ବହୁତ ସୁନ୍ଦର ଦେଖିବାକୁ Bollywood ସୁପରଷ୍ଟାର ହିରୋଇନ ଶ୍ରୀଦେବୀଙ୍କ ଦୁଇ ଝିଅ, କେହି କାହାଠୁ ନୁହନ୍ତି କମ

ଆପଣ ମାନେ ସମସ୍ତେ ବଲିଉଡର ଫେମସ ଅଭିନେତ୍ରୀଙ୍କ ଭଲ ଭାବରେ ତ ଜାଣିଥିବେ । ହିନ୍ଦୀ ଫିଲ୍ମ ର ଗୀତ ହାୱା ହାୱାଇ ଗୀତ ଶୁଣିଲେ ନିଶ୍ଚିତ ଭାବରେ ଏକ ମାତ୍ର ହିରୋଇନ ଶ୍ରୀଦେବୀନ୍କ ନାମ ଓ ଚେହେରା ଆଖି ଆଗରେ ନାଚି ଉଠିବ । ସେ ହିନ୍ଦୀ ଫିଲ୍ମ ଛଡା ତାମିଲ, କନ୍ନଡ଼ ଫିଲ୍ମରେ ମଧ୍ୟ ନିଜ ଅଭିନୟର ପରାକାଷ୍ଠା ଦେଖାଇଛନ୍ତି । ତାଙ୍କର ବଲିଉଡର ୧୯୮୩ର ହିନ୍ଦୀ ଫିଲ୍ମ ହିମତ ବାଲାରୁ ହିରୋଇନ ଭାବେ ପ୍ରସିଦ୍ଧି ମିଳିଥିଲା । ତାଙ୍କ ବିପକ୍ଷରେ ର ଭାବରେ ଜିତେନ୍ଦ୍ର ଅଭିନୟ କରିଥିଲେ । ଏହା ଏକ ବ୍ଲକ ବୁସ୍ଟର ଫିଲ୍ମ ଥିଲା । ଏହା ପରେ ତାଙ୍କର ଅଭିନୟ ପାଇଁ ତୋଫା ହିନ୍ଦୀ ଫିଲ୍ମ ତୋଫା ରେ ସେହି ସମୟର ସବୁ ଫିଲ୍ମ ଠାରୁ ଅଧିକ ରୋଜଗାର କରି ରେକର୍ଡ କରିଥିଲା ।

ସବୁଠୁ ଅଧିକ ରୋଜଗାର କରିଥିଲା । ଏହାପରେ ଆଉ ଏକ ହିନ୍ଦୀ ଫିଲ୍ମ ସଦମ୍ମା ରେ ଦକ୍ଷିଣୀ ଫିଲ୍ମ ର ଅଭିନେତା କମଲ ହାସନ ଙ୍କ ସହ ଳ୍ପଦମଦାର ଅଭିନୟ କରି ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ୧୯୮୬ ରେ ଆସିଥିବା ହିନ୍ଦୀ ଫିଲ୍ମ ନାଗିନାରେ ଏକ ଇଛାଧାରୀ ନାଗିନ ର ଅଭିନୟ କରିଥିଲେ । ଏହି ଫିଲ୍ମ ତାଙ୍କ ଦ୍ବାରା ଅଭିନୟ କରିଥିବା ସାପ ଵାଲା ସର୍ବଶ୍ରେଷ୍ଠ ଫିଲ୍ମ ଥିଲା ।

ଏହି ବର୍ଷ ତାଙ୍କର ଆଉ ଦୁଇଟି ହିଟ ଫିଲ୍ମ ରିଲିଜ ହୋଇଥିଲା । ଶୁବାସ ଘାଇଙ୍କର କର୍ମା ଓ ଫିରୋଜ ସାହାଙ୍କର ଯାଂବାଜ । ୧୯୮୭ ରେ ମିଷ୍ଟର ଇଣ୍ଡିଆ ଫିଲ୍ମରେ ଶ୍ରୀଦେବୀ ଏକ ପତ୍ରକାର ଭାବରେ ଅଭିନୟ କରିଥିଲେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅନୀଲ କାପୁର ଅଭିନୟ କରିଥିଲେ ।

 

ଏହି ଫିଲ୍ମରେ ଶ୍ରୀଦେବୀଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ଓ ଏହି ଫିଲ୍ମ ପ୍ରଚୁର ଅର୍ଥ ରୋଜଗାର କରିଥିଲା । ଏବେ ଆସନ୍ତୁ ଜାଣିବା ଶ୍ରୀଦେବୀ ଙ୍କର ଦୁଇ ଶୁନ୍ଦରୀ ଝିଅଙ୍କ ବିଷୟ ରେ । ଶ୍ରୀଦେବୀଙ୍କର ବଡ ଝିଅର ନାମ ଜାହ୍ନବୀ କାପୁର ଅଟେ । ଜାହ୍ନବୀ କାପୁର ବଲିଉଡର ସବୁଠୁ ଅଧିକ ସୁନ୍ଦରି ଅଭିନେତ୍ରୀ ଅଟନ୍ତି । ଜାହ୍ନବୀ କାପୁର ୨୦୧୮ ରେ ବଲିଉଡ ଫିଲ୍ମ ଧଡକ ଫିଲ୍ମ ରୁ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ । ଧଡକ ଫିଲ୍ମରେ ତାଙ୍କ ସହ ଇସାନ ଖଟ୍ଟର ଅଭିନୟ କରିଥିଲେ । ଜାହ୍ନବୀ କାପୁର ୬ ମାର୍ଚ୍ଚ ୧୯୯୭ ରେ ମୁମ୍ବାଇ ରେ ହୋଇଥିଲା ।

ସେ ତାଙ୍କ ପାଠ ପଢା ମୁମ୍ବାଇ ର ଧିରୁ ଭାଇ ଇଣ୍ଟର ନେସନାଲ ସ୍କୁଲ ରେ ହୋଇଥିଲା । ଏହାପରେ ସେ ଅଭିନୟ ଲିଷ୍ଟର ବଜ ଥିଏଟର ଶିକ୍ଷା କେନ୍ଦ୍ର କାଲିଫର୍ନିଆରୁ ପୁରା କରିଥିଲେ । ଅର୍ଜୁନ କାପୁର ଓ ଅଂଶୁଲା କାପୁର ତାଙ୍କର ସୋଟେଲା ଭାଇ ଥିଲେ । ଏମାନେ ବନୀ କାପୁର ଙ୍କ ପ୍ରଥମ ସ୍ତ୍ରୀଙ୍କର ସନ୍ତାନ ଅଟନ୍ତି । ଶ୍ରୀଦେବୀଙ୍କ ଛୋଟ ଝିଅର ନାମ ଖୁସି କାପୁର ଅଟେ ।

ସେ ୫ ନଭେମ୍ବର ୨୦୦୦ ମୁମ୍ବାଇ ରେ ହୋଇଥିଲା । ସେ ଏବେ ମୁମ୍ବାଇର ଲୋଖଣ୍ଡବାଲାରେ ରହୁଛନ୍ତି । ସେ ଏବେ ମୁମ୍ବାଇର ଧିରୁ ଭାଇ ସ୍କୁଲ ରେ ପଢୁଛନ୍ତି । ଖୁସି ମଡ଼େଲିଙ୍ଗରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ଓ ବଲିଉଡରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।