Bollywood ର 80 ଦଶକର ଫେମସ ଥିବା ଏହି 5 ହିରୋଇନଙ୍କର ପୁଅ ଦେଖା ଯାଆନ୍ତି ବହୁତ ହ୍ୟାଣ୍ଡସମ, ବିଶ୍ଵାସ ହେଉନଥିଲେ ଆପଣ ବି ଦେଖନ୍ତୁ

ବଲିଉଡ ଇଣ୍ଡଷ୍ଟ୍ରିର ୮୦ ଦଶକର କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ୮୦ ଦଶକର ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ ବହୁତ ଚର୍ଚ୍ଚାରେ ରହୁଥିଲେ ।

ସେମାନେ ନିଜର ଅଭିନୟ ଯାଦୁରେ ବଲିଉଡରେ ଅନେକ ଫିଲ୍ମରେ ସାନଦାର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କର ପିଲା ମାନେ ଦେଖିବାକୁକାଉ କିପରି ସେହି ବିଷୟରେ କହିବାକୁ ଯାଉଛୁ । ୧- “ପୁନମ ଠେଲୋ” : ବଲିଉଡରେ “ପଥର” “ନିସାନା” ଆଦି ଫିଲ୍ମରେ ୮୦ ଦଶକରେ ଅଭିନୟ କରି ଅଭିନେତ୍ରୀ ପୁନମ ଖୁବ ଚର୍ଚ୍ଚାରେ ରହିଥିଲେ । ତାଙ୍କର ଝିଅଙ୍କ ନାଁ ହେଉଛି ପାଲୋମା ଯିଏ ଜଣେ ଫୁଟବଲ ଖେଳାଳି ଅଟନ୍ତି । ପୁନମଙ୍କ ପୁଅଙ୍କ ନାଁ ହେଉଛି ଅନମୋଲ ଯିଏ ଆକଟିଂରେ ଶିକ୍ଷା ଲାଭ କରୁଛନ୍ତି ।

୨- “ଫରହାନ ନାଜ” : ୮୦ ଦଶକରେ ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ଫରହାନ ନାଜ ପରିଚିତ ଅଟନ୍ତି । ସେ ବଲିଉଡରେ “ନସିବ ଅପ୍ନା ଅପ୍ନା”, “ଯାତିମ”, “ଇମାନନ୍ଦାର” ଆଦି ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ପୁଅଙ୍କ ନାଁ ହେଉଛି ଫତିକ ରାଧୱା ଯିଏ ତାଙ୍କର ପ୍ରଥମ ସ୍ଵାମୀ ବିନ୍ଦୁ ଦାରାସିଙ୍ଘଙ୍କ ପୁଅ ଅଟନ୍ତି । ଫତିକଙ୍କର ଆକଟିଂ ପାଠ ସାରିବା ପରେ ବହୁତ ଜଲ୍ଦି ବଲିଉଡରେ ଲଞ୍ଚ କରିବେ । ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଲାଗନ୍ତି ।

୩-“ରିନା ରାଏ” : “ଆଦମି ଖିଲୋନା ହେ”, “ବଦଲେ କି ଆଗ” ଆଦି ଫିଲ୍ମରେ ଅଭିନୟ କଇରଥିବା ଅଭିନେତ୍ରୀ ରିନା ରାଏ ଆଜିକା ଡେଟରେ ବଲିଉଡ ଠାରୁ ଦୂରରେ ଥିଲେ ମଧ୍ୟ ଆଜି ବି ତାଙ୍କର ଚମକ ବଲିଉଡରେ ରହିଛି । ତାଙ୍କର ଝିଅଙ୍କ ନାଁ ହେଉଛି ସନମ ଖାନ ଯିଏ ଫ୍ୟାସନ ଡିଜାଇନର କମ କରୁଛନ୍ତି । ସନମ ତାଙ୍କ ମା ରିନା ରାଏଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୪- “ମୁମତାଜ” : ବଲିଉଡରେ “ଗୋରେ ରଙ୍ଗ ପେ ନା ଇତନା ଗୁମାନ କର” ଗୀତ ପାଇଁ ପାପୁଲାରୀଟି ହାସଲ କରିଥିବା ୮୦ ଦଶକର ଅଭିନେତ୍ରୀ ମୁମତାଜଙ୍କୁ କିଏ ନ ଜାଣିଛନ୍ତି । ତାଙ୍କର ଦୁଇ ଝିଅଙ୍କ ନାଁ ହେଉଛି ନତାଶା ଓ ତାନିୟା ଯିଏ ଅଭିନୟ ଠାରୁ ଦୂରରେ ଅଛନ୍ତି । ତାନିୟା ନିଜର ଫୋଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ତାଙ୍କ ନିଜର ବଏଫ୍ରେଣ୍ଡ ମାର୍କୋଙ୍କ ସହ ମ୍ୟାରେଜ କରି ବିଦେଶରେ ରହୁଛନ୍ତି । ନତାଶା ଅଭିନେତା ଫରଦିନ ଫର୍ଦିନ ଖାନଙ୍କ ସହ ମ୍ୟାରେଜ କରିଛନ୍ତି ।  

୫- “ଜୟା ପ୍ରଦା” : ୮୦ ଦଶକର ମସୁର ଅଭିନେତ୍ରୀ ଭାବେ ବଲିଉଡରେ ଜୟା ପ୍ରଦା ପରିଚିତ ଅଟନ୍ତି । ତାଙ୍କର ନିଜର ପିଲା ନାହାନ୍ତି । କିନ୍ତୁ ସେ ସୁଧୁ ନାମକ ପୁଅକୁ ଆଡ଼ପ୍ଟ କରିଛନ୍ତି । ସିଧୁ କନ୍ନଡ ଫିଲ୍ମରେ ଅଭିନେତା ଭାବେ କାମ କରୁଛନ୍ତି । ସେ ୨୦୧୫ରେ ମ୍ୟାରେଜ କରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।