ଏହି 6 ସୁପରହିଟ ୱେବସିରିଜ, ଦେଖିଲେ ଲାଜରେ ଆଖି ତଳକୁ କରିଦେବେ, ରହିଛି ଆବଶ୍ୟକରୁ ଅଧିକ ହଟସିନ୍ସ, ଛୋଟପିଲା ଦୂରେଇ ରୁହନ୍ତୁ

ବର୍ତ୍ତମାନ ସମୟରେ ଲୋକମାନେ ଫିଲ୍ମରୁ ଅଧିକ ୱେବ ସିରିଜକୁ ପସନ୍ଦ କରୁଛନ୍ତି । ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ୱେବ ସିରିଜକୁ ହିଁ ପସନ୍ଦ କରିବାକୁ ଲାଗିଛନ୍ତି । ସେଥିପାଇଁ ସମସ୍ତଙ୍କର ପସନ୍ଦକୁ ଧ୍ୟାନରେ ରଖି ବର୍ତ୍ତମାନ ସମୟରେ ସମସ୍ତ କ୍ୟାଟାଗୋରୀରେ ୱେବ ସିରିଜକୁ ତିଆରି କରାଯାଉଛି । କେତେକ ୱେବ ସିରିଜକୁ ସମସ୍ତେ ଦେଖି ପାରିବେ । କିନ୍ତୁ ଅନ୍ୟ ପଟେ ଏମିତି କିଛି ୱେବ ସିରିଜ ଅଛି ଯାହାକୁ କେବଳ ଏକୁଟିଆ ହିଁ ଦେଖି ହେବ ।

କାରଣ ଏହି ସବୁ ୱେବ ସିରିଜରେ ବୋଲ୍ଡନେସ ଅଧିକ ଦେଖାଯାଇଛି । କିଛି ବର୍ଷ ହେବ ଏହିଭଳି ବହୁତ ୱେବ ସିରିଜ ରିଲିଜ ହୋଇ ସାରିଛି । ଯେଉଁଥିରେ ବୋଲ୍ଡନେସର ସବୁ ସୀମା ପାର କରିସାରିଛନ୍ତି ଏଥିରେ ଅଭିନୟ କରିଥିବା ଅଭିନେତ୍ରୀମାନେ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ୱେବ ସିରିଜର ଲିସ୍ଟ ନେଇ ଆସିଛୁ ।

ଏକ୍ସଏକ୍ସଏକ୍ସ

ଏକତା କପୁରଙ୍କ ପ୍ରାୟତଃ ୱେବ ସିରିଜରେ ବୋଲ୍ଡନେସ ଭରପୁର ଥାଏ । ଏମିତିରେ ତାଙ୍କର ୱେବ ସିରିଜ ଏକ୍ସଏକ୍ସଏକ୍ସରେ ବି ବହୁତ ବୋଲ୍ଡ ସିନ ଦେଖିବାକୁ ମିଳିଛି । ଏହି ୱେବ ସିରିଜର ପୁରା କାହାଣୀ ମହିଳା ଓ ବୋଲ୍ଡନେସ ପାଖାପାଖି ହିଁ ନଜର ଆସିଥାଏ ।

ଲସ୍ଟ ସ୍ଟୋରୀଜ଼

ଲସ୍ଟ ସ୍ଟୋରୀଜ଼ ଯେମିତି ନାଁ ସେମିତି କାହାଣୀ । ଏହା ଏକ ଏମିତି ୱେବସିରିଜ ଅଟେ ଯେଉଁଥିରେ ଅଲଗା ଅଲଗା ଓ ଛୋଟ ଛୋଟ କାହାଣୀ ଦେଖା ଯାଇଛି । କିନ୍ତୁ ଏଥିରେ ବି ବୋଲ୍ଡନେସର ସବୁ ସୀମା ପାରା କରା ଯାଇଛି । ଏହି କାରଣରୁ ଏହି ୱେବ ସିରିଜ ବିବାଦ ମଧ୍ୟରେ ବି ରହି ସାରିଛି ।

ମିର୍ଜାପୁର

କ୍ରାଇମ ଓ ଡ୍ରାମାରେ ଭରପୁର ସବୁଠୁ ଫେମସ ୱେବ ସିରିଜ ମିର୍ଜାପୁରରେ ବି ଗୋଟିଏ ନୁହେଁ ବହୁତ ଜାଗାରେ ବୋଲ୍ଡ ସିନ ଦେଖା ଯାଇଛି । ଏହି ୱେବ ସିରିଜରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ଵେତା ତ୍ରିପାଠୀଙ୍କ ବୋଲ୍ଡ ସିନ ସୋସିଆଲ ମିଡିଆରେ ହଙ୍ଗମା କରି ରଖିଛି ।

ମାୟା ୨

କ୍ରୀଷ୍ଣା ଭଟ୍ଟଙ୍କ ନିର୍ଦେଶନରେ ପ୍ରସ୍ତୁତ ୱେବ ସିରିଜ ମାୟା ୨ରେ ବି ବୋଲ୍ଡନେସର ସବୁ ସୀମା ପାର ହୋଇଛି । ଦୁଇ ଜଣ ମହିଳାଙ୍କ ସମଲିଙ୍ଗ ସମ୍ପର୍କ ଉପରେ ଏହି କାହାଣୀ ଆଧାରିତ ଅଟେ । ଏହି ୱେବ ସିରିଜରେ ଦେଖାଯାଇଥିବା ମହିଳାମାନଙ୍କର ଲୀପଲକ ସିନ ହଙ୍ଗାମା କରିଥିଲା ।

ଅପହରଣ

ଏହି ୱେବ ସିରିଜର କାହାଣୀ ଜଣେ ଏମିତି ପୋଲିସ ଅଫିସର ବିଷୟରେ ଅଟେ ଯିଏ ନିଜେ ହିଁ ଗୋଟିଏ ଅପହରଣ ଜାଲରେ ଫସି ଯାଉଛି । ଏହି ୱେବ ସିରିଜରେ ମୋଟ ୧୨ଟି ୱେବ ଏପିସୋଡ ଅଛି । ଏହାର ଗୋଟିଏ ଗୋଟିଏ ଏପିସୋଡ ଆପଣଙ୍କୁ ଏହି ପୁରା ୱେବ ସିରିଜକୁ ଦେଖିବା ପାଇଁ ଉତ୍ସାହିତ କରିବ ।

ଗନ୍ଦି ବାତ

ଏକତା କପୁରଙ୍କ ୱେବ ସିରିଜ ଗନ୍ଦିବାତରେ ବି ସବୁଠୁ ଅଧିକ ବୋଲ୍ଡ ସିନ ଦେଖା ଯାଇଛି । କିନ୍ତୁ ଲୋକମାନେ ଏହି ସିରିଜର ସବୁ କାହାଣୀ ବହୁତ ଭଲ ବୋଲି କହିଛନ୍ତି । କିନ୍ତୁ ଏଥିରେ ଦେଖାଯାଇଥିବା କିଛି ଦୃଶ୍ୟ ଦରକାର ଠାରୁ ଅଧିକ ବୋଲ୍ଡ ଅଛି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।