Bollywood ର ଏହି 6 ଜଣ ସୁପର ଷ୍ଟାର ଙ୍କ ସହିତ ଅଫେୟାର ପରେ ବି କାହିଁକି ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି Kangana Ranaut

କଙ୍ଗନା ଙ୍କୁ ଏମିତିରେ ବଲିଉଡ ର କୁଇନ ବୋଲି କୁହା ଯାଇନି । କଙ୍ଗନା ସବୁ ବେଳେ ନିଜର ତୀବ୍ର ପ୍ରତିକ୍ରିୟା କିମ୍ବା ନିଜର ମତ ,ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହନ୍ତି ।

ଚଳଚିତ୍ର ରେ ଆସିବା ଆଗରୁ କଙ୍ଗନା ଙ୍କ ପରିବାର ର ଲୋକ ମାନଙ୍କର ବଲିଉଡ ଦୁନିଆ ସହ କିଛି ବି ସମ୍ପର୍କ ନଥିଲ। ନିଜର  କଠିନ ପରିଶ୍ରମ ପରେ ସେ ନିଜକୁ ଏହି ଦୁନିଆକୁ ଆଣି ଥିଲେ ଓ  ନିଜକୁ ସବୁଙ୍କ ପାଖରୁ ଅଲଗା ବୋଲି ପ୍ରମାଣିତ କରିଥିଲେ । ୨୦୧୯ ରେ ପଚରା ଯାଇଥିବା ପ୍ରଶ୍ନ ର ଉତାର ଦେଇ ସେ କହିଥିଲେ କି ଅଭି ତ ସେ କାହାକୁ ଡେଟ କରୁ ନାହାଁନ୍ତି ମାତ୍ର ତାଙ୍କ ଜୀବନରେ ଅଧିକ ମାତ୍ରାରେ ପ୍ରେମ ଭରି ହୋଇ ରହିଛି।

ଏଭଳି ସ୍ଥିତିରେ ସେ ଏଭଳି ଏକ ସାଥି ଚାହାଁନ୍ତି ଯିଏ କି ତାଙ୍କୁ ନିଜ ଜୀବନରେ କେବଳ ସାମିଲ କରିବ ତା ନୁହେଁ ବରଂ ସେ ତାଙ୍କୁ ପ୍ରୋସ୍ଛାହନ ଦେବ ଆଗକୁ ବଢିବା ପାଇଁ । ସେ କହିଥିଲେ ଆଜି ଯାଏ ସେ ଯାହାକୁ ବି ଭଲ ପାଇ ଛନ୍ତି ସେମାନେ ତାଙ୍କୁ ଧୋକା ଦେଇଛନ୍ତି । ଆସନ୍ତୁ ଜାଣିବା ତାହେଲେ କେଉଁ ମାନେ ତାଙ୍କ ପ୍ରେମିକ ହୋଇ ସାରିଛନ୍ତି ।

ପ୍ରଥମେ କଙ୍ଗନା ଆଦିତ୍ୟ ଙ୍କ ସହ ପ୍ରେମରେ ପଡିଥିଲେ । ସେ ଆଦିତ୍ୟଙ୍କ ଠାରୁ ୨୦ ବର୍ଷ ସାନ ଥିଲେ ମଧ୍ୟ ଉଭୟଙ୍କୁ ବୟସ ସୀମା ଅଟକାଇ ପାରି ନଥିଲା ଦୂଇ ଜଣ ସ୍ଵାମୀ ସ୍ତ୍ରୀ ଭଳି ରହୁଥିଲେ ମାତ୍ର ଆଦିତ୍ୟ ତାଙ୍କ ସହ ମାରଧର କରିବାରୁ ଏହା ବିଚ୍ଛେଦ ରେ ପରିଣତ ହୋଇ ଥିଲା । ଆଦିତ୍ୟ ଙ୍କ ନାମରେ କଙ୍ଗନା ଥାନାରେ କମ୍ପଲେନ ମଧ୍ୟ କରିଥିଲେ ।

ଏହା ପରେ ଅଧ୍ୟାନ ସୁମନ ଙ୍କୁ ସେ ରାଜ ଚଳଚିତ୍ରରେ କାମ କରିବା ସମୟରେ ଭେଟିଥିଲେ ଓ ଉଭୟ ପରସ୍ପରକୁ ପସନ୍ଦ କରିଥିଲେ । ଏହା ପରେ ନାମ ଆସେ ହ୍ରୀତିକ ରୋଷନ ଙ୍କର ସେ ଯେତେବେଳ ନିଜ ପତ୍ନୀ ଙ୍କୁ ଛାଡପତ୍ର ଦେବା ପାଇଁ ଚାହୁନଥିଲେ ସେତେବେଳେ ସେ କଙ୍ଗନାଙ୍କ ସହ ସମ୍ପର୍କ ରେ ଥିଲେ । କଙ୍ଗନା ଏହାକୁ ନେଇ ଏହା ସତ ବୋଲି କହିଥିଲେ ମାତ୍ର ଏହାକୁ ହ୍ରୀତିକ ମନା କେଇଦେବା ପରେ ।

ଏହି ଭଲ ପାଇବା ଏହି ଠାରେ ବିରାମ ଲାଗି ଯାଇଥିଲା । ଏହା ପରେ ନାମ ଆସେ ଅଜୟ ଦେବଗନ ଙ୍କର ସେ “ୱାଁସ ଆପଣ ଅ ଟାଇମ” ରେ କାମ କରୁଥିବା ବେଳେ କଙ୍ଗନା ଙ୍କୁ ପ୍ରେମ କରିଥିଲେ । କଙ୍ଗନା ଅଜୟଙ୍କୁ ନେଇକି ସିରିୟସ ଥିବା ସମୟରେ ଅଜୟ କାଜଲ ଙ୍କୁ ଛାଡିବା ପାଇଁ ଚାହିଁ ନଥିଲେ । କଙ୍ଗନା ଏହା ପରେ ଅଜୟଙ୍କୁ ନିଜର ହାତ କାଟିଦେବାର ଧମକ ଦେଇଥିଲେ ।

ଏହା ଉପରେ କିନ୍ତୁ କେହି କେବେ ଚର୍ଚ୍ଚା କରି ନାହାନ୍ତି । ଏହା ପରେ  ନାମ ଆସେ ନିକୋଲ୍ସ ଲେଫଟି , ଅନେକ ସୂତ୍ରରୁ ଜଣା ପଡିଛି କି ବ୍ରିଟିଶ ଡକ୍ଟର ଙ୍କ ସହ କଙ୍ଗନା ଙ୍କ ସମ୍ପର୍କ ଖୁବ କମ ଦିନର ଥିଲା । ଏହି ଥିଲେ କଙ୍ଗନା ଙ୍କର ପ୍ରେମକ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।