3 bollywood star ଯାହାଙ୍କୁ ଚାପୁଡ଼ା ମାରିଥିଲେ ସଲମାନ, ଜଣେ ଦେଇଥିଲେ ଭୟଙ୍କର ଉତ୍ତର

ବଲିଉଡ ର ଦବଂ ସଲମାନ ଖାନ ନିଜର ଭଲ ବ୍ୟବହାର ଏବଂ ବିଂ ହୁମାନ ଚାରିଟି ପାଇଁ ବହୁତ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏହା ଛଡା ବଲିଉଡ ରେ ସଲମାନ ଖାନ ଙ୍କ ଅଗ୍ରେସନ ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି । ବହୁତ ଥର ଦବଂ ଖାନ ନିଜର କ୍ରୋଧକୁ ନେଇ ଅସୁବିଧାର ସମ୍ମୁଖିନ ହେଇଛନ୍ତି । ଭାଇଯାନ ମାନେ ସଲମାନ ଖାନ ନିଜର କ୍ରୋଧ ପାଇଁ କେତେ ଥର ବଲିଉଡ କଳାକାର ମାନଙ୍କ ଉପରେ ହାତ ମଧ୍ୟ ଉଠାଇସାରିଚନ୍ତି । ଆଜି ଆମେ ଆପଣଙ୍କୁ ସେହି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭାଇଯାନ ଙ୍କ ଚାପୁଡ଼ା ର ଶିକାର ହୋଇସାରିଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ଐଶ୍ବର୍ୟା ରାୟ ବଚନ

ଏହି ଦୁଇ ଜଣଙ୍କ ଭିତରେ ହୋଇଥିବା ଝଗଡ଼ା ସମସ୍ତେ ଜାଣିଛନ୍ତି କାରଣ ସଲମାନ ଖାନ ଙ୍କ ଦୁର୍ବ୍ୟବହାର ପାଇଁ ହିଁ ଦୁଇ ଜଣଙ୍କ ବ୍ରେକ ଅପ ହୋଇଥିବା କଥା ସାମ୍ନାକୁ ଆସିଥିଲା । ସଲମାନ ଖାନ ଫିଲ୍ମ ‘କୁଛ ନା କହୋ’ ର ସେଟ ରେ ଐଶ୍ବର୍ୟାଙ୍କୁ ପେଲି ଦେଇଥିଲେ ଏବଂ ତାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ । ତାପରେ ପୁଣି ସଲମାନ ଫିଲ୍ମ ‘ଚଲତେ ଚଲତେ’ ରେ ମଧ୍ୟ ଐଶ୍ବର୍ୟାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେହି ସମୟରେ ବଲିଉଡ କିଂ ଶାରୁଖ ଖାନ ଦୁଇ ଜଣଙ୍କ ଭିତରେ ସମାଧାନ କରିଥିଲେ । ଐଶ୍ବର୍ୟା ନିଜର ଇଣ୍ଟରବିୟୁ ରେ କହିଥିଲେ କି ସଲମାନ ବହୁତ ଥର ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କର ଭାଗ୍ୟ ଭଲକି ତାଙ୍କ ମୁହଁରେ କୌଣସି ଦାଗ ହୋଇନାହିଁ ।

କଟ୍ରିନା କେଫ

ଯେତେବେଳେ ସଲମାନ ଖାନ ଏବଂ କଟ୍ରିନା କେଫ ରିଲେସନ ରେ ଥିଲେ ସେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା କି ସଲମାନ ଖାନ ଫେବୃଆରୀ ୨୦୦୮ ରେ କଟ୍ରିନା କେଫ୍ ଙ୍କୁ ମୁମ୍ବାଇ ର ଏକ କଫି ସପ ରେ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ । ଫିଲ୍ମ ‘ ଏକ ଥା ଟାଇଗର’ ରେ ମଧ୍ୟ ସଲମାନ କଟ୍ରିନା ଙ୍କୁ ଚାପୁଡ଼ା ମାରିଥିଲେ ଯାହା ପରେ ଦୁଇ ଜଣଙ୍କ ଭିତରେ ଥିବା ରିଲେସନ ଶେଷ ହୋଇଥିଲା ।

ଶାରୁଖ ଖାନ

ଫିଲ୍ମ ‘ଚଲତେ ଚଲତେ’ ରେ ଶାରୁଖ ଖାନ ଐଶ୍ୱରୀୟ ଙ୍କୁ ସଲମାନ ଙ୍କ ଠାରୁ ରକ୍ଷା କରିଥିବାରୁ ସଲମାନ ଏବଂ ଶାରୁଖ ଖାନ ଙ୍କ ଭିତରେ ଝଗଡ଼ା ହୋଇଥିଲା । କଟ୍ରିନା କେଫ ନିଜର ଜନ୍ମଦିନ ପାର୍ଟି ରେ ବଲିଉଡ ଷ୍ଟାର ମାନଙ୍କୁ ଡାକିଥିଲେ ସେହି ପାର୍ଟିରେ ଶାରୁଖ୍ ଖାନ ଏବଂ ସଲମାନ ଖାନ ଯାଇଥିଲେ ସେଠି ଶାରୁଖ ଖାନ ଏବଂ ସଲମାନ ଖାନ ଙ୍କ ଭିତରେ ବହୁତ ଜୋରେ ଝଗଡ଼ା ହୋଇଥିଲା ଯାହା ଫଳରେ ସଲମାନ ଖାନ ଶାରୁଖ ଖାନ ଙ୍କୁ ଚାପୁଡ଼ା ମାରିଥିଲେ । ତାପରେ ଦୁଇ ଜଣଙ୍କୁ ବହୁତ ବର୍ଷ ପର୍ଯ୍ୟନ୍ତ ଏକାଠି କୌଣସି ଫିଲ୍ମ କରିବାର ଦେଖାଯାଇନଥିଲା । ଏବଂ ଏହି ଦୁଇ ଜଣ ସଲମାନ ଖାନ ଙ୍କ ଭଉଣୀ ଅର୍ପିତା ଖାନ ଙ୍କ ବିବାହରେ ଏକାଠି ହୋଇଥିଲେ ।

ଏହି ବଲିଉଡ ଷ୍ଟାର ମାନଙ୍କୁ ଚାପୁଡ଼ା ମାରିଥିଲେ ସଲମାନ ଖାନ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।