ ଆଗରେ ଅଛନ୍ତି । କିନ୍ତୁ ୧୮ ଓଭର ରେ କିଛି ଏମିତି ହେଲା ଯାହା ପାଇଁ ରୋହିତ ଶର୍ମା ପଡିଆ ରେ ହାତ ଯୋଡି ପତିକ୍ରିୟା ଦେବାକୁ ଲାଗିଲେ । କଣ ହୋଇଥିବ କାରଣ?

ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କି ଏହି ଟି ୨୦ ମ୍ଯାଚ ସମୟରେ ୧୮ ଓଭର ରେ ଭାରତୀୟ ଦଳର ଯୁବ ବ୍ୟଟ୍ସମ୍ୟାନ ଖଲିଲ ଅହମଦ ବୋଲିଂ କରୁଥିଲେ । ଏହି ଓଭର ର ଚତୁର୍ଥ ବଲ ରେ ୱେଷ୍ଟ ଇଣ୍ଡିଜ ର ବ୍ୟାଟ୍ସମ୍ୟାନ ଫେବିୟନ ଏଲେନ ୪ ମାରିଥିଲେ, ଖଲିଲ ଅହମଦଙ୍କ ଭଲ ବୋଲିଂ ସତ୍ବେ ୱେଷ୍ଟ ଇଣ୍ଡିଜ ର ବ୍ୟଟ୍ସମ୍ୟାନ ଚଉକା ମାରି ବଲ କୁ ବାଉଂଡ୍ରୀ ଲାଇନ ରୁ ବାହାରକୁ କରିଥିଲେ । ଖଲିଲ ଅହମଦ ଙ୍କ ଭଲ ବୋଲିଂ ସତ୍ବେ ଚୌକା ହେବାରୁ ରୋହିତ ଶର୍ମା ବହୁତ ନୀରସ ହୋଇ ପଡିଆରେ ହିଁ ହାଥ ଯୋଡିବାକୁ ଲାଗିଥିଲେ । ତାଙ୍କର ଏହି ଫୋଟୋ ସୋଶଲ ମିଡିୟାରେ ବହୁତ ଚର୍ଚାର ବିଷୟ ହୋଇଛି ।

ଏହି ତଥ୍ୟ ସମ୍ବନ୍ଧରେ ଆପଣଙ୍କର ମତ କଣ, କମେନ୍ଟ ବକ୍ସ ରେ ନିଜର ପତିକ୍ରିୟା ନିଶ୍ଚୟ ଦେବେ ଓ ଶେୟାର କରିବାକୁ ଭୁଲିବେ ନାହିଁ ।