ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 30 ଅକ୍ଟୋବରର Gold rate

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆଜି ଆମେ ଜାଣିବା ଆଜି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦାମ କେତେ ଅଛି ଓ ଏହା ସହିତ ଆମେ ଜାଣିବା କି ଆଜି ସୁନା ଶସ୍ତା ହୋଇଛି ନା ମହଙ୍ଗା । ଆପଣ ଜାଣିଥିବେ କି ସବୁଦିନ ସୁନାର ମୂଲ୍ୟ ବଢିଥାଏ ନଚେତ କମିଥାଏ । ଆଜି ଆମେ ଜାଣିବା ବଜାରରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି । ଏହା ସହିତ ଜାଣିବା କାଲି ଅପକେହୟା ଆଜି ସୁନା ଓ ଚାନ୍ଦି କେତେ କମ ହୋଇଛି ।

୧୮, ୨୨, ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କଣ ଅଛି । ଆଜି ୩୦ ଅକ୍ଟୋବର ୨୦୨୦ ଶୁକ୍ରବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୦୬,୯୦୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତ ଏକ ମାସ ହେବ ୧୮ କ୍ୟାରେଟ ସୁନାର ମୂଲ୍ୟ ସମାନ ଅଛି ।

କିନ୍ତୁ ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବ ତେବେ ୨୨ କ୍ୟାରେଟ ୧ ଗ୍ରାମକୁ ୪,୮୯୦ ଟଙ୍କା, ୮ ଗ୍ରାମକୁ ୩୯,୧୨୦ ଟଙ୍କା, ୧୦ ଗ୍ରାମକୁ ୪୮,୯୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୮୯,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୧୦୦ ଟଙ୍କା କମ ହୋଇଛି । ଗତ କିଛି ଦିନ ହେବ ସୁନାର ଦାମ ହ୍ରାସ ପାଇବାକୁ ଲାଗୁଛି ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୨୫୧ ଟଙ୍କା, ୮ ଗ୍ରାମକୁ ୪୨,୦୦୮ ଟଙ୍କା, ୧୦ ଗ୍ରାମକୁ ୫୨,୫୧୦ ଟଙ୍କା, ୧୦୦ ଗ୍ରାମକୁ ୫,୨୫,୧୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୯୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୦.୨୦ ଟଙ୍କା, ୮ ଗ୍ରାମକୁ ୪୮୧.୬୦ ଟଙ୍କା, ୧୦ ଗ୍ରାମକୁ ୬୦୨ ଟଙ୍କା, ୧୦୦ ଗ୍ରାମକୁ ୬,୦୨୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୦,୨୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି କାଲି ଅପେକ୍ଷା ପ୍ରତି ୧ କିଲୋକୁ ୨୨୧୦ ଟଙ୍କା କମିଛି । ଯାହାକି ବର୍ତ୍ତମାନ ସମୟରେ ବହୁତ ଅଧିକ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।