ରିଷି କପୁର ଓ ନୀତୁ ସିଂହଙ୍କ ବିବାହ ଦୁର୍ଲଭ ଫଟୋ ଆସିଲା ସାମ୍ନାକୁ, ରେଖା କରୁଥିଲେ ଏହି କାମ, ଦେଖନ୍ତୁ

ଋଷି କପୁର ଯେତେବେଳେ ଫିଲ୍ମରେ ଆସିଥିଲେ ତ ଝିଅମାନେ ତାଙ୍କର ଦିବାନି ଥିଲେ । ସମସ୍ତେ ଏହା ଚାହୁଁଥିଲେ କି ତାଙ୍କର ସ୍ଵାମୀ ବା ବୟଫ୍ରେଣ୍ଡ ଋଷି କପୁରଙ୍କ ଭଳି ହିଁ ସ୍ଵିଟ ଓ ହ୍ୟାଣ୍ଡସମ ହୁଅନ୍ତୁ । କିନ୍ତୁ ୧୯୮୦ରେ ସେହି ସମୟରେ ଲକ୍ଷ ଲକ୍ଷ ଝିଅ ମାନଙ୍କର ହୃଦୟ ଭାଙ୍ଗି ଗଲା ଯେତେବେଳେ ସେ ଅଭିନେତ୍ରୀ ନୀତୁ ସିଂହଙ୍କ ସହିତ ବିବାହ କରିନେଲେ । ବର୍ତ୍ତମାନ ତାଙ୍କର ବିବାହକୁ ୩୯ ବର୍ଷ ହୋଇ ଯାଇଛି ।

କିନ୍ତୁ ଆଜି ବି ଦୁଇ ଜଣଙ୍କର ସମ୍ପର୍କ ବହୁତ ମଜବୁତ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଋଷି କପୁର ଓ ନୀତୁ ସିଂହଙ୍କର କିଛି ବିବାହର ଦୁର୍ଲଭ ଫଟୋ ଦେଖାଇବାକୁ ଯାଉଛୁ ।

କହିବାକୁ ଗଲେ ବର୍ତ୍ତମାନ ଦିନରେ ନୀତୁ ଓ ଋଷିଙ୍କର କିଛି ବ୍ଲାକ ଆଣ୍ଡ ହ୍ଵାଇଟ ଫଟୋ ଇଣ୍ଟର୍ନେଟରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଫଟୋରେ ନୀତୁ ସିଂହ ଏକ ସୁନ୍ଦର କନ୍ୟା ରୂପରେ ଦେଖା ଯାଉଛନ୍ତି । ଏହି ଚୂଡ଼ା ରସ୍ମ ରେ ନୀତୁ ନିଜର କିଛି ଖାସ ବନ୍ଧୁମାନଙ୍କ ସହ ନଜର ଆସୁଛନ୍ତି । ଏଥିରେ ପ୍ରସିଦ୍ଧ ଅଭିନେତ୍ରୀ ରେଖା ବି ନଜର ଆସୁଛନ୍ତି ।

କହିବାକୁ ଗଲେ ଏହି ଫଟୋ ଗୁଡିକୁ ଗୋଲ୍ଡୀ ଓ ତାଙ୍କର ଭଉଣୀ ଶୃଷ୍ଟି ବହଲ ଆର୍ୟା ନିଜର ଇଂଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ସେ ଏହି ଫଟୋ ଗୁଡିକ ଛାଡି ୟୁଜରମାନଙ୍କୁ ପଚାରିଛନ୍ତି କି ତାଙ୍କୁ ଏହି ଫଟୋରେ ଖୋଜିକରି ଦେଖାନ୍ତୁ ।

କହିବାକୁ ଗଲେ ବର୍ତ୍ତମାନ କିଛି ମାସ ହେବ ଆମେରିକାରେ ଋଷି କପୁର ନିଜର କ୍ୟାନ୍ସରର ଚିକିଶ୍ଚା କରୁଥିଲେ । ତାଙ୍କର ଏହି ଖରାପ ସମୟରେ ବି ତାଙ୍କର ପତ୍ନୀ ନୀତୁ ସିଂହ ତାଙ୍କର ପୁରା ସାଥ ଦେଇଥିଲେ ।  ବର୍ତ୍ତମାନ ଋଷି କପୁରଙ୍କର ସ୍ୱାସ୍ଥ୍ୟ ପୁରାପୁରି ଭଲ ଅଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।