Bollywood ର ଏହି 12 ହିରୋଇନଙ୍କର ଗୋଟିଏ ଦିନର ଇନକମ ଜାଣିଲେ ଆପଣଙ୍କ ହୋସ ଉଡିଯିବ, 8 ନଂ ତ କରିଥାନ୍ତି ସବୁଠୁ ଅଧିକ ଚାର୍ଜ

କହିବାକୁ ଗଲେ ବଲୀଉଡର ଅଭିନେତ୍ରୀ ବର୍ତ୍ତମାନ ସମୟରେ ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚାରେ ରହିଥାନ୍ତି । କେତେବେଳେ ଏମାନେ ନିଜର ଫିଲ୍ମ ପାଇଁ ତ କେତେବେଳେ ନିଜର ଅଫେୟାରକୁ ନେଇ ଚର୍ଚାରେ ଥାନ୍ତି । ଯଦି ବଲୀଉଡର ଅଭିନେତ୍ରୀମାନଙ୍କ ଅଭିନୟ ବିଷୟରେ କଥାବାର୍ତ୍ତା ତେବେ ଦର୍ଶକମାନେ ଏମାନଙ୍କର ଅଭିନୟର ଦିବାନା ଅଟନ୍ତି । କିନ୍ତୁ ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ ବି କରିବାକୁ ପଡିଥାଏ ଓ ଏହି ପରିଶ୍ରମ ପାଇଁ ଏମାନେ ବହୁତ ଟଙ୍କା ବି ଚାର୍ଜ କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଅଭିନେତ୍ରୀମାନଙ୍କର ଦିନକର ଆୟ କେତେ ଅଟେ ସେହି ବିଷୟରେ କହିବୁ ।

କରିନା କପୁର ବଲୀଉଡର ବହୁତ ଫେମସ ଓ ପପୁଲାର ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ କରିନା କପୁର ଗୋଟିଏ ବିଜ୍ଞାପନ ପାଇଁ ପାଖାପାଖି ୭୦ରୁ ୮୦ ଲକ୍ଷ ଟଙ୍କା ନେଇଥାନ୍ତି ଓ ଏହା ବେଳେ ବେଳେ କୋଟି ପର୍ଯ୍ୟନ୍ତ ବି ଚାଲିଯାଏ । ଏମିତିରେ ତାଙ୍କର ବର୍ଷକୁ ଆୟ କୋଟି କୋଟିରେ ହୋଇଥାଏ ।

ପୂଜା ହେଗଡ଼େ

ସାଉଥ ଅଭିନେତ୍ରୀ ପୂଜା ହେଗଡ଼େ ବର୍ତ୍ତମାନ ସମୟରେ ବଲୀଉଡରେ ବି ଫେମସ ହୋଇସାରିଛନ୍ତି । ପୂଜା ହେଗଡ଼େ ଗୋଟିଏ ବିଜ୍ଞାପନ କରିବା ପାଇଁ ୨୦ – ୨୫ ଲକ୍ଷ ଟଙ୍କା ନେଇଥାନ୍ତି ।

ଦିଶା ପାଟନୀ

ଦିଶା ପାଟନୀ ବି ବହୁତ ପପୁଳାର ଅଭିନେତ୍ରୀ ଅଟନ୍ତି । ଦିଶା ପାଟନୀ ବି ଗୋଟିଏ ବିଜ୍ଞାପନ ପାଇଁ ୨୫ – ୩୦ ଲକ୍ଷ ଟଙ୍କା ନେଇଥାନ୍ତି ।

କିୟାରା ଆଡବାଣୀ

କବୀର ସିଂହ ଫିଲ୍ମରୁ କିୟାରା ଆଡବାଣୀଙ୍କୁ ବହୁତ ଭଲ ପରିଚୟ ମିଳିଛି । କିୟାରା ଆଡବାଣୀ ଗୋଟିଏ ବିଜ୍ଞାପନ ପାଇଁ ୨୮ – ୩୦ ଲକ୍ଷ ଟଙ୍କା ନେଇଥାନ୍ତି ।

ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ବି ବଲୀଉଡରେ ବହୁତ ପପୁଳାର ଅଟନ୍ତି । ଶ୍ରଦ୍ଧା କପୁର ବିଜ୍ଞାପାନ ପାଇଁ ୩୦ ରୁ ୩୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ଆଲିୟା ଭଟ୍ଟ

ଆଲିୟା ଭଟ୍ଟ ବର୍ତ୍ତମାନ ସମୟରେ ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇଛନ୍ତି । ଗୋଟିଏ ବିଜ୍ଞାପନ ପାଇଁ ଆଲିୟା ଭଟ୍ଟ ୩୫ ରୁ ୪୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

କ୍ରିତି ସୈନନ

କ୍ରିତି ସୈନନ ବର୍ତ୍ତମାନ ସମୟରେ ସମସ୍ତଙ୍କର ପସନ୍ଦିତା ଅଭିନେତ୍ରୀ ଅଟନ୍ତି । ସେ ଗୋଟିଏ ବିଜ୍ଞାପନ ପାଇଁ ପାଖାପାଖି ୩୦ ଲକ୍ଷ ଟଙ୍କା ନେଇଥାନ୍ତି ।

କଟରୀନା କୈଫ

କଟରୀନା କୈଫ ବହୁତ ପପୁଳାର ଅଭିନେତ୍ରୀ ଅଟନ୍ତି । କଟରୀନା କୈଫ ଗୋଟିଏ ଗିଜ୍ଞାପନ ପାଇଁ ୭୦ – ୮୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

କଂଗନା ରାଣାବତ

କଂଗନା ରାଣାବତ ସବୁବେଳେ ନିଜର ବୟାନ ପାଇଁ ବିବାଦରେ ଘେରି ରହିଥାନ୍ତି । ସେ ଗୋଟିଏ ବିଜ୍ଞାପାନ ପାଇଁ ୭୫ – ୮୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ବି ବହୁତ ଅଧିକ ପପୁଳାର ଅଟନ୍ତି । ତାଙ୍କର ଗୋଟିଏ ବିଜ୍ଞାପାନ ପାଇଁ ନେଉଥିବା ଚାର୍ଜ ବିଷୟରେ କଥାବାର୍ତ୍ତା କରିବା ତେବେ ସେ ୯୦ – ୯୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ବର୍ତ୍ତମାନ ସମୟରେ ବଲୀଉଡର ନମ୍ବର ୧ ଅଭିନେତ୍ରୀ ଅଟନ୍ତି । ସେ ଗୋଟିଏ ବିଜ୍ଞାପନ ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ପ୍ରିୟଙ୍କା ଚୋପଡା

ବଲୀଉଡ ଓ ହଲିଉଡର ସବୁଠୁ ଅଧିକ ଫେମସ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଗୋଟିଏ ବିଜ୍ଞାପାନ ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ପାଖାପାଖି ଚାର୍ଜ କରିଥାନତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।