ଅଧିକ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲେ ମହିଳାମାନେ କଣ ହେଇ ଯାଆନ୍ତି ମୋଟା ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ ? Health Tips

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯେ ପ୍ରତେକ ବ୍ୟକ୍ତି ସ-ମ୍ବ-ନ୍ଧ ରଖିବାକୁ ପସନ୍ଦ କରିଥାଏ ବା ଇଚ୍ଛା ପ୍ରକାଶ କରିଥାଏ । ଏହି ଇଚ୍ଛା ଟି ଏକ ସମୟ ଅନୁସାରେ ଆରମ୍ଭ ହୋଇଥାଏ । କିନ୍ତୁ ଅଧିକ ବୟସ ହୋଇଗଲେ ଏହି ଇଚ୍ଛା ଧୀରେ ଧୀରେ କମ ହେବାରେ ଲାଗିଥାଏ ।

ସ-ମ୍ବ-ନ୍ଧ ରଖିବା ହେଉଛି ବ୍ୟକ୍ତି ପାଇଁ ଏକ ସାଧାରଣ କଥା ଅଟେ । ପୁରାତନ କାଳରେ ଲୋକ ମାନେ ବିବାହ ପରେ ସ-ମ୍ବ-ନ୍ଧ ରଖିବାର ନିୟମ ଥିଲା । କିନ୍ତୁ ଆଜିକାଲି ସମୟରେ ଯୁବ ପିଢୀ ମାନେ ଏହି କଥାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ସ-ମ୍ବ-ନ୍ଧ ରଖିବା ଫଳରେ ଆମ ଶରୀରରେ ଅନେକ ଲାଭ ହୋଇଥାଏ । ଏହା ଛଡା ସ-ମ୍ବ-ନ୍ଧ ରଖିଲେ ଆମ ଶରୀର ଆକ୍ଟିଭ ହେବା ସହ ସୁସ୍ଥ ରହେ । ଏହା ସହ ମଣିଷକୁ ଭଲ ନିଦ ମଧ୍ୟ ଆସିଥାଏ ।

କିଛି ସୂଚନା ଅନୁସାରେ ସ-ମ୍ବ-ନ୍ଧ ରଖିବା ଦ୍ଵାରା ନାରୀ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ କିଛି ଲୋକ ମାନଙ୍କ ମତରେ ସ-ମ୍ବ-ନ୍ଧ ରଖିଲେ ନାରୀ ମାନେ ଅଧିକ ମୋଟା ହୋଇଯାଆନ୍ତି । ତେବେ ଆପଣ ମାନଙ୍କର ଯଦି ମନରେ ଏଭଳି କିଛି ପ୍ରଶ୍ନ ରହିଥାଏ ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହାର ଉତ୍ତରରେ କଣ ରହିଛି ଯେ ସ-ମ୍ବ-ନ୍ଧ ରଖିଲେ ନାରୀ ଏମାନେ କଣ ମୋଟା ହୋଇଯାନ୍ତି ।

କିଛି ଲୋକ ମାନଙ୍କ ମତରେ ସ-ମ୍ବ-ନ୍ଧ ରଖିଲେ ନାରୀ ମାନେ ଅଧିକ ମୋଟା ହୋଇଥାନ୍ତି । କାରଣ ବିବାହ ପରେ ନାରୀ ଓ ପୁରୁଷର ଓଜନ ଅଧିକ ବଢିଥାଏ । କିନ୍ତୁ ଏହା ମିଛ କଥା ଅଟେ ଯେ ସ-ମ୍ବ-ନ୍ଧ ରଖିବା ଦ୍ଵାରା ମହିଳା ମାନେ ଅଧିକ ମୋଟା ହୋଇଥାନ୍ତି । ସତ କଥା ହେଉଛି ସ-ମ୍ବ-ନ୍ଧ ରଖିବା ଦ୍ଵାରା ଅଧିକ ଭୋକ ଲାଗିଥାଏ ଓ ନିଦ ମଧ୍ୟ ଲାଗିଥାଏ । ତେଣୁ ନାରୀ ମାନେ ଅଧିକ ମୋଟା ହୋଇ ଯାଆନ୍ତି ।

ସ-ମ୍ବ-ନ୍ଧ ରଖିବା ଦ୍ଵାରା ବ୍ୟକ୍ତିର ସବୁ ଚିନ୍ତା ଦୂର ହୋଇଥାଏ । ଯାହା ଫଳରେ ବ୍ୟକ୍ତି ଶରୀରରେ ଅନେକ ନୂଆ ପରିବର୍ତ୍ତନ ଆସିଥାଏ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ମଣିଷ ଅଧିକ ଚିନ୍ତାରେ ରହିଲେ ତାର ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେଣୁ ସ-ମ୍ବ-ନ୍ଧ ମଣିଷ ପାଇଁ ଲାଭଦାୟକ ହୋଇଥାଏ ।

ସେଥି ପାଇଁ ପ୍ରତେକ ନାରୀ ବା ପୁରୁଷଙ୍କୁ ସ-ମ୍ବ-ନ୍ଧ ରଖିବାକୁ ପସନ୍ଦ ଆସିଥାଏ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।