ରାମାୟଣ ର ରାମ ” ଅରୁଣ ଗୋଭିଲ” ଙ୍କର ଝିଅ ବହୁତ ସୁନ୍ଦର, ଦେଖିଲେ ବିଶ୍ବାସ କରିପାରିବେନି – ଦେଖନ୍ତୁ ଫୋଟୋ

ଆମ ସମସ୍ତଙ୍କ ପିଲାବେଳ ଏକ ବିନ୍ନ ଭାବରେ କଟିଛି । ପିଲାବେଲେ ଆମେ ସବୁବେଳେ ରବିବାର ର ଅପେକ୍ଷା କରିଥାଉ । ରବିବାର ଦିନ ଆମେ ଘରେ କେବଳ ଆରାମ କରିବା ପାଇଁ ନୁହେଁ ଏହି ଦିନେ ଲୋକମାନେ ଏଥିପାଇଁ ଅପେକ୍ଷା କରୁଥାନ୍ତି କି ସେମାନେ ଏକାଠି ହୋଇ ବସି ରାମାୟଣ ଦେଖିବେ । ରାମାୟଣ ଦେଉଥିବା ସମୟରେ ଯଦି ଘରର ବିଜୁଳି ଚାଲିଯାଏ ତେବେ ସେହି ଘର ଆଡକୁ ଯାଇଥାଉ ଯାହାଙ୍କର ବିଜୁଳି ଆସୁଥିବ । ୯୦ ଦଶକରେ ୧୯୮୭ ମସିହାରେ ରାମାୟଣ ର ଆରମ୍ଭ ହୋଇଥିଲା ।

ରାମାୟଣ ଭାରତୀୟଙ୍କ ମନରେ ଏକ ଅଲଗା ପରିଚୟ ବନାଇ ଦେଇ ଥିଲା । ଏମିତି କୁହାଯାଏ କି ରାମାୟଣ ଆରମ୍ଭ ହେବା ସମୟରେ ରାସ୍ତା ସୁନସାନ ହୋଇ ଯାଉଥିଲା । ରାମାନଂଦ ସାଗରଙ୍କର ରାମାୟଣ ର ଭଲ କଥା ଏହା ଥିଲା କି ରାମାୟଣ ର ସବୁ କଳାକାର ମାନେ ଭାରତୀୟଙ୍କ ହୃଦୟରେ ଜାଗା ତିଆରି କରିନେଇ ଥିଲେ । ତାଙ୍କ ମଧ୍ୟରେ ଏକ ମହତ୍ବପୂର୍ଣ କଳାକାର ଥିଲେ ଭଗବାନ ରାମ ।

ରାମ ର ଅଭିନୟ କରୁଥିବା ଅଭିନେତା ଅରୁଣ ଗୋବିଲଙ୍କର ଜନ୍ମ ୧୨ ଜାନୁୟାରୀ ୧୯୫୮ ରେ ହୋଇଥିଲା । ସେ ରାମଙ୍କର ଅଭିନୟ ଏତେ ଭଲ ଭାବରେ କରିଥିଲେ କି ଲୋକମାନେ ତାଙ୍କୁ ସତରେ ଭଗବାନ ରାମ ବୋଲି ଭାବି ନେଇଥିଲେ ।

ତାଙ୍କୁ ଦେଖିବା ମାତ୍ରେ ଲୋକମାନେ ତାଙ୍କର ଗୋଡ ଧରି ଆଶୀର୍ବାଦ ନେଉଥିଲେ । ସେ ନିଜର ଅଭିନୟ ଦ୍ଵାରା ଭଗବାନ ରାମଙ୍କୁ ଜୀବିତ କରିଦେଇଥିଲେ କେତେକ ଲୋକଙ୍କ ମୁଣ୍ଡରେ ଅଭିକା ବି ଅରୁଣ ଗୋବିଲ ଙ୍କ ଛବି ରାମଙ୍କ ରୂପରେ ଅଛି ।

ଅରୁଣ ଗୋବିଲଙ୍କ ସ୍ତ୍ରୀଙ୍କ ନାମ ଲେଖା ଅଟେ । ତାଙ୍କର ଦୁଇଟି ପିଲା ଅଛନ୍ତି ଯାହାଙ୍କର ନାମ ଅମଳ ଏବଂ ସୋନିକା ଗୋବିଲ ଅଟେ । ତାଙ୍କର ପୁଅର ବାହାଘର ହୋଇଯାଇଛି ଏବଂ ତାଙ୍କ ଝିଅ ଅଭିକା ପଢୁଛନ୍ତି । ଅରୁଣ ଗୋବିଲଙ୍କ ଝିଅ ସୋନିକା ଗୋବିଲ ଦେଖିବାକୁ ବହୁତ ବେସୀ ସୁନ୍ଦର ଅଟନ୍ତି ।

ବହୁତ କମ ଲୋକମାନେ ତାଙ୍କ ଝିଅଙ୍କୁ ଦେଖିଥିବେ କିନ୍ତୁ ଯିଏ ବି ଦେଖିଲା ସେ ଦେଖିହିଁ ରହିଗଲା । ତାଙ୍କର ସୁନ୍ଦରତା ଲୋକମାନଙ୍କର ହୃଦୟ ଜିତି ନିଏ ।

ସୋନିକା ନିଜର ପରିବାର ଏବଂ ନିଜର ବାପା ମାଙ୍କର ବହୁତ ଇଜ୍ଜତ କରନ୍ତି । ସେ ସୋସିୟାଲ ମିଡିୟା ରେ ବହୁତ ଫଟୋ ଛାଡନ୍ତି । ଆସନ୍ତୁ ଦେଖିବା ସୋନିକାଙ୍କ କିଛି ସୁନ୍ଦର ଫଟୋ ।