୧୧ବର୍ଷ ବଡ ଏହି ଅଭିନେତ୍ରୀକୁ ଡେଟ କରିବାକୁ ଚାହୁଁଛନ୍ତି ଋଷଭ ପଂତ, କହିଲେ – ‘ବହୁତ ବଡ ଫ୍ୟାନ ଅଟେ, ଗୋଟେ ଥର ତ…’

କ୍ରିକେଟ ଓ ବଲିଉଡର ସମ୍ପର୍କ ବହୁତ ପୁରୁଣା ଅଟେ । ଫିଲ୍ମ ଦୁନିଆରେ କାମ କରୁଥିବା ଅଭିନେତ୍ରୀମାନେ ଫିଲ୍ମ ଅଭିନେତାଙ୍କ ଉପରେ କମ କ୍ରିକେଟରମାନଙ୍କ ଉପରେ ଅଧିକ ସଉକ ରଖିଥାନ୍ତି । ଅନ୍ୟ ପଟେ କ୍ରିକେଟରମାନେ ବି ଫିଲ୍ମ ଅଭିନେତ୍ରୀଙ୍କୁ ବହୁତ ପସନ୍ଦ କରିଥାନ୍ତି ଓ ତାଙ୍କୁ ଡେଟ ବି କରିବାକୁ ଚାହାନ୍ତି । ଉଦାହରଣ ସ୍ୱରୂପ ବିରାଟ କୋହଲୀ ଓ ଅନୁଷ୍କା ଶର୍ମା, ଶର୍ମିଲା ଟୈଗୋର ଓ ମଂସୂଲ ଅଲି ଖାନ ଇତ୍ୟାଦି ବହୁତ ଯୋଡି ଅଛନ୍ତି । କିନ୍ତୁ ଆଜି ଆମେ ଋଷଭ ପଂତଙ୍କ ବିଷୟରେ କଥା ହେବା, ଯିଏକି ନିଜର ଇଚ୍ଛା ଜାହିର କରିଛନ୍ତି ।

୧୧ ବର୍ଷ ବଡ ଏହି ଅଭିନେତ୍ରୀଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ଋଷଭ ପଂତ, ଚାଲନ୍ତୁ ଜାଣିବା କିଏ ଅଟେ ସେହି ଅଭିନେତ୍ରୀ ?

୧୧ ବର୍ଷ ବଡ ଏହି ଅଭିନେତ୍ରୀଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ଋଷଭ ପଂତ

ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ଋଷଭ ପଂତଙ୍କୁ ଟିମର ଭବିଷ୍ୟତ ବୋଲି କୁହାଯାଉଛି । ତାଙ୍କର ୱିକେଟକିପିଂଗ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଏହା ସହିତ ସେ ଭଲ ବ୍ୟାଟିଙ୍ଗ ବି କରିଥାନ୍ତି । କହିବାକୁ ଗଲେ ୨୧ ବର୍ଷର ଋଷଭ ପଂତଙ୍କୁ ୩୨ ବର୍ଷର ଅଭିନେତ୍ରୀ ଶ୍ରଦ୍ଧା କପୁର ପସନ୍ଦ ଅଟେ ଓ ସେ ତାଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ।

କହି ଦେଉଛୁ କି ଋଷଭ ପଂତ ତାଙ୍କ ସହିତ ଡେଟରେ ଯିବା ପାଇଁ ନିଜର ଇଚ୍ଛାକୁ ସମସ୍ତଙ୍କ ଆଗରେ ଜାହିର କରିଛନ୍ତି ଓ ଏହା ବି କହିଛନ୍ତି କି ସେ ତାଙ୍କର ବହୁତ ବଡ ଫ୍ୟାନ ଅଟନ୍ତି ।

ଋଷଭ ପଂତ ନିଜର ଏକ ଇଣ୍ଟରଭ୍ୟୁ ରେ କହିଲେ କି ଯଦି ତାଙ୍କୁ ଚାନ୍ସ ମିଳେ ତେବେ ସେ ବଲିଉଡ ର ସୁନ୍ଦର ଓ ଟୈଲେଂଟେଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଡେଟ କରିବାକୁ ଚାହିଁବେ । ଏହା ସହିତ ସେ ତାଙ୍କର ବହୁତ ବଡ ଫ୍ୟାନ ଅଟନ୍ତି ବୋଲି ବି କହି ଛନ୍ତି । କହିଦେଉଛୁ କି ୱେସ୍ଟଇଣ୍ଡିଜ ଟୁରରେ ଋଷଭ ପଂତ ଯାଇଛନ୍ତି ଓ ତାଙ୍କୁ କ୍ରିକେଟ ର ତିନୋଟି ପ୍ରରୂପରେ ସାମିଲ କରା ଯାଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।