ଯୋଦ୍ଧା ଆକବରରେ ଆକବରଙ୍କ ପ୍ରଥମ ସ୍ତ୍ରୀର ରୋଲ କରି ଫେମସ ହେଇଥିବା ହିରୋଇନ ଆଜି ଦେଖାଯାଉଛନ୍ତି ଏମିତି, ଦେଖି ହେବ ନାହିଁ ବିଶ୍ଵାସ

ଲବିନାଙ୍କୁ ଆଜି ଲୋକମାନେ ଯୋଦ୍ଧା ଆକବର ର ରୁକେଇଆ ବେଗମ ଭାବରେ ଜାଣିଛନ୍ତି । କିନ୍ତୁ ସେ ଛୋଟ ପରଦାରେ ନିଜ ବାଲ୍ୟକାଳରୁ ଯୋଡ଼ିତ ଅଛନ୍ତି । ସେତେବେଳେ ସେ ମାତ୍ର ୧୩ ବର୍ଷର ଥିଲେ । ସେ ଅରୋରା ଇରାନି ଙ୍କ ଟିଭି ଶୋ ତୁମ ବିନ ଯେଉଁ କାହାଁସେ ରେ ଚାଇଲ୍ଡ ଆକ୍ଟରେସ ଭାବେ କାମ କରିଥିଲେ । ୨୦୦୫ରେ ସେ ହିରୋ ଭକ୍ତି ହିଁ ଶକ୍ତି ହେରେ ମଧ୍ୟ କାମ କରିଥିଲେ ।

୨୦୦୬ରେ ରଜତ ଟୋକସ ଙ୍କ ମୁଖ୍ୟ ଭୂମିକା ଶୋ ଧର୍ତି କା ବିର ଯୋଦ୍ଧା ପୃଥ୍ବୀ ରାଜ ଚୋହାନ ରେ ଚଙ୍କି ର ଭୂମିକା ତୁଲାଇ ଥିଲେ । ଲବିନା ସବ ଟିଭି ର ଶୋ ପାପଡ ପୋଲ ଏବଂ ବାଲ ବିର ରେ ମଧ୍ୟ ନିଜର ଜଲ୍ଵା ଦେଖାଇଛନ୍ତି । ଷ୍ଟାର ପ୍ଲସ ର ଶୋ ଏକ ହଜାରୋ ମେ ମେରି ବେହେନା ହେ ରେ ମଧ୍ୟ ଲବିନା କାମ କରିଛନ୍ତି । ଜୁଲାଇ ୨୦୧୩ ରେ ତାଙ୍କୁ ଯୋଦ୍ଧା ଆକବର ରେ କାମ କରିବାକୁ ସୁଯୋଗ ମିଳିଥିଲା ।

ଏହା ପୂର୍ବରୁ ରୁକଇଆ ବେଗମ ର ଭୂମିକା ସ୍ନାଇଲି ସୁରି ତୁଲାଇଥିଲେ । ତାଙ୍କୁ ରେପ୍ଲେସ କରି ଲବୀନା ଙ୍କୁ ଏହି ରୋଲ ଦିଆଯାଇଥିଲା । କୁହାଯାଉଥିଲା କି ସ୍ମାଇଲିସୁରି ଏହି ଶୋ କୁ ନିଜର ସ୍ବାସ୍ଥ୍ୟ ଖରାପ ଯୋଗୁ ଛାଡିଥିଲେ । ଟିଭି ରେ ଋକେଇଆ ବେଗମ ଙ୍କ ଲୁକ ଆଊ ଚାଲାକ ସ୍ଵଭାବ କୁ ଦର୍ଶକମାନେ ବହୁତ ଭଲ ଭାବରେ ଦେଖିଛନ୍ତି । ଅସଲ ଜୀବନରେ ଲବିନା ତଣ୍ଡନ ଦେଖିବାକୁ ବହୁତ ସୁନ୍ଦର ଆଊ ଷ୍ଟାଇଲିସ ନଜର ଆସନ୍ତି ।

ସେ ନିଜ ଜୀବନରେ ବହୁତ ଖୁସିରେ ରୁହନ୍ତି । ଅନ ସ୍କ୍ରିନ ରେ ନିଜର ଅଫ ସ୍କ୍ରିନ ଜୀବନରୁ ପୁରା ଅଲଗା । ସେ ନିଜ ଜୀବନ ବହୁତ ହସ ଖୁସିରେ କାଟନ୍ତି । ଲବିନା ନିଜର ଅଭିନେତା ଦ୍ଵାରା ଲୋକ ମାନଙ୍କୁ ନିଜର ଦିୱାନା କରିଛନ୍ତି । ସେ ଦେଖିବାକୁ କୌଣସି ପରୀଠାରୁ କମ ନୁହେଁ । ନିଜର ସୁନ୍ଦରତା ଦ୍ଵାରା ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ଲବିନା ନିଜର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ।

ସେ ନିଜର ଆକାଉଣ୍ଟରେ ନିଜର ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରୁହନ୍ତି । ଲବିନା ଅନ ସ୍କ୍ରୀନରେ କରୁଥିବା ଚରିତ୍ର ଠାରୁ ତାଙ୍କର ରିଅଲ ଲାଇଫ ରେ ସେ ପୁରା ଅଲଗା । ଲବିନା ଙ୍କ ଫ୍ୟାନସ ମାନେ ତାଙ୍କୁ ସୋସିଆଲ ମିଡିଆରେ ଫେଲୋ କରୁଛନ୍ତି । ଲବିନା ନିଜର ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କ ମନ କିଣିଛନ୍ତି ।

ତେବେ ଆପଣଙ୍କୁ ଲବିନା କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।