ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ଅଛି ଆଜି 18 ଜୁଲାଇ ର Gold Rate

କହିବାକୁ ଗଲେ ଦୁଇ ଦିନ ହେବ ସୁନାର ମୂଲ୍ୟ ହ୍ରାସ ହେବାରେ ଲାଗିଛି । ଗତ କିଛି ଦିନ ତଳେ ସୁନାର ମୂଲ୍ୟ ବଢୁଥିଲା କିନ୍ତୁ ଆଜି ସୁନାର ମୂଲ୍ୟ ପ୍ରାୟତଃ କମ ହୋଇଯାଇଛି । ସେହିଭଳି ଚାନ୍ଦିର ଦାମ ବି ବହୁତ କମ ହୋଇଛି । କିନ୍ତୁ ଯଦି ପୂର୍ବ ଦିନ କଥା କହିବା ତେବେ ଚାନ୍ଦିର ମୂଲ୍ୟ ଗତ କିଛି ଦିନ ହେବ ବଢୁଛି ଓ କମୁଛି ।

ଯଦି ଆଜି ଚାନ୍ଦିର ମୂଲ୍ୟ ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦିର ୧ ଗ୍ରାମର ମୂଲ୍ୟ ୬୮.୪୦ ଟଙ୍କା, ୮ ଗ୍ରାମର ମୂଲ୍ୟ ୫୪୭.୨୦ ଟଙ୍କା, ୧୦ ଗ୍ରାମର ମୂଲ୍ୟ ୬୮୪ ଟଙ୍କା, ୧୦୦ ଗ୍ରାମର ମୂଲ୍ୟ ୬,୮୪୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୬୮,୪୦୦ ଟଙ୍କା ଅଛି ।

ଆଜି ଚାନ୍ଦିର ଦାମ ପୂର୍ବ ଅପେକ୍ଷା ବହୁତ କମିଛି । ଚାନ୍ଦି ଗତକାଲି ଅପେକ୍ଷା ଆଜି ୧୩୦୦ ଟଙ୍କା କମିଛି । ଗତକାଲି ୧ କିଲୋ ଚାନ୍ଦିର ମୂଲ୍ୟ ୬୯,୭୦୦ ଟଙ୍କା ଥିଲା । ବହୁ ଦିନ ପରେ ଚାନ୍ଦି ଏତେ କମ ହୋଇଛି ।

ଯଦି ସୁନା ବିଷୟରେ କହିବା ତେବେ ଆଜି ୧୮ କ୍ୟାରେଟ ସୁନାର ୧ ଗ୍ରାମ ସୁନାର ମୂଲ୍ୟ ୩,୮୨୫ ଟଙ୍କା, ୮ ଗ୍ରାମ ସୁନାର ମୂଲ୍ୟ ୩୦,୬୦୦ ଟଙ୍କା, ୧୦ ଗ୍ରାମ ସୁନାର ମୂଲ୍ୟ ୩୮,୨୫୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୩,୮୨,୫୦୦ ଟଙ୍କା ଅଛି । ଆଜି ୧୮ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ଅପେକ୍ଷା ୨୦୫ ଟଙ୍କା କମିଛି । ଗତକାଲି ୧୮ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୩୮,୪୫୫ ଟଙ୍କା ଥିଲା ।

ସେହିଭଳି ଯଦି ୨୨ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ କହିବା ତେବେ ଆଜି ୧ ଗ୍ରାମ ସୁନାର ମୂଲ୍ୟ ୪,୭୫୦ ଟଙ୍କା, ୮ ଗ୍ରାମ ସୁନାର ମୂଲ୍ୟ ୩୮,୦୦୦ ଟଙ୍କା, ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୫୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୭୫,୦୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ଅପେକ୍ଷା ଆଜି ୨୨ କ୍ୟାରେଟ ସୁନା ୧୫୦ ଟଙ୍କା କମିଛି । ଗତକାଲି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୫୦ ଟଙ୍କା ଥିଲା ।

୨୪ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ କହିବା ତେବେ ଆଜି ୧ ଗ୍ରାମ ସୁନାର ମୂଲ୍ୟ ୪,୯୫୦ ଟଙ୍କା, ୮ ଗ୍ରାମ ସୁନାର ମୂଲ୍ୟ ୩୯,୬୦୦ ଟଙ୍କା, ୧୦ ଗ୍ରାମ ସୁନାର ମୂଲ୍ୟ ୪୯,୫୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୯୫,୦୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ଅପେକ୍ଷା ଆଜି ୨୪ କ୍ୟାରେଟ ସୁନା ୨୫୦ ଟଙ୍କା କମିଛି । ଗତକାଲି ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୪୯,୭୫୦ ଟଙ୍କା ଥିଲା ।